Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶିବସେନା ନେତା ସଞ୍ଜୟ ରାଉତଙ୍କୁ କୁଇନ କଙ୍ଗନାଙ୍କ ଓପନ ଚ୍ୟାଲେଞ୍ଜ, ‘କିସ କା ବାପ ମେ ହିମ୍ମତ ହେ ତୋ ରୋକଲେ’

ମୁମ୍ବାଇ: ମହାରାଷ୍ଟ୍ର ସରକାର ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ମୁହାଁମୂହିଁ ହୋଇଛନ୍ତି । ମୁମ୍ବାଇ ନ ଆସିବାକୁ ଶିବସେନା ନେତା ସଞ୍ଜୟ ରାଉତ କହିବା ପରେ ଆଜି କଙ୍ଗନା ତାର ଜବାବ ରଖିଛନ୍ତି । ସେ କହିଛନ୍ତି କିସ କେ ବାପ ମେ ହିମ୍ମତ ହେ ତୋ ରୋକଲେ । ଏପରିକି କେଉଁ ସମୟରେ ଫ୍ଲାଇଟ…

ପ୍ୟାଟିନଶନଙ୍କୁ କରୋନା, ବ୍ୟାଟମ୍ୟାନ ଫିଲ୍ମ ଶୁଟିଂ ଘୁଂଚିଲା

ନୂଆଦିଲ୍ଲୀ:ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନଶନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ପ୍ୟାଟିନଶନଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତମାନ ସେ କ୍ୱାରେଂଟାଇନରେ…

[ଭାଇରାଲ ଭିଡିଓ] କେମିତି ବାହାରୁଛି ଫଳରୁ ଶବ୍ଦ ?

ଭୁବନେଶ୍ୱର: କେବେ ଫଳରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବିଷୟରେ ଶୁଣିଛନ୍ତି କି ? ଆଉ ଯଦି ଶୁଣିଛନ୍ତି, କେବେ ସେଥିରେ ବଜାଇଛନ୍ତି କି ? ଆପଣଙ୍କ ଉତ୍ତର ଯଦି ନା, ତେବେ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ତରଭୁଜ ଓ କିୱି ଭଳି ଫଳରେ ଇଲୋକ୍ଟ୍ରୋନିକ୍ ସ୍ୱର ଉତ୍ପନ୍ନ କରି ଏହି ବ୍ୟକ୍ତି ଜଣକ…

ଧନଶ୍ରୀ ଓ କ୍ରିକେଟର୍ ଚହଲଙ୍କ “ରଷୋଡେ” ନିଶା !

ଦୁବାଇ: ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ । କ୍ରିକେଟ୍ ପଡିଆ ହେଉ କି ସୋସିଆଲ୍ ମିଡିଆ । ସବୁବେଳେ ନିଜ ଫଲୋଅର୍ସଙ୍କୁ ଏଣ୍ଟରଟେନ୍ କରିବାରେ ସେ ବେଶ ଆଗୁଆ । ଖାସ କରି ଲକ୍‌ଡାଉନ୍ ସମୟରେ ଏହି ଲେଗ୍ ସ୍ପିନର୍ ନିଜ ପରିବାର ଲୋକଙ୍କ ସହ ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଥିଲେ ।…

ସୁଶାନ୍ତ ସିଂ କେସ୍ : ସିବିଆଇ ସ୍କାନରରେ ବଂଟି !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ କେସରେ ଗୁରୁବାର ନୂତନ ମୋଡ ନେଇଛି । ଏବେ ସିବିଆଇ ସ୍କାନରରେ ବଂଟି ସାଜଦବା ନାମକ ବ୍ୟକ୍ତି ପଡିଛନ୍ତି । ସିବିଆଇ ବର୍ତମାନ ଏହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । କ୍ରିକେଟର ରୋହିତ ଶର୍ମା ଓ ସୋହେଲ ଖାଁଙ୍କ ସହ ତାଙ୍କ ସମ୍ପର୍କ ରହିଛି ।…

ନୂଆ ୱେବ୍ ସିରିଜ ‘ମିସେସ୍ ତାପସ’

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ପଦାର୍ପଣ କରିବାକୁ ଯାଉଛି ନୂଆ ୱେବ ସିରିଜ ‘ମିସେସ୍ ତାପସ’ । ଏଆର୍ ଫିଲ୍ମ ଷ୍ଟୁଡିଓ ନିବେଦିତ ଏହି ୱେବସିରିଜର ପ୍ରଯୋଜନା ଦାୟିତ୍ୱ ତୁଲାଉଛନ୍ତି ଅବିନାଶ ରାଉତ । ପୂର୍ବରୁ ଅବିନାଶ ବଲିଉଡରେ କେତେକ ଚଳଚ୍ଚିତ୍ର ଓ ୱେବସିରିଜରେ କାମ କରିଛନ୍ତି…

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ । ଫିଲ୍ମ…

ଇଣ୍ଡଷ୍ଟ୍ରୀ ଥଣ୍ଡା, ହେଲେ ସଲମାନଙ୍କ ପକେଟ୍ ଗରମ୍ !

ମୁମ୍ବାଇ: କରୋନା ପାଇଁ ଠପ୍ ପଡିଛି ବଲିଉଡ ତଥା ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ । ହେଲେ ସଲମାନ ଓରଫ ସଲ୍ଲୁମିଆଁଙ୍କ ଭାଉ କମିବାର ନାଁ ଧରୁନି । ଗତବର୍ଷ ବିଗ୍‌ବସ୍‌ର ପ୍ରତିଟି ଏପିସୋଡ୍ ପାଇଁ ସଲମାନ ୧୫.୫କୋଟି ଟଙ୍କା ନେଉଥିଲେ । ହେଲେ ଚଳିତବର୍ଷ ତାଙ୍କ ପାଉଣା ଆପଣଙ୍କ ହୋସ୍ ଉଡାଇଦେବ ।…

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା…

ସୋନମ କପୁରଙ୍କ ପାଇଁ ବେଡ୍‌ରୁମ୍‌ରେ ସ୍ୱାମୀଙ୍କ କଡା ନିୟମ, ଜାଣନ୍ତୁ କ’ଣ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସୋନମ କପୁର ନିଜ ଗ୍ଲାମରସ୍ ଲୁକ୍ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ବି ରହିଛି କିଛି କଡା ନିୟମ । ଆଉ ଏହି ନିୟମ ଲାଗୁ କରିଛନ୍ତି ଖୋଦ୍ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା । ଏକ ସାକ୍ଷତକାରରେ ସୋନମ…