Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।…

ମାର୍ଚ୍ଚ ୩୧ରେ ରିଲିଜ ହେବ ରିଷି କାପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନମକୀନ

ମୁମ୍ବାଇ: ମହାନ ଅଭିନେତା ରିଷି କାପୁରଙ୍କ ଅନ୍ତିମ ଫିଲ୍ମ ଶର୍ମାଜୀ ନମକୀନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ମାର୍ଚ୍ଚ ୩୧ରେ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫିଲ୍ମର ଶୁଟିଂ ଅଧା ହୋଇଥିବା ବେଳେ ରିଷିଙ୍କ ଏପ୍ରିଲ ୨୦୨୦ରେ ନିଧନ ହୋଇ…

[ଭିଡିଓ]ବାଦଶାହଙ୍କ ନୂଆ ସଙ୍ଗ୍ ”ତବାହୀ” ରିଲିଜ୍ , ତମନ୍ନାଙ୍କ ସହ ବାଦଶାହଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ : ବଲିଉଡ୍ ସିଙ୍ଗର ବାଦଶାହ ଲଗାତର ସୁପରହିଟ୍ ଗୀତ ଦେଇ ଆସୁଛନ୍ତି । ତାଙ୍କ ଗୀତ ବଲିଉଡରେ ଧୁମ୍ ମଚଉଛି । ଜୁଗ୍ନୁର ଜବରଦସ୍ତ ସଫଳତା ପରେ ଏବେ ବାଦଶାହଙ୍କ ମ୍ୟୁଜିକ୍ ଭିଡିଓ ''ତବାହୀ'' ରିଲିଜ୍ ହୋଇଛି ।ଏହି ଗୀତରେ ବାଦଶାହଙ୍କ ସହ ତମନ୍ନା ଭାଟିଆଙ୍କ ଜବରଦସ୍ତ କେମେଷ୍ଟ୍ରି…

ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ…

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର…

ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ହ୍ରିତିକ୍ , ଗର୍ଲଫ୍ରେଣ୍ଡ ସବାଙ୍କ ଗୀତ ଶୁଣି ହେଲେ ଫିଦା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରିତିକ ରୋଶନ ଏବେ ପର୍ସିନାଲ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ । ଶୁଣିବାକୁ ମିଳିଛି କୁଆଡେ ହ୍ରିତିକ୍ ଗାୟିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି ।ଉଭୟଙ୍କ ଫଟୋ ଏବେ ସୋସିଆଲ ମଡିଆେରେ ବେଶ୍ ଭାଇରାଲ ହେଉଛି । ସବା ଜଣେ ଫେମସ୍ ଗାୟିକା । ତାଙ୍କ ବଙ୍ଗାଳୀ ଗୀତ…

ଆଜି ଅନୁପମଙ୍କ ଜନ୍ମଦିନ, ୬୭ ବୟସରେ ଶରୀର ଦେଖି ପ୍ରଶଂସକ ଚକିତ

ମୁମ୍ବାଇ: ବଲିଉଡର ମହାନ କଳାକାର ଶ୍ରେଣୀରେ ସାମିଲ ଅନୁପମ ଖେରଙ୍କ ଆଜି(ମାର୍ଚ୍ଚ ୭) ଜନ୍ମ ଦିନ । ୬୭ ବର୍ଷରେ ଅନୁପମଙ୍କ ନୂତନ ଟ୍ରାନ୍ସଫରମେସନ ଦେଖି ପ୍ରଶଂସକମାନେ ଚକିତ ହୋଇ ଉଠିଛନ୍ତି । ସେ ତାଙ୍କର ଏହି ଫିଟ ବଡି ସୋସିଆଲ ସାଇଟରେ ଶେୟାର କରିବା ସହ ନିଜକୁ ନିଜେ ଜନ୍ମ ଦିବସର ଶୁଭେଚ୍ଛା…

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ…

“ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ଚଳଚିତ୍ରର ଶୁଭ ମହୁରତ

ମୟୁରଭଞ୍ଜ: ସିନେମା ଜଗତକୁ ଫିକା କରିଦେଇଛି କରନା । କଟକଣା ଉଠିଲା ପରେ ପୁଣି ଚଳଚିତ୍ର ଜଗତରେ ନୂଆ ଆଶା ବାନ୍ଧିଛନ୍ତି ପ୍ରଯୋଜକ, ନିର୍ଦେଶକ ଏବଂ କଳାକାର। କରୋନା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା ଓମ୍ ପ୍ରଡକ୍ସନର ଦୁଇଟି ଓଡ଼ିଆ ଚଳଚିତ୍ରର ଆଜି ବାରିପଦା ସ୍ଥିତି ହରିହର ମନ୍ଦିରରେ ଆଜି…

ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଅପକମିଂ ଫିଲ୍ମ ‘ପୋନ୍ନିୟିନ୍‌ ସେଲ୍‌ଭାନ ଆଇ’ର ଫାଷ୍ଟ ଲୁକ୍ ରିଲିଜ

ମୁମ୍ବାଇ : ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କ ଅପକମିଂ ଫିଲ୍ମ ''ପୋନ୍ନିୟିନ୍‌ ସେଲଭାନ୍ ଆଇ'' ର ଫାଷ୍ଟା ଲୁକ୍ ରିଲିଜ ହୋଇଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଯାଇଛି । ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି…