Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାସକ ଭିତରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ମାସକ ମଧ୍ୟରେ ଶାଶୂଘର ଛାଡ଼ି ବାହାରେ ଭଡ଼ା ଘରେ ରହିବେ ବର୍ଷା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ବେଳେ ବର୍ଷା ଶାଶୂଘର…

ଶାହାରୁଖଙ୍କ ଜୱାନ ପାଇଁ ବିଜୟ ସେତୁପତି ନେଇଛନ୍ତି ୨୧ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ଅଗାମୀ ଫିଲ୍ମ ଜୱାନ ନେଇ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ବିଜୟ ସେତୁପତି ୨୧କୋଟି ନେଇଛନ୍ତି । ଏହା ପୂର୍ବରୁ ସେ ଗୋଟିଏ ଫିଲ୍ମ ପାଇଁ ୧୫ କୋର୍ଟ ଚାର୍ଜ କରୁଥିଲେ । ଏଥିରେ…

୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ମନା କଲେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ପୁନର୍ବାର ଚର୍ଚ୍ଚାରେ । ଭୁଲ ଭୁଲେୟା-୨ର ସଫଳତା ପରେ କାର୍ତିକଙ୍କୁ ଏକ ବିଜ୍ଞାପନ ଭଲ ଅର୍ଥର ଅଫର ଆସିଥିଲା । ମାତ୍ର ସେ ଏହାକୁ ମନା କରିଦେଇଥିଲେ । କଣ ପାଇଁ ମନା କରିବା ନେଇ ଆଲୋଚନା ପରେ ଜଣାପଡିଥିଲା ଯେ, ଏକ ପାନ ମସଲା…

କାନାଡା ରାସ୍ତାର ନାମ ଏ ଆର ରହମାନ

ଭୁବନେଶ୍ୱର : ଏ ଆର ରହମାନଙ୍କୁ ସମ୍ମାନିତ କଲେ କାନାଡା ସରକାର । ସିଟି ଅଫ୍ ମାର୍ଖମ୍ କାନାଡା ପ୍ରଶାସନ ସଙ୍ଗୀତ ନିର୍ଦେଶକ ଏ ଆର ରହମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କାନାଡ଼ାର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୩ରେ ମାର୍ଖମ(କାନାଡା)ର…

ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ; ଜାଣନ୍ତୁ ବଲିଉଡ଼ କଳାକାରଙ୍କୁ କେଉଁ ପ୍ରଜାତି ପସନ୍ଦ

ଭୁବନେଶ୍ୱର: ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ । ବିଶ୍ୱରେ ଜୀବିତ ଥିବା ସମସ୍ତ ପ୍ରଜାତିର କୁକୁରଙ୍କ ବଂଶ ସଂରକ୍ଷଣ ପାଇଁ ଏହି ଦିବସ ପାଳିତ ହୋଇଥାଏ । ମିଶ୍ରିତ ଏବଂ ମୂଳ ପ୍ରଜାତିର କୁକୁର ମାନଙ୍କ ବିଷୟରେ ଅଧିକ ଗବେଷଣା, ଆଲୋଚନା ଏବଂ ସେମାନଙ୍କ ବଂଶ ବୃଦ୍ଧି ସକାଶେ ଏହି ଦିବସର ଉଦ୍ଦେଶ୍ୟ…

ନିରାଶ ହୋଇପଡ଼ିଛନ୍ତି ଅମିତାଭ ବଚ୍ଚନ; ବୁଷ୍ଟର ଡୋଜ ପରେ ବି କୋଭିଡ ଆକ୍ରାନ୍ତ!

ଭୁବନେଶ୍ୱର: ନିରାଶ ହୋଇପଡ଼ିଛନ୍ତି ବିଗ ବି ଅମିତାଭ ବଚ୍ଚନ! କିଛି କଥାକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ବି ଆଲୋଚନା କରୁଛନ୍ତି । ତେବେ ବିଗ-ବି ଙ୍କ ନିରାଶ ହେବାର କାରଣ ହେଉଛି- ତାଙ୍କର କୋଭିଡ ପଜିଟିଭ ରିପୋର୍ଟ । ହଁ, ବିଗ-ବି ଗତ ୨୩ ତାରିଖରେ କୋଭିଡ ପଜିଟିଭ…

ଆର ପାରିରେ ଖ୍ୟାତନାମା ଫିଲ୍ମମେକର ସାୱନ କୁମାର

ମୁମ୍ବାଇ: ଖ୍ୟାତନାମା ଫିଲ୍ମମେକର, ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ଲେଖକ ସାୱନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏବେ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ପୁନର୍ବାର ହାର୍ଟଆଟାକ ଆସିବାରୁ ତାଙ୍କୁ…

ଲାଲ ସିଂ ଚଢ଼ାର ନକାରାତ୍ମକ ପ୍ରଭାବ, ଘୁଂଚିଲା ଅମୀରଙ୍କ ଆଗାମୀ ଫିଲ୍ମ ମୋଗଲ

ମୁମ୍ବାଇ: ଅମୀର ଖାଁଙ୍କ ବେଳା ଭଲ ନାହିଁ । ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଏହାର ନକାରାତ୍ମକ ପ୍ରଭାବ ତାଙ୍କ କ୍ୟାରିୟର ଉପରେ ପଡିଛି । ସେ ଏହା ପରେ ଆଉ କିଛି ଦିନ ବ୍ରେକ ନେବେ ବୋଲି କହିଥିଲେ ମଧ୍ୟ ପ୍ରକୃତ କଥା ହେଲା ତାଙ୍କର ଆଗାମୀ ଫିଲ୍ମ ମୋଗଲକୁ ମେକର୍ସ ଅନିଶ୍ଚିତତା କାଳ ପାଇଁ ଘୁଂଚାଇ…

ଅଲଗା ହେଲେ କି ଶୁଭମନ-ସାରା ?

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବଂ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଆଲୋଚନା ଧରିଥିଲା । ଅବଶ୍ୟ ସାରା କିମ୍ବା ଶୁଭମନଙ୍କ ପକ୍ଷରୁ ଏ ନେଇ…

ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ପ୍ରକ୍ଷ୍ୟାଳୟରେ ମୁକ୍ତିଲାଭ କରିବାକୁ ଯାଉଛି  ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି  ।…