Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନୁସରତ-ନିଖିଳଙ୍କ ବିବାହ ଅବୈଧ: କୋଲକାତା କୋର୍ଟ

କୋଲକାତା: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ଓ ବ୍ୟବସାୟୀ ନିଖିଳ ଜୈନଙ୍କ ବିବାହକୁ ଆଜି କୋଲକାତା କୋର୍ଟ ଅବୈଧ ଘୋଷଣା କରିଛି । ନୁସରତ ଓ ନିଖିଳ ୨୦୧୯ରେ ତୁର୍କୀରେ ବିବାହ କରିଥିଲେ । ନିଖିଳ ଜୈନ ହିନ୍ଦୁ ଓ ନୁସରତ ମୁସଲମାନ ହୋଇଥିବା ବେଳେ ସେମାନେ କିନ୍ତୁ ବିବାହ ପଂଜିକରଣ କରି…

କମେଡିଆନ ବୀର ଦାସଙ୍କ ବଢ଼ୁଛି ଅଡୁଆ

ମୁମ୍ବାଇ: ବିଦେଶ ମାଟିରେ ଭାରତର ମାନ ତଳେ ପକାଇବା ନେଇ ଅଡୁଆରେ ପଡିଛନ୍ତି କମେଡିଆନ ବୀର ଦାସ । ଦିଲ୍ଲୀର ତିଳକମାର୍ଗରେ କେସ ରୁଜୁ ହେବା ପରେ ଏବେ ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲାଇଜ ତାଙ୍କ ସହ କୌଣସି ପ୍ରକାର କାମ ନ କରିବା ନେଇ ନିଷ୍ପତି ନେଇଛି । ଭେଟେରାନ ଅଭିନେତା…

କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ବୁଧବାର କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ଅଭିଯୋଗ ହେତୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପାଟୋଲ କହିଛନ୍ତି ଯେ ମୁମ୍ବାଇ କଂଗ୍ରେସ ତାଙ୍କ…

କରଣଙ୍କ ନୂଆ ଫିଲ୍ମର ନାୟକ ହେବେ ସିଦ୍ଧାର୍ଥ!

ନୂଆଦିଲ୍ଲୀ: ଧର୍ମା ପ୍ରଡକ୍ସନ୍ସ ତଥା କରଣ ଜୋହର ଆଉ ଏକ ନୂତନ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି। ଏଥର ସେମାନଙ୍କର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ। ଏଥିରେ ମଧ୍ୟ ସିଦ୍ଧାର୍ଥ ମଲହୋତ୍ରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। ଫିଲ୍ମର ଶୀର୍ଷକ ଏଯାଏ ଘୋଷଣା କରାଯାଇନାହିଁ। କରଣ…

ଫିଲ୍ମ ‘ଅନ୍ତିମ’ରେ ସଲ୍‌ମାନ ଅଭିନୟ କରନ୍ତୁ ବୋଲି ଚାହୁଁନଥିଲେ ଆୟୁଷ!

ନୂଆଦିଲ୍ଲୀ: 'ଅନ୍ତିମ ଦ ଫାଇନାଲ ଟ୍ରୁଥ୍‌' ସଲ୍‌ମାନ ଏବଂ ଆୟୁଷ ଶର୍ମାଙ୍କୁ ‌ଏକାଠି ଦେଖିବାକୁ ମିଳିଛି। କିନ୍ତୁ ଅନ୍ତିମରେ ସଲ୍‌ମାନ ଅଭିନୟ ନକରନ୍ତୁ ବୋଲି ଆୟୁଷ ଚାହୁଁଥିଲେ। ଆୟୁଷ ଏ କଥା ସ୍ୱୀକାର ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଯେ ସେ ଭୟ କରୁଥିଲେ ଯେ ସଲମାନଙ୍କ ସହ ଏକ ଫିଲ୍ମରେ…

ପୁନୀତ ରାଜକୁମାର ହେବେ ୧୦ମ କର୍ଣ୍ଣାଟକ ରତ୍ନ

ବାଙ୍ଗାଲୋର: କର୍ଣ୍ଣାଟକ ସରକାର ମଙ୍ଗଳବାର ପୁନୀତ ରାଜକୁମାରଙ୍କୁ ମରୋଣତର କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ସେ ୧୦ମ ନାଗରିକ ଭାବେ ଏହି ସମ୍ମାନର ଅଧିକାରୀ ହେବେ । ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ…

୭ ବର୍ଷ ପରେ ପୁଣି ଏକାଠି ହେବେ ଡିମ୍ପଲ୍ ଓ ନିର୍ଦ୍ଦେଶକ ହୋମି

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋମି ଅଦାଜାନିଆ ଏବଂ ଡିମ୍ପଲ୍ କପାଡିଆ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ଏକାଠି ନଜର ଆସିବେ। ଏଥର ଏହା ଏକ ଫିଲ୍ମ ନୁହେଁ, ବରଂ ଏକ ଡାର୍କ ୱେବ୍ ସିରିଜ୍। ହୋମି ଅଦାଜାନିଆର ୨୦୧୪ ରିଲିଜ୍ ହୋଇଥିବା ଫିଲ୍ମ 'ଫାଇଡିଙ୍ଗ୍‌ ଫ୍ୟାନ୍‌ର' ଡିମ୍ପଲ୍ କାପାଡିଆଙ୍କ…

୪ରେ ମୁକ୍ତିଲାଭ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୁମି ପେଡନେକର ପ୍ରଥମ ଥର ପାଇଁ ଏକାଠି 'ବଧାଇ ଦୋ' ନଜର ଆସିବେ। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୪, ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। 'ବଧାଇ ଦୋ' ହେଉଛି ଜାତୀୟ ପୁରସ୍କାର…

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ଶ୍ରୀଲଙ୍କା ବଦଳରେ ଦମନରେ ଶୁଟିଂ ହେବ ରାମସେତୁ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ରାମସେତୁ ଫିଲ୍ମର ଅଧିକାଂଶ ଦୃଶ୍ୟ ଶ୍ରୀଲଙ୍କାରେ ଶୁଟିଂ ହେବାକୁ ଥିଲା । ମାତ୍ର ସେଠାରେ କଡା କରୋନା ପ୍ରୋଟୋକଲ ଯୋଗୁ ରାମସେତୁ ଟିମ ଏହାର ଶୁଟିଂ ଦମନରେ କରିବା ପାଇଁ ଚୂଡାନ୍ତ କରିଛନ୍ତି । ରାମାୟଣରେ ମହାପ୍ରଭୁ ଶ୍ରୀରାମ ଦେବୀ ସୀତାଙ୍କ ରାବଣ କବଳରୁ…