Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ରାଜପୁଜ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢ଼ୁଛି ସସ୍‌ପେନ୍ସ । ଏହି ମାମଲାରେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପୁଣି ଥରେ ମାରାଥନ ଜେରା କରିଛି । ଦ୍ୱିତୀୟଥର ରିୟାଙ୍କୁ ଇଡି ପଚରାଉଚରା କରୁଛି । କେବଳ ରିୟା ତାଙ୍କ ବାପା ଓ ଭାଇଙ୍କୁ…

ବିଗ୍ ବସ୍ ୧୪ରେ ସଲମାନ୍ ଖାନ୍‌; ପ୍ରୋମୋ ଭିଡିଓ ରିଲିଜ

ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍‌’ର ନୂଆ ସିଜିନ୍ ଆସିବାକୁ ଯାଉଛି। ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରିବେ । ଏନେଇ ମେକର୍ସଙ୍କ ପକ୍ଷରୁ ଶୋ’ର ପ୍ରୋମୋ ଭିଡିଓ ରିଲିଜ କରାଯାଇଛି ।…

ରିୟାଙ୍କ ହ୍ୱାଟ୍ସଅପ୍ ମେସେଜ ଶେୟାରର ଜବାବ ଦେଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସନ୍ଦେହ ଘେରରେ ରହୁଛନ୍ତି । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା । ରିୟା ଶେୟାର କରିଥିବା ମେସେଜରେ ସୁଶାନ୍ତ ରିୟାଙ୍କ ପରିବାର ବର୍ଗଙ୍କ ପ୍ରଶଂସା କରିଥିବା ନଜର ଆସିଥିଲା ।…

ରିୟାଙ୍କ ହ୍ୱାର୍ଟ୍ସଅପ୍ ଚାର୍ଟ ଶେୟାରକୁ ନେଇ ଏମିତି କହିଲେ ଅଭିନେତ୍ରୀ କାମ୍ୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଗତକାଲି ନିଜର ଓ ସୁଶାନ୍ତଙ୍କ ହ୍ୱାଟ୍ସଅପ୍ ଚାର୍ଟର ସ୍କିନସର୍ଟକୁ ଶେୟାର କରିଥିଲେ । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା । ଯାହାକୁ ନେଇ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ମୁହଁ…

ସମ୍ପନ୍ନ ହେଲା ବାହୁବଳୀ ଫେମ ରାଣା ଦଗୁବତୀଙ୍କ ବିବାହ, ଫଟୋ ଭାଇରାଲ

ମୁମ୍ବାଇ: ଶେଷରେ ବହୁବଳୀର ଭଲ୍ଲାଲଦେବଙ୍କୁ ମଳିଗଲା ତାଙ୍କ ସ୍ୱପ୍ନର ଦେବସେନା । ହାତକୁ ଦି ହାତ ହେଲେ ଅଭିନେତା ରାଣା ଦଗୁବତୀ ଓ ମିହିକା ବଜାଜ । ଦୁଇଟି ରୀତିନୀତିରେ ସମ୍ପନ୍ନ ହୋଇଛି ତାଙ୍କ ବିବାହ । ଅଗଷ୍ଟ ୮ ତାରିଖରେ ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଗଷ୍ଟ ୮…

କାଲି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଘାଣ୍ଟିବ ଇଡି, ହାଜିରା ପାଇଁ ସମନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହରଡ଼ଘଣାରେ ପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଆର୍ଥିକ କାରବାରର ଖୋଳତାଡ ଚାଲିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଅଛନ୍ତି ରିୟା ଓ ତାଙ୍କ ଭାଇ । ଆସନ୍ତାକାଲି ପୁଣି ହାଜର ହେବାକୁ…

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ 'ପାଗଲ ହେ'ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

କରୋନାକୁ ମାତ୍ ଦେଲେ ଜୁନିଅର ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ଜୁନିଅର ବଚ୍ଚନ । କରୋନା ଭୂତାଣୁକୁ ମାତ୍ ଦେଇଛନ୍ତି ଅଭିଷେକ ବଚ୍ଚନ । ଆଜି ତାଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ଆଜି ଅପରାହ୍ଣରେ ସେ କରୋନା…