Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ରାଣୀ କଙ୍ଗନା ମୁହଁ ଖୋଲିଲେ: ସୁଶାନ୍ତଙ୍କୁ ହତ୍ୟା କରାଯାଇଛି !

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ପୁନର୍ବାର ମୁହଁ ଖୋଲିଛନ୍ତି । ସେ ଏ ନେଇ ସୋସିଆଲ ସାଇଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବା ଆରମ୍ଭ ହୋଇଛି । ଉକ୍ତ ଭିଡିଓରେ କେତେକ ନିର୍ଦ୍ଦିଷ୍ଟ ମିଡିଆ କିପରି ସୁଶାନ୍ତଙ୍କ…

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରେହାଙ୍କୁ ପୋଲିସର ୯ ଘଂଟା ଧରି ଜେରା, ମିଳିଲା ବହୁ ତଥ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍‌ ତଦନ୍ତ ଜୋର୍‌ ଧରିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିବାର ଜାଣିବାକୁ ମିଳିଛି। ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରେହା…

ସୋନୁ ନିଗମଙ୍କ ଚାଂଚଲ୍ୟକର ବୟାନ: ୨ଟି ମାଫିଆଙ୍କ ହାତ ମୁଠାରେ ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ପରୋକ୍ଷରେ ସାହସ ଯୋଗାଇଛି । ଧିରେ ଧିରେ ଜଣଙ୍କ ପରେ ଜଣେ ସେମାନଙ୍କ ଉପରେ ହୋଇଥିବା ମାନସିକ ଅତ୍ୟାଚାରର ଗୁମର ଖୋଲୁଛନ୍ତି । ଲୋକପ୍ରିୟ ଗାୟକ ସୋନୁ ନିଗମ ଶୁକ୍ରବାର କହିଛନ୍ତି ୨ଟି ମାଫିଆ ଗ୍ରୁପ…

ରଜନୀକାନ୍ତଙ୍କୁ ବୋମା ମାଡ଼ ଧମକ; ତାପରେ କଣ ହେଲା ଜାଣନ୍ତୁ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଛି ବୋମା ମାଡ଼ ଧମକ। ରଜନୀଙ୍କ ଖବର ପାଇ ଚେନ୍ନାଇ ପୋଲିସ, ବମ୍ ଅନୁସନ୍ଧାନକାରୀ ଏବଂ ଡିସପୋଜାଲ୍ ଦଳ ଏହି ଅଭିନେତାଙ୍କ ଘରେ ପହଞ୍ଚିଥିଲେ। ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଏକ ଅଜଣା ନମ୍ବର କଲ ଆସି ରଜନୀକାନ୍ତଙ୍କ ବାସଭବନରେ…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କଣ୍ଟ୍ରାକ୍ଟ କପି ଦାଖଲ କରିବାକୁ ୟଶରାଜ ଫିଲ୍ମସକୁ ମୁମ୍ବାଇ ପୋଲିସର ନିର୍ଦ୍ଦେଶ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ବୟାନ ରେକର୍ଡ କରିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ସହ ସ୍ୱାକ୍ଷରିତ କରିଥିବା ଚୁକ୍ତିନାମା କପି ଦାଖଲ କରିବାକୁ ପାଇଁ ୟଶ ରାଜ ଫିଲ୍ମସ କୁ ନିର୍ଦ୍ଦେଶ ଦେଇଛି। ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ ଏବଂ…

‘ଧୁମ୍ ୪’ରେ ଖିଲାଡ଼ି ଅକ୍ଷୟ

ମୁମ୍ବାଇ: ଜନ୍ ଅବ୍ରହାମ, ହ୍ରିତିକ ରୋଶନ ଏବଂ ଅମୀର ଖାନଙ୍କ ପରେ ଧୁମ ୪ରେ ନେଗେଟିଭ ରୋଲ୍ ପାଇଁ ନିର୍ମାତା ଅକ୍ଷୟ କୁମାରଙ୍କୁ ଚୂଡାନ୍ତ କରିଛନ୍ତି। ୟଶ ରାଜ ଫିଲ୍ମସ ଗୁରୁବାର ଦିନ ଟ୍ବିଟ କରିଛନ୍ତି। ଏହି ଫିଲ୍ମ ୨୦୨୨ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ବେଳେ ଏଥିରେ…

ସହିଦ ଯବାନଙ୍କ ପାଇଁ ଶ୍ଲୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ସହିଦ ଯବନାଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସଂସ୍କୃତରେ ଶ୍ଲୋକ ଲେଖି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ସେ ସହିଦଙ୍କ ପରିବାର ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।…

‘ସୁଇସାଇଡ ଅର ମର୍ଡର’ ସୁଶାନ୍ତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବିଜୟ ଶେଖର ଗୁପ୍ତା

ମୁମ୍ବାଇ: ସୁଶାନ୍ତ ଶେଖର ରାଜପୁୂତଙ୍କ ଆତ୍ମହତ୍ୟା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଚେହେରାକୁ ପଦାରେ ପକାଇ ଦେଇଛି । ସୁଶାନ୍ତଙ୍କ ମୃତ୍ୟୁରେ ବିଜୟ ଶେଖର ଗୁପ୍ତା ଭାଙ୍ଗି ପଡିଛନ୍ତି । ସେ ସୁଶାନ୍ତଙ୍କ ଜୀବନ ଉପରେ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ରଖାଯାଇଛି…

ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ । ତାଙ୍କ ବାପା କେ କେ ସିଂହ, ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ସମେତ ପରିବାରର ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି । ଏହା ପରେ ଅନ୍ୟ କାର୍ଯ୍ୟଗୁଡିକ ତାଙ୍କର ପାଟନା…

ସୁଶାନ୍ତଙ୍କୁ ଖୋଜୁଛି ‘ଫଜ୍‌’: ରୁମ୍ ବାହାରେ ଅପେକ୍ଷା କରିଛି ପୋଷା କୁକୁର

ମୁମ୍ବାଇ: ସୁଶାନ୍ତଙ୍କୁ ଖୋଜୁଛି ଫଜ୍ । ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ଅଭିନେତା ସୁଶନ୍ତ ସିଂହ ରାଜପୁଜଙ୍କ ପୋଷା କୁକୁର । ତିନି ଦିନ ହେଲା ତାଙ୍କ ଅପେକ୍ଷାରେ ରୁମ୍‌ରେ ବାହାରେ ବସି ରହିଛି । କେତେବେଳେ ସୁଶାନ୍ତ ରୁମ୍‌ରୁ ବାହାରିବେ । ନା ଖାଉଛି, ନା ପିଉଛି । କେବଳ ତା’ ମାଲିକ…