Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିଗ ବସ୍‌କୁ ଆସିବେ ବିବାଦୀୟ ରାଧେ ମାଆ !

ମୁମ୍ବାଇ: ବିଗ୍ ବସର ଆଗାମୀ ସଂସ୍କରଣରେ ବିବାଦୀୟ ରାଧେ ମାଆ ଅଂଶଗ୍ରହଣ କରିବା ନେଇ ଖବର ପ୍ରକାଶ ପାଇଛି । ବଲିଉଡ୍ ଆକ୍ଟର ସଲମାନ ଖାନଙ୍କ ଲୋକପ୍ରିୟ ଶୋ ବିଗ୍ ବସ୍ ସିଜନ-୧୪ର ରାଧେ ମା ଭାବେ ପ୍ରସିଦ୍ଧ ସୁଖବିନ୍ଦର କୌରଙ୍କୁ ଶୋ’ ପାଇଁ ଅନୁରୋଧ  କରାଯାଇଥିଲା । ହେଲେ ରାଧେ ମା’ ବା ତାଙ୍କ…

ରଣବୀର ସିଂ, ରଣବୀର କାପୁର, ଭିକ୍କିଙ୍କ ରକ୍ତ ନମୂନା ପରୀକ୍ଷା କରିବା ପାଇଁ କହିଲେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ବୁଧବାର ଚାଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଡ୍ରଗ୍ସ ସେବନକାରୀଙ୍କ ପାଇଁ ବଲିଉଡ ଭୂସ୍ୱର୍ଗ ପାଲଟିଛି । ଏପରି କି ସେ ରଣବୀର କାପୁର, ରଣବୀର ସିଂ ଓ ଭିକ୍କି କୌଶଲଙ୍କ ପରି ଅଭିନେତା ରକ୍ତ ନମୂନା ପରୀକ୍ଷା କରାଇବା ପାଇଁ ଆଗେଇ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ସିବିଆଇ ଆତ୍ମହତ୍ୟା ଦିଗରୁ ତଦନ୍ତ ଆଗକୁ ବଢାଇବ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଏପର‌୍ୟ୍ୟନ୍ତ କୌଣସି ପ୍ରମାଣ ପାଇନି । ତଦନ୍ତ ଏବେ ବି ଜାରି ରହିଛି ଓ ସିବିଆଇ ଆତ୍ମହତ୍ୟା କରିଥିବା ଦିଗରୁ ତଦନ୍ତ ଆଗକୁ ବଢାଇବ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା…

ବନାରସର ଡଙ୍ଗା ଚାଳକଙ୍କୁ ରାସନ ଯୋଗାଇବେ ସୋନୁ ସୁଦ

ମୁମ୍ବାଇ: ପୁଣି ସହଯୋଗର ହାତ ବଢ଼ାଇଲେ ବଲିଉଡର ରିଆଲ ହିରୋ ସୋନୁ ସୁଦ । ଏବେ ବନ୍ୟାରେ କ୍ଷତିଗ୍ରସ୍ତୁ ହୋଇଥିବା ଡଙ୍ଗା ଚାଳକ ଏବଂ ତାଙ୍କ ପରିବାରକୁ ସହାତୟା କରିବାକୁ ଆଗେଇ ଆସିଛନ୍ତି ସୋନୁ । ଉତ୍ତରପ୍ରଦେଶ ବନାରସର ୩୫୦ ଡଙ୍ଗା ଚାଳକ ଏବଂ ସେମାନଙ୍କ ପରିବାର ସୋନୁ ଖୁବଶୀଘ୍ର ରାସନ ସାମଗ୍ରୀ…

କସୌଟି ଜିନ୍ଦେଗୀ କି-୨ର ପ୍ରସାରଣ ବନ୍ଦ ହେବ!

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିୟଲ କସୌଟି ଜିନ୍ଦେଗି କି-୨ର ପ୍ରଶଂସକଙ୍କ ପାଇଁ ଖରାପ ଖବର । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ପ୍ରସାରଣ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ନଭେମ୍ବର ୨୦୨୦ ପରେ ଏହାର ପ୍ରସାରଣ ବନ୍ଦ କରିଦେବା ପାଇଁ ପ୍ରଯୋଜକ ଟିମ୍ ନିଷ୍ପତି…

ଭେଟେରାନ ଅଭିନେତା ଅଜିତ ଦାସ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଲିଉଡର ଭେଟେରାନ ଅଭିନେତା ଅଜିତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ଟେଷ୍ଟ କରିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ…

ଦିଶା ପଚାରିଲେ ‘ରଷୋଡେ ମେଁ କୌନ ଥା’, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସର୍ବଦା ନିଜର ବୋଲ୍ଡ ଲୁକ୍ ଏବଂ ଗ୍ଲାମରସ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏବେ ମଲଙ୍ଗ ଗାର୍ଲ ଦିଶା ପଟାନିଙ୍କ ଫନି ଅନ୍ଦାଜ ସାମ୍ନାକୁ ଆସିଛି । ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ।…

ବେୟର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଖତରନାକ ଏଡଭେଞ୍ଚର୍ସ; ଦେଖନ୍ତୁ ଭିଡିଓ

..ଭୁବନେଶ୍ୱର: ଦୁନିଆର ସବୁଠୁ ଲୋକପ୍ରିୟ ଶୋ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବାକୁ ଯାଉଛନ୍ତି । ସୋମବାର ଦିନ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ବେୟର ଗ୍ରୀଲ୍ସଙ୍କ ସହ ଖତରନାକ ଏଡଭେଞ୍ଚର୍ସ କରୁଥିବା ନଜର…

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ…