Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବ୍ରେକ ଅପ ଖବରକୁ ବିରାମ:୨୩ ଦିନ ପରେ ଏକତ୍ର ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: ମଲାଇକା ଆରୋରା ଓ ଅର୍ଜୁନ କାପୁରଙ୍କ ବ୍ରେକ ଅପ ଖବର ବେଶ ଚର୍ଚ୍ଚା ସାଉଁଟିଥିଲା । ତେବେ ୨୩ ଦିନ ପରେ ଏହି ବ୍ରେକ ଅପ ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଉଭୟଙ୍କୁ ଏକତ୍ର ଲଂଚ ଡେଟରେ ସ୍ପଟ କରାଯାଇଛି । ଅର୍ଜୁନ କରୋନା ସଂକ୍ରମିତ ହେବା ପରେ କ୍ୱାରେଂଟାଇନରେ ରହିଥିଲେ । ଏହା…

ଏବେ ବି ଆଇସିୟୁରେ ଲତା ମଙ୍ଗେଶକର

ମୁମ୍ବାଇ: ଜାନୁଆରୀ ୮ରେ, ବଲିଉଡ୍‌ର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିଲେ।ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ ଏବେ ବି ଆଇସିୟୁରେ ଅଛନ୍ତି ବୋଲି ତାଙ୍କ…

‘ବଚ୍ଚନ ପାଣ୍ଡେ’ ଶୁଟିଂ ସେଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଖିଲାଡି ଷ୍ଟାର

ମୁମ୍ବାଇ: ‘ବଚ୍ଚନ ପାଣ୍ଡେ’ର ଶୁଟିଂ ସେଟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କ୍ରିତି ସାନନ୍ । ଘଟଣାସ୍ଥଳରେ ଅଗ୍ନିକୁ ଆୟତ୍ତ କରାଯାଇଛି । ବଚ୍ଚନ ପାଣ୍ଡେ ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିଛି ପ୍ୟାଚ୍ କାମ ବାକି ଅଛି । ବାକି…

‘ବଚ୍ଚନ ପାଣ୍ଡେ’ର ସୁଟିଂ ସେଟ୍‌ରେ ନିଆଁ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନଙ୍କୁ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ସେଟରେ ନିଆଁ ଲାଗିଯାଇଛି। କିନ୍ତୁ ଆଶ୍ବସ୍ତିକର କଥା ହେଉଛି…

୧୫ ମିଲିୟନ୍‌ ଛୁଇଁଲା ଅଲୁ ଅର୍ଜୁନଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ସାଉଥ୍‌ ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଫିଲ୍ମ ପୁଷ୍ପାରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଜାନୁୟାରୀ ୧୪ରେ, ଅଲୁ ଅର୍ଜୁନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ୧୫ ନିୟୁତ…

ସିଦ୍ଧାର୍ଥଙ୍କ ବିରୋଧରେ ରୁଜୁ ହେଲା ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ବିବାଦୀୟ ଟ୍ୱିଟ ପାଇଁ ଫିଲ୍ମ 'ରଙ୍ଗ ଦେ ବସନ୍ତୀ' ଅଭିନେତା ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ସୋସିଆଲ…

ମଲାଇକା-ଅର୍ଜୁନଙ୍କ ୪ ବର୍ଷର ସମ୍ପର୍କ ଭାଙ୍ଗିଲା !

ମୁମ୍ବାଇ: ୪ ବର୍ଷ ପରେ ଅଭିନେତ୍ରୀ ମଲାଇକା ଆରୋରା ଓ ଅଭିନେତା ଅର୍ଜୁନ କାପୁରଙ୍କ ବ୍ରେକ ଅପ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏ ନେଇ ମଲାଇକା କିମ୍ବା ଅର୍ଜୁନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ । ଏହି ସମ୍ପର୍କ ଭାଙ୍ଗିବା ପରେ ମଲାଇକା ଭାଙ୍ଗି ପଡିଥିବା ନେଇ…

ସୁନିଲ୍‌ ଶେଟ୍ଟିଙ୍କ ଓଟିଟି ଡେବ୍ୟୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଅନେକ ବଡ ତାରକା ଏବେ ଓଟିଟିରେ ନଜର ଆସିଲେଣି। ତେବେ ବର୍ତ୍ତମାନ ସମୟରେ ସୁନିଲ୍‌ ଶେଟ୍ଟିଙ୍କ ଓଟିଟି ଡେବ୍ୟୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ନେଟଫ୍ଲିକ୍ସର ଶାନ୍‌ଦାର ୱେବ୍ ସିରିଜରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। କାହାଣୀଟି ମୁମ୍ବାଇର ଏକ ବଡ…

ଏକାଠି ସ୍କ୍ରିନ୍‌ ସେୟାର୍‌ କରିବେ ଭିକି ଓ କ୍ୟାଟ୍ରିନା; ଫର୍‌ହାନଙ୍କ ଫିଲ୍ମରେ ଭିକିଙ୍କୁ ଏଣ୍ଟ୍ରି!

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କୌଫଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ନିକଟରେ ବିବାହ କରିଥିବା ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମ ଏକାଠି କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ପ୍ରଥମ ଥର ପାଇଁ ପରଦାରେ ସେମାନଙ୍କ…

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ, ମୁଖାଗ୍ନି ଦେଲେ ପୁଅ ଅମ୍ଳାନ

କଟକ: ଅଫେରା ରାଇଜରେ ମିହିର ଦାସ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ଓଡ଼ିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ମିହିର ଦାସ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ପୁଅ…