Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲାଇଭ ଶୋ’ରେ ଆସିଲେ ସମୟ ରାଇନା, କହିଲେ ‘ମୋର ସମୟ ଖରାପ ଚାଲିଛି’

ମୁମ୍ବାଇ: 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍' ଶୋ’ରେ ବିବାଦୀୟ ମନ୍ତବ୍ୟ ପାଇଁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସମୟ ରାଇନା । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ସେ ଏବେ ଭାରତ ଛାଡି କାନାଡାରେ ଅଛନ୍ତି । ଏହି ସମୟରେ ଏକ ଲାଇଭ ଶୋ' କରି ମାମଲା ଉପରେ ମୁହଁ ଖୋଲିଛନ୍ତି ସମୟ ରାଇନା । କାନାଡାର…

ହଲିଉଡରେ ସଲମାନଙ୍କ ଏଣ୍ଟ୍ରି, ଫାଷ୍ଟ ଲୁକ ଭାଇରାଲ୍

ମୁମ୍ବାଇ: ହଲିଉଡରେ ସଲମାନଙ୍କ ଏଣ୍ଟ୍ରି। ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ସାଉଦି ଆରବରେ ଏକ ହଲିଉଡ୍ ଫିଲ୍ମର ସୁଟିଂ କରୁଥିବା ଜଣାପଡିଛି। ଏହି ଫିଲ୍ମଟି ୨୦୨୧ ମସିହାରେ ଆସିଥିବା ଆର୍ଜେଣ୍ଟିନା ଫିଲ୍ମ ସେଭେନ୍ ଡଗ୍ସର ରିମେକ୍ ବୋଲି କୁହାଯାଉଛି। ଯେଉଁଥିରେ ଉଭୟ ଅଭିନେତା କ୍ୟାମିଓ କରୁଥିବାର…

ଇତିହାସ ରଚିଲା ଚୀନର ଆନିମେଟେଡ ଫିଲ୍ମ ନେ ଝା ୨

ନୂଆଦିଲ୍ଲୀ: ଚୀନର ଆନିମେଟେଡ ଫିଲ୍ମ ନେ ଝା ୨ ବିଶ୍ୱ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏହାର ବିଶ୍ୱର ସର୍ବାଧିକ ଆୟକାରୀ ଆନିମେଟେଡ ଫିଲ୍ମ ହୋଇଛି । ବୁଧବାର ଏହି ଫିଲ୍ମ ରିଲିଜ ହେବା ପରଠାରୁ ଏ ପର୍ଯ୍ୟନ୍ତ ୧୪ ହଜାର ୭୨୮ କୋଟି ଟଙ୍କା ଆୟ କରିସାରିଛି । ଏହା ମାତ୍ର ୨ ଦିନରେ ବିଶ୍ୱର ୮ମ…

କିଚେନକୁ ‘ବାଥରୁମ’ କହି ଟ୍ରୋଲ ହେଲେ କରନ ଜୋହର

ନୂଆଦିଲ୍ଲୀ: କିଚେନକୁ 'ବାଥରୁମ' କହି ଟ୍ରୋଲ ହେଲେ କରନ ଜୋହର। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, କରଣ ଜୋହର କୋରିଓଗ୍ରାଫର ଫରହା ଖାନଙ୍କୁ ନିଜର ଘରର ଟୁର କରାଇ ରୋଷେଇ ଘରକୁ ନେବା ସମୟରେ  ରୋଷେଇ ଘର ଏବଂ ବାଥରୁମ ମଧ୍ୟରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।…

‘ଛାବା’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି

ମୁମ୍ବାଇ: ଫେବୃଆରୀ ୧୪ରେ ମୁକ୍ତିଲାଭ ଲାଭ କରିଥିବା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'କୁ ଟ୍ୟାକ୍ସ ଫ୍ରି କରିବାକୁ ମଙ୍ଗଳବାର ଦିନ ଫେଡରେସନ ଅଫ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି…

‘ସନମ ତେରୀ କସମ ୨’ରେ ମାୱରା ନୁହେଁ, ଏହି ନାୟିକା କରିବେ ଏଣ୍ଟ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ଇତିମଧ୍ୟରେ,…

ଇଦରେ ଆସିବ ‘ସିକନ୍ଦର’… 

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ସିକନ୍ଦର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। 'ସିକନ୍ଦର' ମାଧ୍ୟମରେ ସଲମାନ ଖାନ ବଡ଼ ପରଦାକୁ ଫେରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ, ନିର୍ମାତାମାନେ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ସଲମାନ ଆଙ୍ଗ୍ରୀ…

ଚାଲିଥିଲା ଲାଇଭ୍ କନସର୍ଟ, ହଠାତ୍ ଭିଡିଓ କଲରେ କାହା ସହ କଥା ହେଲେ ଅରିଜିତ, ଦର୍ଶକ କଲେ ପ୍ରଶଂସା

ମୁମ୍ବାଇ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କୁ କିଏ ବା ନଜାଣେ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ…

୫ ଦିନରେ ୧୫୦ କୋଟି କ୍ଲବ୍ ରେ ଏଣ୍ଟ୍ରି କଲା ଫିଲ୍ମ ‘ଛାବା’

ମୁମ୍ବାଇ: ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ୍ସ ଡେ'ରେ ରିଲିଜ ହୋଇଥିବା ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା' ବର୍ତ୍ତମାନ ରିଲିଜ ଦିନ ଠାରୁ ବକ୍ସ ଅଫିସ୍ ରେ ଧମାକ କରୁଛି । ଲୋକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି…

ସୁପ୍ରିମକୋର୍ଟରୁ ଆଶ୍ବସ୍ତି; ଗିରଫ ହେବେ ନାହିଁ ଆହ୍ଲାବାଦିଆ

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ। ଏହାରି ଭିତରେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ବିଚାରପତି ସୂର‌୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ…