Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାହିଁକି ଅଚାନକ ରେସ୍ତୋରାଁର ପ୍ଲେଟ୍‌ ଭାଙ୍ଗିବାକୁ ଲାଗିଲେ ଅର୍ପିତା ଖାନ୍‌?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ବଲିଉଡ ଚଳଚ୍ଚିତ୍ରର ଲୋକପ୍ରିୟ ଚେହେରା ହୋଇ ନଥିଲେ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚା ପରିସରଭୁକ୍ତ ହୋଇଥାନ୍ତି। ଅର୍ପିତା ବଲିଉଡର ମୁଖ୍ୟ ଷ୍ଟ୍ରିମ୍ ଠାରୁ ଦୂରରେ ଥାଇପାରେ, କିନ୍ତୁ କ୍ୟାମେରାର ନଜର ସବୁବେଳେ ତାଙ୍କ ଉପରେ ନଜର…

ସାଥୀ କଳାକାରଙ୍କ ପ୍ରତି ବଲିଉଡ ଅଭିନେତାଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ:ବଲିଉଡ ରିଲ ଲାଇଫରେ ନିଜକୁ ଯେତିକି ସଂଗଠିତ ଭାବେ ଚିତ୍ରିତ କରିଥାନ୍ତି । ରିୟଲ ଲାଇଫରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଆସନ୍ତୁ ଜାଣିବା ବଲିଉଡ ଅଭିନେତାଙ୍କ କେତେକ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଯାହା କି ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଶାହାରୁଖ ମୋର ପାଦ ଚାଟେ:…

୧୨ ବର୍ଷ ଧରି ମେରୁଦଣ୍ଡ ଯନ୍ତ୍ରଣା ଭୋଗୁଥିବା ଯୁବକଙ୍କ ମୁହଁରେ ହସ ଫୁଟାଇଲେ ସୋନୁ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ତାରକା ସୋନୁ ସୁଦ ନିଜର ମହାନତାକୁ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି। ଗତ ୧୨ ବର୍ଷ ଧରି ନିଜ ଜୀବନ ପାଇଁ ସଂଗ୍ରାମ କରୁଥିବା ଛତିଶଗଡର ଅମନ ନୂତନ ଜୀବନ ପାଇଥିବାରୁ ସୋନୁ ସୁଦଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୁରୁତର ମେରୁଦଣ୍ଡ ଜନିତ ରୋଗ ହେତୁ ଅମନ ଗତ ୧୨ ବର୍ଷ ଧରି…

ପରଲୋକରେ ଅଭିନେତ୍ରୀ ଦିବ୍ୟା ଭଟନାଗର

ନୂଆଦିଲ୍ଲୀ: ସୋମବାର ସକାଳେ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ 'ୟେ ରିସ୍ତା କିୟା କେହଲତା ହ‌ୈରେ 'ଗୁଲାବୋ' ଭୂମିକାରେ ଅଭିନୟ…

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍…

ବିବାହ ପରେ ଆଦିତ୍ୟ କିଣିଲେ ସ୍ବପ୍ନର ଘର

ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ବିବାହ ପରେ ସେ ତାଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି । ଶ୍ବେତାଙ୍କୁ ବିବାହ କରିବା ପରେ ଆଦିତ୍ୟ ନିଜ ସ୍ବପ୍ନର ଘର କିଣିଛନ୍ତି । ୫ଟି ବେଡରୁମ୍ ଥିବା ଏହି ଆଲିଶାନ୍ ଫ୍ଲାଟକୁ ଆଦିତ୍ୟ କିଛି ଦିନ ମଧ୍ୟରେ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ତେଜୁଛି ବିବାଦ: ଫିଲ୍ମରେ ରାବଣଙ୍କ ସକରାତ୍ମକ ଭୂମିକାକୁ ବରଦାସ୍ତ କରାଯିବନି…

ନୂଆଦିଲ୍ଲୀ: ଫିଲ୍ମ 'ଆଦିପୁରୁଷ' ବିବାଦ ଘେରି ରହିଥିବା ଜଣାପଡିଛି। ମହାରାଷ୍ଟ୍ର ବିଜେପି ନେତା ରାମକଦମ କହିଛନ୍ତି ଯେ ଯଦି ଫିଲ୍ମ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିବାକୁ ଚେଷ୍ଟା କରେ ତେବେ ବିଜେପି ଏହାକୁ ବରଦାସ୍ତ କରିବ ନାହିଁ। ରାମକଦମ ତାଙ୍କ ବିବୃତ୍ତିରେ ଅଭିନେତା ସୈଫ ଅଲି ଖାନ ଏବଂ…

୨୭୫ ଦିନ ପରେ ଘରୁ ପାଦ କାଢିଲେ ଏହି ଅଭିନେତା

କେରଳ: ଲକ୍‌ଡାଉନ୍ ନିୟମ ଲାଗୁ ହେବାଠୁ ଏହି ଅଭିନେତା ଯେତେ ସମ୍ଭବ ଘରେ ରହିବାକୁ ଯୋଜନା କରିଥିଲେ । ସଫଳ ହୋଇଥିଲା ଯୋଜନା । ପାଖାପାଖି ୯ମାସ ତଥା ୨୭୫ ଦିନ ଘରେ ରହିବା ପରେ ଗତକାଲି ମଲୟାଲମ ଷ୍ଟାର୍ ମାମୁଟ୍ଟି ଘରୁ ପାଦ କାଢିଥିଲେ । ସଂଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ସେ ବାହାରେ ସୁଲୈମାନୀ…

ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ…

ଅଜୟଙ୍କ ପାଇଁ ରାତିସାରା ରାସ୍ତାକଡରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: କେବେ କେମିତ ବଲିଉଡ ସେଲିବ୍ରିଟିଙ୍କ ପୁରୁଣା ଘଟଣା ସାମ୍ନାକୁ ଆସିଥାଏ । ଏହି ସମସ୍ତ ଘଟଣା ଲୋକଙ୍କୁ ଉଭୟ ମାତ୍ରାରେ ମନୋରଂଜନର ଖୋରାକ ଯେଗାଇବା ସହ କିଛି ଶିକ୍ଷା ବି ଦେଇଥାଏ । ଏହି ଧାରାରେ ସାମିଲ ହୋଇଛି ଅଜୟ ଦେବଗନ ଓ ଅଭିଷେକ ବଚ୍ଚନଙ୍କ ଏକ ଅଭୁଲା ସ୍ମୃତି । ଦୁହେଁ ବେଶ ଭଲ…