Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହର ୪ ମାସ ପରେ ଯମଜ ସନ୍ତାନର ମାଆ ହେଲେ ନୟନତାରା

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ବିବାହାର ୪ମାସ ପରେ ଯମଜ ସନ୍ତାନର ମାଆ ହୋଇଛନ୍ତି । ନୟନତାରା ଏବଂ ତାଙ୍କ ପତି ବିଘ୍ନେଶ ଶିବନ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୁଅଙ୍କ ପାଦକୁ ନୟନତାରା ଏବଂ ବିଘ୍ନେଶ ଗେହ୍ଲ କରୁଥିବା ଦେଖିବାକୁ ମିଳିଛି ।…

ଆଜିବି ଲୋକଙ୍କ ଭିତରେ ରହିଛି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ୍’ର କ୍ରେଜ୍, ଥିଏଟରରେ ବାଜୁଛି ତାଳି

ମୁମ୍ବାଇ: ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ ଅମିତାଭ ବଚ୍ଚନଙ୍କ ୮୦ତମ ଜନ୍ମଦିନ ଅବସରରେ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ଚଳଚ୍ଚିତ୍ର 'ଫେଷ୍ଟିଭାଲ୍ - ବଚ୍ଚନ ବ୍ୟାକ୍ ଟୁ ଦ ବିଗିନିଂ'ରେ ଯୋଗ ଦେଇଥିଲେ। ଏହି ଫିଲ୍ମ ଫାଉଣ୍ଡେସନ ୪ ଦିନ ଧରି ଚାଲିବ। ଏହି କାରଣରୁ ଶନିବାର ମୁମ୍ବାଇର ଜୁହୁସ୍ଥିତ…

ଶୋ ଛାଡିବା ପରେ କପିଲଙ୍କ ସହ କଥା ହୋଇ ପାରିନଥିଲେ ଅଲି ଅସଗର

ମୁମ୍ବାଇ: ଅଭିନେତା ତଥା କମେଡିଆନ ଅଲି ଅସଗର କପିଲ ଶର୍ମାଙ୍କ ପୁଣି 'ଦ କପିଲ ଶର୍ମା ଶୋ'ରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅଲି। ଅଲି ୨୦୧୭ ରେ କପିଲଙ୍କ ଲୋକପ୍ରିୟ କମେଡି ଶୋ ରୁ ବିଦାୟ ନେଇଥିଲେ ଏବଂ ଏହାର କାରଣ କ୍ରିଏଟିଭ ମତଭେଦ କରାଯାଉଥିବା ଦର୍ଶାଇଥିଲେ।…

ଶାହରୁଖଙ୍କ ଘର ପାର୍ଟିରେ ରାତି ୩ଟାରେ ଖାଦ୍ୟ ପରସା ଯାଏ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ହିନ୍ଦୀ ସିନେମାକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସିଛନ୍ତି। କିନ୍ତୁ ସେ ନିଜ ଘରେ ଯେପରି ପାର୍ଟି ରଖନ୍ତି ସେନେଇ ସର୍ବଦା ଚର୍ଚ୍ଚାରେ ରହନ୍ତି। ବାଦଶାହଙ୍କ ଘରେ ବହୁତ ଗ୍ରାଣ୍ଡରେ ଯେକୌଣସି ପାର୍ଟି ସେଲିବ୍ରେଶନ କରାଯାଏ ଏବଂ ସେ ବହୁତ ଅଭିନେତା,…

୧୩ ବର୍ଷିୟ ଅଭିନେତାଙ୍କ ସହ ରବିନା ଟଣ୍ଡନଙ୍କ ରୋମାନ୍ସ !

ମୁମ୍ବାଇ: ବଲିଉଡ଼ ଅଭିନେତା ତଥା ନିର୍ମାତା ଅରବାଜ ଖାନ ନିଜର ପରବର୍ତ୍ତୀ ଚଳଚ୍ଚିତ୍ର 'ପାଟନା ଶୁକ୍ଲା' ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଫେମସ ଅଭିନେତ୍ରୀ ରବିନା ଟଣ୍ଡନ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ଏକ ସାମାଜିକ ନାଟକ। ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ…

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ 'କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ' ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ…

ଇଣ୍ଡିଆନ ଆଇଡଲ ଗାୟକ ଋଷିଙ୍କ ପ୍ରଶଂସକ ପାଲଟିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଟି୨୦ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ଦିନ ଧରି ଚିରାଚରିତ ଢଙ୍ଗରେ ଖେଳିପାରୁ ନ ଥିବା କୋହଲି ଏବେ ତାଙ୍କ ପୁରୁଣା ଲୟକୁ ଫେରିଛନ୍ତି । କୋହଲି କ୍ରିକେଟ ବ୍ୟତୀତ ସଙ୍ଗୀତକୁ ବହୁତ ଭଲ ପାଆନ୍ତି ।…

ବଡେ ମିଆଁ ଛୋଟେ ମିଆଁରେ ଜାହ୍ନବୀଙ୍କ ଏଂଟ୍ରି

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିଆଁ ଛୋଟେ ମିଆଁ ଫିଲ୍ମରେ ଜାହ୍ନବୀ କାପୁରଙ୍କ ଏଂଟ୍ରି ହୋଇଛି । ଅଲୀ ଅବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗର ଛୋଟେ ମିଆଁ ଭୂମିକା କରୁଛନ୍ତି । ଦର୍ଶକ ଟାଇଗର ଓ ଜାହ୍ନବୀଙ୍କୁ ପ୍ରଥମ ଥର ପାଇଁ ସ୍କ୍ରିନରେ ଦେଖିବାକୁ…

ଓସ୍କାର ଦୌଡରେ ଆରଆରଆର, ମେକର୍ସଙ୍କ ପକ୍ଷରୁ ୧୪ କାଟାଗୋରୀରେ ଆବେଦନ

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଫିଲ୍ମ ଆରଆରଆ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଥିଲା । ଏହା ଓସ୍କାର ଦୌଡରେ ସାମିଲ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଭାରତରୁ ଗୁଜରାଟୀ ଫିଲ୍ମ ଛେଲୋ ଶୋକୁ ଏଥିପାଇଁ ମନୋନୀତ କରାଯାଇଥିଲା । ଏବେ ଆରଆରଆର ମେକର୍ସଙ୍କ ପକ୍ଷରୁ ନିଜ ଆଡୁ ଓସ୍କାର ଦୌଡରେ ସାମିଲ…

କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା ସେନ

ମୁମ୍ବାଇ: ଦୀର୍ଘଦିନ ପରେ ବଡ଼ ପରଦାରେ ନଜର ଆସିବେ ଅଭିନେତ୍ରୀ ସୁସ୍ମିତା ସେନ। ସେ ପୁଣି କିନ୍ନର ଲୁକରେ। ଅଭିନେତ୍ରୀ ସୁସ୍ମିତା ସେନ୍ ଗୁରୁବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଆଗାମୀ ଚଳଚ୍ଚିତ୍ର 'ତାଲି'ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଚଳଚ୍ଚିତ୍ର 'ତାଲି' କିନ୍ନର ଗୌରୀ ସାୱନ୍ତଙ୍କ…