Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଆ ହେବାକୁ ଯାଉଛନ୍ତି ଅନୁଷ୍କା: ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ

ମୁମ୍ବାଇ: ଷ୍ଟାର ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଏହି ଯୋଡ଼ି ସର୍ବଦା ନିଜର ରିଲେସନସିପ୍‌ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ଉଭୟ ବିରାଟ ଓ ଅନୁଷ୍କା ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି । ତେବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି…

କାହିଁକି ଆତ୍ମହତ୍ୟା କଲେ ଟିକଟକ୍ ଷ୍ଟାର ସିୟା କକ୍କର ?

ନୂଆଦିଲ୍ଲୀ : ଟିକ୍ ଟକ୍ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । । ମାତ୍ର ୧୬ ବର୍ଷ ବୟସରେ ସିୟା କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିପାରିନାହିଁ । ଏହି ଖବର ପ୍ରସାରିତ ହେବା ପରେ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ…

ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ଦିଲ ବେଚାରା ୨୪ ଜୁଲାଇରେ ରିଲିଜ ହେବ

ମୁମ୍ବାଇ: ୧୪ ଜୁନରୁ ଦୁନିଆରୁ ବିଦାୟ ନେଇଯାଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମର ରିଲିଜ ତାରିଖ ଘୋଷଣା ହୋଇଛି । ଓଟିଟି ପ୍ଲାଟଫମ ଡିଜନୀ ପ୍ଲସ ହଟଷ୍ଟାରରେ ଏହା ୨୪ ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ରିଲିଜ ଡେଟ ସହ…

ସୋନମ, ସୋନାକ୍ଷୀ, ସାରାଅଲୀଙ୍କ ଫଟୋ ଶେୟାର କରି କରନ ଜୋହରଙ୍କୁ ପୁଣି ଉପହାସ କଲେ କଙ୍ଗନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ବଲିଉଡ କୁଇନ କଙ୍ଗନା ରାନାୱତ ପୁନର୍ବାର କରନ ଜୋହରଙ୍କୁ ଟାର୍ଗେଟ କରିଛି । ସେ ଉପହାସ କରି କହିଛନ୍ତି ଷ୍ଟାର କିଡ୍ସଙ୍କ କିଛି ପୁରୁଣା ଫଟୋ ଶେୟାର କରୁଛି । ବଲିଉଡ ମାଫିଆ କରନ ନିଶ୍ଚିତ ଏହି ଫଟୋ ଦେଖିଥିବେ । ଷ୍ଟାର କିଡ୍ସ ପ୍ରକୃତରେ…

୪୬ ବର୍ଷରେ କରିସ୍ମା କାପୁର, ସୋସିଆଲ ମିଡିଆରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ କରିସ୍ମା କାପୁରଙ୍କର ଆଜି ୪୬ତମ ଜନ୍ମଦିନ । ସାରା ଦେଶରେ ଏବେ ଲକ୍ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କରିସ୍ମା ଓରଫ ଲୋଲୋ ଚଳିତବର୍ଷ ଜନ୍ମଦିନ ଘରେ ପାଳନ କରୁଛନ୍ତି । କିନ୍ତୁ ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି…

ନେଟଫ୍ଲିକ୍ସରେ ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ବୁଲବୁଲ: ଟ୍ୱିଟ କରି ପ୍ରଶଂସା କଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାତା ଅନୁଷ୍କା ଶର୍ମାଙ୍କ ହରର୍ ଫ୍ଲିକ୍ ‘ବୁଲବୁଲ’ ବର୍ତ୍ତମାନ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି।ବ୍ୟାକଗ୍ରାଉଣ୍ଡରେ ନାଲି ରଙ୍ଗ ଆକାଶ…

ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ ଫାଶୀ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ

ମୁମ୍ବାଇ: ବଲିଉଡର ଆଗଧାଡ଼ିର କୋରିଓଗ୍ରାଫର ସରୋଜ ଖାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଶନିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ପୁଅ ରାଜୁ ଖାନଙ୍କ ସହ ଚଳଚ୍ଚିତ୍ର ନିର୍ମାତା କୁନାଲ କୋହଲି କଥା ହେବା ପରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ…

ବହୁତ କଷ୍ଟରେ ମାସ୍କର ହିନ୍ଦୀ ଅର୍ଥ ଖୋଜିପାଇଲେ ଅମିତାଭ, ଆସନ୍ତୁ ଜାଣିବା ଏହାର ଅର୍ଥ

ମୁମ୍ବାଇ: କରୋନା ଭାଇରସ ପରେ ମାସ୍କର ଚାହିଦା ବଢ଼ିଯାଇଛି । ସବୁ ସ୍ଥାନରେ ଏବେ ଏହି ଶବ୍ଦ ଏବେ ବ୍ୟବହାର ହେଉଛି । ବଲିଉଡର ସବୁଠାରୁ ଲୋକପ୍ରିୟ ତାରକା ଅମିତାଭ ବଚ୍ଚନ ଏହାର ହିନ୍ଦୀ ଅର୍ଥ ଜାଣିବା ପାଇଁ ଉଦ୍ୟମ କରିଥିଲେ । ବୁଧବାର ସେ ଏହାର ଅର୍ଥ ପାଇବା ପରେ ଖୁସିରେ ସୋସିଆଲ ସାଇଟରେ ନିଜ…

ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’

ଭୁବନେଶ୍ୱର : ରଥ ଯାତ୍ରା ଅବସରରେ ଆଓ ଟିଭି ପକ୍ଷରୁ ଓଟିଟି ପ୍ଲାଟଫର୍ମକୁ ଆସିଛି ଐତିହାସିକ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ ’ । ଚଳଚ୍ଚିତ୍ରର ନାୟକ ତଥା ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ବଟନ ଦବାଇ ଚଳଚ୍ଚିତ୍ରର ଡିଜିଟାଲ ଷ୍ଟ୍ରିମିଂ ବା ପ୍ରଦର୍ଶନର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ…