Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବ୍ରେଷ୍ଟ ପମ୍ପିଂ ବେଳେ ହାତରେ ଧରିଥିଲେ ସାମ୍ପେନ, ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ ମାଆ ହେବା ପରେ ପ୍ରଥମ ଥର ପାଇଁ ଏକ ବଡ ସମାରୋହରେ ନଜର ଆସିଛନ୍ତି। ତାଙ୍କୁ ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ନିଜର ଗ୍ଲାମରସ୍ ଅନ୍ଦାଜରେ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି…

ଫିଲ୍ମ ‘ଧୂରନ୍ଧର’ରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ: ଅଭିନେତା ରଣବୀର ସିଂହ ଅପକମିଂ ଫିଲ୍ମ ଧୂରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଫିଲ୍ମଟି ର' ଏଜେଣ୍ଟ ଉପରେ ଆଧାରିତ। ଏଥିରେ ଦର୍ଶକଙ୍କୁ ଆକ୍ସନ ଭରପୂର ମିଳିବ। ମୁମ୍ବାଇର ସୁଟିଂରେ ଅକ୍ଷୟ ଖାନ୍ନା ଏବଂ ରଣବୀରଙ୍କ ଆକ୍ସନ ସିନ୍…

ଛାବା ଫିଲ୍ମ ଦେଖିବା ପରେ ଚର୍ଚ୍ଚାରେ କ୍ରିକେଟର ଆକାଶ ଚୋପ୍ରାଙ୍କ ବୟାନ

ନୂଆଦିଲ୍ଲୀ: ଭିକ୍କି କୌଶଲଙ୍କ ଛାବା ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ସେ ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ଭୂମିକା ନିଖୂଣ ଭାବେ ଅଭିନୟ କରିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଏହି ଫିଲ୍ମ ଦେଖିବା ପରେ ବେଶ ପ୍ରଭାବିତ ହୋଇଛନ୍ତି ।…

ଔରଙ୍ଗଜେବ ଭୂମିକାରେ ମନ ମୋହିଲେ ଅକ୍ଷୟ: ଫ୍ୟାନ୍ସ କହିଲେ, ‘ଆକ୍ଟର ଇଜ୍ ବ୍ୟାକ୍’

ମୁମ୍ବାଇ: ବିକି କୌଶଲ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖନ୍ନାଙ୍କ ଅଭିନୀତ ସିନେମା ‘ଛାବା’, ଏବେ ବକ୍ସ ଅଫିସରେ ରାଜ୍ କରୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା, ସିନେମା ନିଖୁଣ ନୁହେଁ, ହେଲେ ଉପଭୋଗ୍ୟ । ଏଥିରେ ବିକି…

ଲମ୍ବା କେଶ କୁ ଲମ୍ବା ଦାଢ଼ି: ଅନନ୍ୟ ଲୁକରେ କାର୍ତ୍ତିକ, ରିଲିଜ ହେଲା ‘ଆଶିକି ୩’ର ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡର କ୍ୟୁଟ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍‌ ଆଜିକାଲି ତାଙ୍କ ଫିଲ୍ମ 'ଆଶିକି ୩' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ଏକ ରୋମାଣ୍ଟିକ ଲୁକରେ ନଜର ଆସିବେ। କାର୍ତ୍ତିକଙ୍କ ଏହି ଆଗାମୀ ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ । ଆଉ ଏହାରି ଭିତରେ…

ସାମ୍ନାକୁ ଆସିଲା ‘ଡାକୁ ମହାରାଜ’ ଓଟିଟି ରିଲିଜ୍ ଡେଟ୍, ହେଲେ ପୋଷ୍ଟରରେ ନାହାନ୍ତି ଉର୍ବଶୀ

ମୁମ୍ବାଇ: ସାମ୍ନାକୁ ଆସିଲା ତେଲୁଗୁ ସିନେମା ‘ଡାକୁ ମହାରାଜ’ର ଓଟିଟି ରିଲିଜ୍ ଡେଟ୍ । ସିନେମାଟି ଗତ ୧୨ ତାରିଖରେ ରିଲିଜ୍ ହେବା ପରେ ଆସନ୍ତା ୨୧ ଫେବୃଆରୀରେ ନେଟଫ୍ଲିକ୍ସରେ ଏହାର ଷ୍ଟ୍ରିମିଂ ଆରମ୍ଭ ହେବ । ନେଟଫ୍ଲିକ୍ସ ଓଟିଟି ରିଲିଜ୍ ତାରିଖ ଘୋଷଣା କରିବା ପାଇଁ ସିନେମାର ଏକ ପୋଷ୍ଟର…

‘ମୁଁ ଭୟଭୀତ, ହେଲେ ପଳାୟନ କରିବିନି’- ବିବାଦ ଭିତରେ ମନର କଥା କହିଲେ ରଣବୀର

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ । ମୁମ୍ବାଇ ପୋଲିସ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ତାଙ୍କୁ ଖୋଜିବାରେ ସଂଘର୍ଷ କରିବା ନ୍ୟୁଜ୍ ସାମ୍ନାକୁ ଆସିବା ପରେ ଏହା ଉପରେ ମୁହଁ ଖୋଲିଛନ୍ତି ରଣବୀର । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ'ରେ ତାଙ୍କର ମନ୍ତବ୍ୟକୁ ନେଇ ସୃଷ୍ଟି…

ଉନ୍ମୋଚିତ ହେଲା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ‘ବ୍ଲକବ୍ଲଷ୍ଟର ଟୁ ବାଲେଟ ବକ୍ସ’

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ଉନ୍ମୋଚିତ ହୋଇଛି । ଭୁବନେଶ୍ୱରର ଏକ ହୋଟେଲରେ ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ପୁସ୍ତକ ‘ବ୍ଲକବଷ୍ଟରରୁ ବାଲେଟ ବକ୍ସ’ ଉନ୍ମୋଚିତ ହୋଇଯାଇଛି । ଟାଇମପାସ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି…

ରିଲିଜ ହେବାର ପ୍ରଥମ ଦିନରେ ଛପରଫାଡ୍ ଇନକମ କଲା ‘ଛାବା’

ମୁମ୍ବାଇ: ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ 'ଛାଭା' ୧୪ ଫେବୃଆରୀରେ ସିନେମା ହଲରେ ରିଲିଜ ହୋଇସାରିଛି । ଫିଲ୍ମଟିର ରିଲିଜ୍ ପୂର୍ବରୁ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ନିର୍ମାତାଙ୍କଠାରୁ ଆରମ୍ଭ କରି ଷ୍ଟାର ପର୍ଯ୍ୟନ୍ତ, ସମସ୍ତଙ୍କର ଏହି ଫିଲ୍ମକୁ ନେଇ ବହୁତ ଆଶା…

ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ଅଡୁଆ ବଢିବାରେ ଲାଗିଛି । ରଣବୀର ଦେଇଥିବା ବିବାଦୀୟ ବୟାନ ସହିତ ଜଡିତ ସମସ୍ତ ମାମଲାର ମିଳିତ ଶୁଣାଣି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଅନୁସାରେ କରାଯିବ ।…