Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିଗ୍‌ ବସ୍‌ ୧୪ରେ ସିଦ୍ଧାର୍ଥଙ୍କ ରି ଏଣ୍ଟ୍ରି; ହାଇ ଡିମାଣ୍ଡ ଚାର୍ଜ କଲେ ସିଦ୍ଧାର୍ଥ ଶୁକ୍ଲା; ସପ୍ତାହକୁ ନେବେ ୪୦…

ମୁମ୍ବାଇ: ସଲ୍‌ମାନ ଖାନ୍‌ ବିଗ୍‌ ବସ୍‌ରେ ପ୍ରତି ଏପିସୋଡ୍ ପିଛା ଯେତିକି ଫି ଚାର୍ଜ କରନ୍ତି ତାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଏଥର ବିଗ୍ ବସ୍ ସିଜିନ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଚାର୍ଜେସ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ମାତ୍ର କିଛି ଘଣ୍ଟା ପରେ…

ସୁଶାନ୍ତ ସିଂଙ୍କୁ କରାଯାଇ ନାହିଁ ହତ୍ୟା!

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ତିନି ମାସ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କୁ ହତ୍ୟା କରାଯାଇଥିବା ନା ସେ ଆତ୍ମହତ୍ୟା କରିଥିଲେ, ତାହା ଆଜି ବି ସସ୍‌ପେନ୍ସ ହୋଇ ରହିଛି । ଦେଶର ତିନୋଟି ବୃହତ…

ଆରପାରିରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ ହୋଇଛି। ଗତକାଲି ସମ୍ବଲପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ…

କାଷ୍ଟିଙ୍ଗ କାଉଚକୁ ଅସ୍ତ୍ର କରି ସଫଳତା ହାତେଇଛନ୍ତି ବଲିଉଡର ବହୁ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ଇଶା କପିକର, ଯିଏକି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ଆଗାମୀ ୱେବ୍ ସିରିଜରେ ନଜର ଆସିବେ। ବଲିଉଡର ହିରୋଇନ ମାନଙ୍କ ଉପରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଇଶା। ଅଭିନେତ୍ରୀ ଇଶା ଦେଇଥିବା ସୁଚନା ଅନୁସାରେ,, କାଷ୍ଟିଂ କାଉଚ୍ କୁ ଅସ୍ତ୍ର କରି ଅନେକ…

ବଲିଉଡ ତାରକାଙ୍କ ଏହି ଅଜବ ଅଭ୍ୟାସ; ଜାଣିଲେ ହୋଇଯିବେ ଚକିତ !

ଭୁବନେଶ୍ୱର: ନିଜ ପସନ୍ଦର ଷ୍ଟାରଙ୍କ ପାଇଁ ପ୍ରଶଂସକ ଏକ ପ୍ରକାର ପାଗଳ ପ୍ରାୟ। ନିଜ ପ୍ରିୟ ଅଭିନେତାଙ୍କୁ ଫଲୋ କରିବା ସହ ସେମାନଙ୍କ ଲାଇଫ ଷ୍ଟାଇଲ କୁ ଫଲୋ କରିବା ଏକ ପ୍ରକାରର ରୁଚି ହୋଇ ଗଲାଣି। ପରଦାରେ ପରଫେକ୍ଟ ଦେଖାଯାଉଥିବା ଏହି ରିଲ ଷ୍ଟାର ମାନେ ରିୟଲ ଲାଇଫ ରେ କେମିତି ଆସନ୍ତୁ…

ବଡ ପରଦାକୁ ଆସିବ ଶକ୍ତିମାନ !

ମୁମ୍ବାଇ: ଛୋଟପିଲାଙ୍କ ପ୍ରିୟ ସୁପରହୀରୋ ଶକ୍ତିମାନ ଏବେ ବଡ ପରଦାକୁ ଆସିବ । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ସିରିୟଲ ସାରା ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ମଧ୍ୟ ଏହାର ଚାହିଦା ଥିବା ପ୍ରଯୋଜକ ଏହାକୁ ଫିଲ୍ମ ରୂପ ଦେବାପାଇଁ ଯୋଜନା କରିଛନ୍ତି । ଆଭେଞ୍ଜର ସିରିଜ…

ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ୩୦୨ ଧାରା ଯୋଡିବ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ଆଇପିସି ଧାରା ୩୦୨ ଯୋଡିବା ପାଇଁ ବିଚାର କରୁଛି । ଏମ୍ସ ଟିମ୍ ସେମାନଙ୍କ ଯାଂଚ ରିପୋର୍ଟ ଦାଖଲ କରିବା ପରେ ଏହି କେସ୍ ଏବେ ଭିନ୍ନ ମୋଡ ନେଇଛି ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ସିଦ୍ଧାର୍ଥ ପିଠାନୀ ଓ ନୀରଜ ସରକାରୀ ସାକ୍ଷ୍ୟ ହେବାର…

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ। ଚହଲ ଓ ଧନଶ୍ରୀ ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍…

ଅନୁରାଗ କାଶ୍ୟପ ମାମଲା: ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଗୁରୁବାର ଦିନ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିନେତ୍ରୀଙ୍କୁ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ…

ଦୁର୍ଗାଙ୍କ ଅବତାରରେ ନଜର ଆସିଲେ ନୁସରତ୍ ଜାହାନ; ମିଳିଲା ହତ୍ୟା ଧମକ

କଲିକତା: ଅଭିନେତ୍ରୀ ରୁ ନେତ୍ରୀ ସାଜିଥିବା ନୁସରତ ଅଲ୍ଲୀ ଜାହାନଙ୍କୁ ହତ୍ୟା ଧମକ। ବର୍ତ୍ତମାନ ବଙ୍ଗଳା ଚଳଚ୍ଚିତ୍ର ପାଇଁ ଲଣ୍ଡନରେ ସୁଟିଂ କରୁଥିବା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ ଏଥିପାଇଁ ଅତିରିକ୍ତ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ନୁସରତଙ୍କ କହିବା ଅନୁଯାୟୀ, ସେ ଦେବୀ…