Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମ୍ୟୁଜିକ୍ ମାଫିଆ ମୁଦ୍ଦା: ସୋନୁଙ୍କ ସପକ୍ଷରେ ମୁହଁ ଖୋଲିଲେ ଅଦନାନ ସାମି

ମୁମ୍ବାଇ : ଗାୟକ ସୋନୁ ନିଗମ ଇଣ୍ଡଷ୍ଟ୍ରିର ମ୍ୟୁଜିକ୍ ମାଫିଆ ମୁଦ୍ଦା ଉଠାଇ ବଲିଉଡରେ ହଲଚଲ ସୃଷ୍ଟି କରିଛନ୍ତି । ସୋନୁ ନିଗମଙ୍କ ବୟାନ ପରେ ଆଦନାନ୍ ସାମି  ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏହାକୁ ଗମ୍ଭୀରତାର ସହ…

ଆରମ୍ଭ ହେଲା ରାଣା ଦଗୁବତି ଓ ମିହିକା ବଜାଜଙ୍କ ‘ପ୍ରି ୱେଡିଙ୍ଗ ସେଲିବ୍ରେସନ’

ମୁମ୍ବାଇ: ସାଉଥ ଷ୍ଟାର ରାଣା ଦଗୁବତି ତାଙ୍କ ପ୍ରେମିକା ମିହିକା ବାଜାଜଙ୍କ ସହ ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଆରମ୍ଭ ହୋଇଯାଇଛି ଏହି କପୁଲଙ୍କ ପ୍ରି ୱେଡିଙ୍ଗ ସେଲିବ୍ରେସନ। ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ସହ ଏହି ଶୁଭ…

ଆସନ୍ତୁ ଜାଣିବା ସୁଶାନ୍ତଙ୍କ ହାରିବା ପଛର ଏ ଟୁ ଜେଡ କାରଣ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ । ଏହାର ବିଭିନ୍ନ କାରଣ ସମ୍ମୁଖକୁ ଆସୁଛି । ତେବେ ଆସନ୍ତୁ ଜାଣିବା ଏହାର ଆନୁମାନିକ ଏ ଟୁ ଜେଡ କାରଣ ।  ୟଶରାଜ ପ୍ରଡକ୍ସନ: ୟଶରାଜ ଫିଲ୍ମ ଶୁଦ୍ଧ ଦେଶୀ ରୋମନ୍ସ,ବୈମ୍ୟକେଶ ବକ୍ସି ଓ ଶେଖର କାପୁରଙ୍କ ପାନୀ ଫିଲ୍ମ ପାଇଁ ସୁଶାନ୍ତଙ୍କୁ…

ସୁଶାନ୍ତ ରାଜପୁତ କେସ୍‌: ଭୂଷଣଙ୍କ ଉପରେ ରାଗିଲେ ସୋନୁ ନିଗମ, ତୁନେ ଗଲତ ଆଦମୀ ସେ ପଙ୍ଗା ଲେ ଲିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର କଥା ପଦାରେ ପଡିବାରେ ଲାଗିଛି । ଗାୟକ ସୋନୁ ନିଗମ ମଧ୍ୟ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ନେଇ କହିଥିଲେ । ସୋମବାର ସୋନୁ କହିଥିଲେ ଏଥର ଟିସିରିଜ ଆଉ ଭୂଷଣ କୁମାର ବିଷୟରେ ଲୋକେ ଜାଣିବା କଥା । ମୁଁ ଚୁପ୍ ଥିଲି ଆଉ…

ରାକ୍ଷୀ ସାୱନ୍ତ କହିଲେ, ମୋ ଗର୍ଭରେ ସୁଶାନ୍ତଙ୍କ ପୁର୍ନଜନ୍ମ ହେବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୋ ସ୍ୱପ୍ନରେ ଆସିଥିଲେ । ସେ ମୋ ଗର୍ଭରେ ପୁର୍ନଜନ୍ମ ନେବେ ବୋଲି ରାକ୍ଷୀ ସାୱନ୍ତ କହିଛନ୍ତି । ସେ ସୋସିଆଲ ସାଇଟରେ ଏକ ଭିଡିଓ ମେସେଜ ମାଧ୍ୟରେ ଏହା କହିଛନ୍ତି । ତାଙ୍କ କହିବା ଅନୁସାରେ.. ରାତିରେ ମୁଁ ଶୋଇଥିଲି । ହଠାତ ଲାଗିଲା ମୋ ପାଖରେ କିଏ ଜଣେ ଛିଡା…

‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଏନେଇ ସେ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତେବେ ସେ ଟ୍ୱିଟର ଆକାଉଂଟକୁ ଟିକେ ନିଆରା ଅନ୍ଦାଜରେ ଡିଆକ୍ଟିଭେଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ‘ଆଗ୍ ଲଗେ…

ସୁଶାନ୍ତ କେସ୍ : ସଲମାନଙ୍କୁ ପୁନର୍ବାର ଟାର୍ଗେଟ କଲେ ଦବଙ୍ଗ ନିର୍ଦ୍ଦେଶକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅନେକଙ୍କୁ ମୁହଁ ଖୋଲିବାରେ ସାହାସ ଯୋଗାଇଛି । ଶନିବାର ଦବଙ୍ଗ ନିର୍ଦ୍ଦେଶକ ଅଭିନବ କଶ୍ୟପ ପୁନର୍ବାର ସଲମାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି । ସଲମାନଙ୍କ ବିଇଙ୍ଗ ହ୍ୟୁମାନ ସଂସ୍ଥା ମନି ଲଣ୍ଡରିଂ ହବ୍ ବୋଲି ସେ ଆକ୍ଷେପ କରିଛନ୍ତି । ସଲମାନ ଏବଂ…

ସୁଶାନ୍ତଙ୍କ ପାରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର, କ୍ରିକେଟରଙ୍କ ସମେତ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ…

ସୁଶାନ୍ତଙ୍କ ମୃତ୍ୟୁ: ଶୋକାତୁରା ଯୁବତୀ ହାରିଲେ ଜୀବନ !

ବିଶାଖାପାଟଣା: ବଲିଉଡର ଶାନ୍ତଶିଷ୍ଟ ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନଙ୍କୁ ବ୍ୟଥିତ କରିଦେଇଛି । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର ଅନେକ ସ୍ଥାନରେ ତାଙ୍କର ଫ୍ୟାନ୍ ଶୋକରେ ଜୀବନ ହାରିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ…

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ କ୍ୟାନ୍ସର । ଆଲବମ୍ ହିରୋଇନ୍ ଦୀପା ସାହୁ ଜରାୟୁ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଜଣାପଡିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ…