Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂ ରାଜପୁତ୍ କେସ୍ : ଆମେରିକାରେ ନ୍ୟାୟ ପାଇଁ ସ୍ୱର ଉଠିଲା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ଏବେ ବିଦେଶରେ ପଂହଚିଛି । ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଦାବୀ କରି ଆସୁଥିବା ପ୍ରଶଂସକଙ୍କୁ ଏବେ ବିଭିନ୍ନ ମହଲରେ ସମର୍ଥନ କରାଯାଉଛି । ଶନିବାର ଆମେରିକାର ବିଲବୋର୍ଡରେ ସୁଶାନ୍ତଙ୍କ ନ୍ୟାୟ ପାଇଁ ଫଟୋ ଲଗା ଯାଇଛି । ସୁଶାନ୍ତଙ୍କ ଭଉଣୀ…

କରୋନାରୁ ସୁସ୍ଥ ପରେ ଅମିତାଭ ବଚ୍ଚନଙ୍କ ପ୍ରଥମ ସେଲଫି, ଦେଖନ୍ତୁ

ମୁମ୍ବାଇ: କରୋନାକୁ ମାତ ଦେଇଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସୋସିଆଲ ମିଡିଆରେ ପ୍ରଥମ ସେଲଫି ପୋଷ୍ଟ କରିଛନ୍ତି ବିଗ ବି । କ୍ଲୋଜ୍ ଅପ୍ ଫଟୋ ଉଠାଇଛନ୍ତି ଅମିତାଭ । ଫଟୋ କ୍ୟାପସନରେ ବିଗ୍ ବି ଲେଖିଛନ୍ତି, ବହୁତ କମ୍ ଲୋକ…

ଶାହାରୁଖଙ୍କ ଆଗାମୀ ଫିଲ୍ମର ନାମ ପଠାନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମର ନାମ ହେବ ପଠାନ । ବଲିଉଡ ହଙ୍ଗାମା ରିପୋର୍ଟ ମୁତାବକ ୱାର ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଏହି ମେଗା ଆକ୍ସନ ଫିଲ୍ମରେ ଶାହାରୁଖ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ୟଶରାଜ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହେବ ।…

ରିୟାଙ୍କ କଲ ରେକର୍ଡରେ ମୁମ୍ବାଇ ପୋଲିସ ଅଫିସରଙ୍କ ନାମ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ରିୟା ଚକ୍ରବର୍ତିଙ୍କ ଅସୁବିଧା ବଢ଼ିବାରେ ଲାଗିଛି । କଲ ରେକର୍ଡରେ ରିୟା ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ଯୋଗାଯୋଗରେ ଥିବା ଜଣାପଡିଛି । ମହାରାଷ୍ଟ୍ର ପୋଲିସ ସୁଶାନ୍ତ କେସକୁ ଚାପିବାର ରହସ୍ୟ ଧିରେ ଧିରେ ଖୋଲିବାକୁ ଲାଗିଛି ।…

ଭାଇଙ୍କ ସହ ଇଡି ନିକଟରେ ହାଜର ହେଲେ ରିୟା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସ୍ୱୱିକ୍ ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି । ଯେଉଁଠାରେ ଘଟଣା ସମ୍ପର୍କରେ ତାଙ୍କର ବୟାନ ରେକର୍ଡ କରାଯିବ । ନିକଟ…

ଟ୍ରେଣ୍ଡରେ ରାଣା-ମିହିକାଙ୍କ ହଳଦୀ ସେରିମନି, ଫଟୋ ଭାଇରାଲ

ଭୁବନେଶ୍ୱର : ବାହୁବଲୀର ଭଲାଲ ଦେବଙ୍କର ଆଜି ହଲଦୀ ଶେଷ ହୋଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହଁ ଭଲାଲ ଦେବ ମାନେ ରାଣା ଦଗୁବତୀଙ୍କ ଆଜି ହଲଦୀ ହୋଇଥିବା ବେଳେ ବିବାହ ଆସନ୍ତାକାଲି ଅନୁଷ୍ଠିତ ହେବ । ମିହିକା ବଜାଜ୍ ବନିବେ ତାଙ୍କ ଦୁଲହନ । ଆଜି ଦୁହିଁଙ୍କ ହଲଦୀ ସେରିମନିର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ସୁରଜ ପାଞ୍ଚୋଲି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ଯୋଡି ହେଉଛି । ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ସହ ସୁରଜଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ଜୁନ୍ ୧୩ ତାରିଖରେ…

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତିରେ ଡ୍ୟୁଟିରେ ଥିବା…

ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ନୋଟିସ୍, ଅଗଷ୍ଟ ୭ରେ ହାଜିରା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢିଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ବିହାର ପୋଲିସ ସ୍କାନରରେ ରିୟା ଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପ୍ରିଭେନସନ୍…