Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ: ବଲିଉଡର ଗ୍ଳାମରସ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣଭାରତର ଏହି ଲୋକପ୍ରିୟ ନାୟିକା ହାଇଦ୍ରାବାଦରେ ଏକ ୱେବ ସିରିଜ ଶୁଟିଂ ପରେ ଅସୁସ୍ଥ ଅନୁଭବ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୋଭିଡ ଟେଷ୍ଟ କରିଥିଲେ ଏବଂ ଏହା ପଜିଟିଭ ବାହାରିଥିଲା ।…

କିଭଳି ପତ୍ନୀ ସୋହା ଅଲ୍ଲୀ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତି କୁନାଲ୍

ମୁମ୍ବାଇ: ରବିବାର ଅର୍ଥାତ୍ ଆଜି ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ଏହି ଅବସରରେ ପତି କୁନାଲ୍‌ ସୋସିଆଲ୍‌ ମିଡିଆରେ ସୋହା ଏବଂ ତାଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’

ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍‌’ର ସିଜିନ୍‌-୧୪ ଆରମ୍ଭ ହୋଇଛି । ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରୁଛନ୍ତି । ହେଲେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବଏକଟ୍ ସଲମାନ୍ ଖାନ୍‌’ । ନିକଟରେ ବିଗବସ୍ ସେଟର ଏକ ଫଟୋ ସଲମାନ ଖାନ୍ ସୋସିଆଲ୍ ମିଡିଆରେ…

ସୁପର୍‌ହିରୋ ପାଇଁ ସଜବାଜ ହେଉଛନ୍ତି କାଟ୍ରିନା

ମୁମ୍ବାଇ:  କାଟ୍ରିନା କୈଫ୍ ତାଙ୍କ ଆଗାମୀ ମୁଭି ‘ସୁପର୍‌ହିରୋ’ର ସୁଟିଙ୍ଗ୍‌ ପାଇଁ ସଜବାଜ ହେଉଛନ୍ତି। ଏଥିପାଇଁ ସେ ବ୍ୟାୟାମ୍‌ କରି ନିଜ ଶରୀରକୁ ଫିଟ୍ ରଖୁଛନ୍ତି। ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଟିଂ ପାଇଁ ପୂରା ଟିମ୍‌…

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଅନୁଷ୍କା ଶର୍ମା; କହିଲେ ପୁଅଙ୍କୁ ଶିଖାନ୍ତୁ ନାରୀଙ୍କ ସମ୍ମାନ କରିବା

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ଦେଖାଦେଉଛି । ଏପରିକି ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ।…

ନିଜ ବୟସଠାରୁ କମ୍ ବର୍ଷର ଜୀବନସାଥୀ ବାଛିଥିବା ଅଭିନେତ୍ରୀ

ସୁସ୍ମିତା ଓ ରୋହମାନ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଏବଂ ରୋହମନ୍‌ଙ୍କ ପ୍ରେମ ସମ୍ପର୍କ କାହାଠାରୁ ଲୁଚି ନାହିଁ। ଏହି ଦୁଇ ଜଣଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି। କାରଣ ସୁସ୍ମିତା ରୋହମନ୍‌ଙ୍କ ଠାରୁ ବୟସରେ ବଡ଼। ରୋହମନ୍‌ ଜଣେ ମଡେଲ୍ ଏବଂ ସୁସ୍ମିତା…

ଏକାଠି ଆସୁଛନ୍ତି ସୁନିଲ ସେଟ୍ଟି ଓ କାଜଲ ଅଗ୍ରୱାଲ !

ତେଲେଙ୍ଗାନା: ପୋଲିସ ଅବତାରରେ ସୁନିଲ ସେଟ୍ଟି । ଭିଲେନ୍ ଅବତାରରେ ଟଲିଉଡ୍ ବ୍ୟୁଟି କାଜଲ ଅଗ୍ରୱାଲ । କେମିଷ୍ଟ୍ରୀ ଅଜବ ଥିଲେ ବି ଦୁହେଁ ପରସ୍ପରକୁ ଅନ୍‌ସ୍କ୍ରିନରେ କଡା ଟକ୍କର ଦେବେ । ଖୁବଶୀଘ୍ର ଏହି ଦୁଇ ଆକ୍ଟରଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ । ତେଲୁଗୁ ଫିଲ୍ମ ମୋସାଗାଲୁରେ…

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…

ଅକ୍ଟୋବର ୬ ଯାଏଁ ଜୁଡିସିଆଲ୍ କଷ୍ଟଡିରେ କ୍ଷିତିଜ ପ୍ରସାଦ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ସ୍ପେଶାଲ ନାରକୋଟିକ ଡ୍ରଗ୍ସ ଓ ସାଇକୋମେଟ୍ରିକ୍ ସବଷ୍ଟାନ୍ସ ଆକ୍ଟ କୋର୍ଟ ପକ୍ଷରୁ ଧର୍ମା ପ୍ରଡକ୍ସନର ପୂର୍ବତନ ଏକ୍ସୁକେଟିଭ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦଙ୍କୁ ଅକ୍ଟୋବର ୬ ଯାଏଁ ଜୁଡିସିଆଲ୍ କଷ୍ଟଡିରେ ପଠାଯାଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ…

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…