Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସୁଛି “ଆନିମଲ୍‌”, ଏକାଠି ଦେଖାଦେବେ ରଶ୍ମିକା ଓ ରଣବୀର କାପୁର

ମୁମ୍ବାଇ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା…

ହାପି ବାର୍ଥ ଡେ’ ଅଜୟ ଦେବଗନ୍

ମୁୁମ୍ବାଇ : ଆଜି ହେଉଛି ବଲିଉଡର ହ୍ୟାଣ୍ଡ ସମ୍ ଅଜୟ ଦେବଗନଙ୍କ ବାର୍ଥ ଡେ' । ଆଜିି ୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍ । ଏନେଇ ତାଙ୍କୁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ୨୨ ବର୍ଷ ବୟସରେ ଅଜୟ ଦେବଗନ ଅଭିନୟ ଦୁନିଆକୁ ଆସିଥିଲେ । ଅଜୟ ୨ ଏପ୍ରିଲ ୧୯୬୭ ମସିହାରେ…

ସୁରଟରେ ବ୍ୟବସାୟୀ ପ୍ରସ୍ତୁତ କଲେ ‘ଦ କାଶ୍ମୀର ଫାଇଲ୍ସ ଶାଢୀ’

ସୁରଟ : ବଲିଉଡ୍ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି  ତଥାପି ମୁଭିରେ କ୍ରେଜ ଯାଉନି ।ଏହି ଫିଲ୍ମକୁ ସବୁ ବର୍ଗର ଲୋକ ପସନ୍ଦ କରୁଛନ୍ତି । ହେଲେ ଏବେ ଚର୍ଚ୍ଚାରେ 'ଦ କାଶ୍ମୀର ଫାଇଲ୍ସ ପ୍ରିଣ୍ଟ…

ଯୌନ ଉତ୍ପୀଡନ ମାମଲା: ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ରୁଜୁ ହେଲା ଚାର୍ଜଶିଟ

ମୁମ୍ବାଇ:କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ଓ ଧମକ ମାମଲାରେ ଗୁରୁବାର ପୋଲିସ ଚାର୍ଜଶିଟ ଦାଖଲ କରିଛି । ଗଣେଷଙ୍କ ବିରୋଧରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ । ଓଶବିରା ପୋଲିସ ଅଧିକାରୀ ସନ୍ଦୀପ ଶିନ୍ଦେଙ୍କ ଅନୁସାରେ ଧାରା…

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦାମୀ ହିରୋଇନ ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାଁ

ମୁମ୍ବାଇ : ବଲିଉଡରେ ବେଶ୍ ଚର୍ଚ୍ଚା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଫ୍ୟାନ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ଆଲିଆ । ଫିଲ୍ମ ''ଗଙ୍ଗୁବାଇ କାଠିଆୱାଡି'' ପରେ ''ଆରଆରଆର'' ବି ହିଟ୍ । ଏବେ ବିଲିଉଡର ସବୁଠାରୁ ଦାମୀ ହିରୋଇନ ବନିଯାଇଛନ୍ତି…

ଭଁସାଲୀଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଁସାଲୀଙ୍କ ଏକ ସୋଲୋ ଫିଲ୍ମରେ ସେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ କରନ ଜୋହର ମଧ୍ୟ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।…

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ…

ସଲମାନଙ୍କ ମାନହାନି ଆବେଦନ ଖାରଜ

ମୁମ୍ବାଇ: ବିବାଦ ଏବଂ ସଲମାନ ଖାଁ ପରସ୍ପରଠାରୁ ଅଲଗା ରହିପାରନ୍ତି ନାହିଁ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଏହା ତାଙ୍କ ମାନହାନି କରୁଛି ବୋଲି କହି ସଲମାନ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରି…

କଙ୍ଗନାଙ୍କ ସହ ଫିଲ୍ମ ଖବରକୁ ଖଣ୍ଡନ କଲେ ବିବେକ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଅଦ୍ଭୁତପୂର୍ବ ସଫଳତା ପରେ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏହା ପରେ ସେ କଙ୍ଗନା ରାନାୱତଙ୍କୁ ନେଇ ସେ ଏକ ଫିଲ୍ମ ପାଇଁ ଯୋଜନା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ବିବେକ ଖଣ୍ଡନ…

ଜୋତା ପିନ୍ଧି ହନୁମାନ ଚାଳିଶାରେ ନାଚିଲେ ସୁଖୱିନ୍ଦର

ମୁମ୍ବାଇ: ବଲିଉଡରେ ପ୍ରତିଷ୍ଠିତ ଗାୟକ ସୁଖୱିନ୍ଦର ସିଂଙ୍କୁ ନେଇ ଆଜି ଏକ ବଡ ବିବାଦ ସୃଷ୍ଟି ହୋଇଛି । ଭେଲପୁର ସ୍ଥିତ ଚେତାସିଂ ଦୁର୍ଗରେ ସେ ତାଙ୍କର ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ହନୁମାନ ଚାଳିଶା ବାଜୁଥିବା ବେଳେ ସୁଖୱିନ୍ଦର ଓ ତାଙ୍କ ସାଥୀମାନେ ଏହାର ତାଳେ ତାଳେ ନାଚିଥିଲେ ।…