Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଘୁଞ୍ଚିଲା ଗ୍ରାମୀ ଆୱାର୍ଡ ୨୦୨୨

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବଢିଚାଲିଛି କରୋନା। ଓମିକ୍ରନ୍ ଭାରିଆଣ୍ଟର ବିପଦକୁ ଦୃଷ୍ଟିରେ ରଖି ଗ୍ରାମୀ ଆୱାର୍ଡ ୨୦୨୨ କୁ ସ୍ଥଗିତ ରଖାଯାଇଛି। ପୁରସ୍କାର ସମାରୋହ ୩୧ ଜାନୁୟାରୀ ୨୦୨୨ରେ ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ କମ ଆରେନାରେ ଅନୁଷ୍ଠିତ ହେବାର ଥିଲା। ଯାହା ବର୍ତ୍ତମାନ…

ପୁଣି ସ୍ୱାମୀ ରାଜଙ୍କୁ ନେଇ ଟ୍ରୋଲ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉଭୟ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦମ୍ପତି ସାଇ ବାବାଙ୍କ…

ରାଜ କୁମାରଙ୍କ ନାଁରେ ୩ କୋଟି ଠକେଇ ଯୋଜନା; ଠକାମିରୁ ସତର୍କ ରହିବାକୁ ଚେତାବନୀ ଦେଲେ ରାଜ

ନୂଆଦିଲ୍ଲୀ: ଏକ ନକଲି ଇମେଲ ବିଷୟରେ ବଲିଉଡ ଅଭିନେତା ରାଜକୁମାର ରାଓ ଚେତାବନୀ ଦେଇଛନ୍ତି। ୩ କୋଟି ଟଙ୍କା ଆଦାୟ ପାଇଁ ଅଭିନେତାଙ୍କ ନାମ ବ୍ୟବହାର କରି ଏହି ମେଲ ପଠାଯାଇଛି। ଲୋକଙ୍କୁ ଏ ବିଷୟରେ ସଚେତନ କରାଇ ରାଜକୁମାର ସୋସିଆଲ୍‌ ମିଡିଆରେ ଏହି ମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଯାହା…

ଶାହାରୁଖଙ୍କ ଯୋଗୁ ବିଳମ୍ବ ହେଉଛି ଟାଇଗର ୩ର ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯୋଗୁ ସଲମାନ ଖାଁ ଅଭିନୀତ ଟାଇଗର ୩ର ରିଲିଜ ଡେଟରେ ବିଳମ୍ବ ଘଟୁଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଆକ୍ସନ ଥ୍ରୀଲର ପଠାନ ଫିଲ୍ମ ଶୁଟିଂ ସେଟରେ ଶାହାରୁଖ ଲମ୍ବା ବ୍ରେକ ପରେ ଯୋଗ ଦେଇଛନ୍ତି । ୟଶରାଜ ଷ୍ଟୁଡିଓରେ ପଠାନ ଫିଲ୍ମର ଅନେକ…

ମାର୍ଚ୍ଚରେ ବାହା ହେବେ ଫରହାନ୍‌ ଓ ଶିବାନୀ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା,ନିର୍ମାତା ତଥା ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦଣ୍ଡେକର ଲିଭ୍‌-ଇନ୍ ରିଲେସନସିପରେ ଅଛନ୍ତି। ତେବେ ଖବର ମୁତାବକ ଉଭୟ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।…

ଜଲ୍‌ସାରେ ପଶିଲା କରୋନା

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ ଜଲ୍‌ସାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୨ରେ ତାଙ୍କ ବାସଭବନରେ ଥିବା ୩୧ ଜଣ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେଥିରୁ ୩୦ ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବା ବେଳେ…

ସୋନୁ ନିଗମ କରୋନା ପଜିଟିଭ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୋନୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ମଧୁରିମା,…

ପ୍ରେମ ଚୋପ୍ରା ଆଉ ପତ୍ନୀଙ୍କୁ କରୋନା

ମୁମ୍ବାଇ:ବଲିଉଡରେ କରୋନାରେ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଖ୍ୟାତନାମା ଖଳନାୟକ ଅଭିନେତା ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ ଉମା ଚୋପ୍ରା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୨ଜଣଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୂର୍ବରୁ ଏକତା କାପୁର, ଜନ ଆବ୍ରାହାମ,…

ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ, ଶାହାରୁଖଙ୍କ କାମିଓ

ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ ଓ ଶାହାରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ପ୍ରଡ୍ୟୁସର କରନ ଜୋହର କହିଛନ୍ତି । ଏହାକୁ କେବଳ କାମିଓ କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ରଣବୀର କାପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆମେ ଏ ଭଳି ଏକ…

ଏକତା କପୁର କରୋନା ପଜିଟିଭ

ମୁମ୍ବାଇ: ଏକତା କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନେକ ବଲିଉଡ ଏବଂ ଟେଲିଭିଜନ ସେଲିବ୍ରିଟି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ କରିଛନ୍ତି। ସେ ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏକତା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବନ୍ଧୁ ଏବଂ ପରିବାରବର୍ଗଙ୍କୁ କରୋନା…