Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମହାଶ୍ୱେତା ରାୟଙ୍କ ମ୍ୟୁଜିକ ଭିଡିଓରେ ବଲିଉଡର ଡ୍ରିମ୍‌ଗାର୍ଲ

ଭୁବନେଶ୍ୱର : ନିଜର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ । ଏହାର ନାମ ମହାଶ୍ୱେତା ରାୟ ଅଫିସିଆଲସ୍ ରଖାଯାଇଛି । ତେବେ ଏହି ଚ୍ୟାନେଲ ପାଇଁ ସେ ଏକ ନୂଆ ମ୍ୟୁଜିକ ଭିଡିଓ ‘ପୁଣି ହସିବ ଓଡିଶା’ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶୀ…

ଅନୁପମ ଶେୟାର କଲେ ୩୭ ବର୍ଷ ତଳର ଫିଲ୍ମ ଫଟୋ

ମୁମ୍ବାଇ: ପ୍ରତିଷ୍ଠିତ କଳାକାର ଅନୁପମ ଖେର ୩୭ ବର୍ଷ ତଳର ତାଙ୍କ ଅଭିନୀତ ଏକ ଫିଲ୍ମର ଫଟୋ ଶେୟାର କରିଛନ୍ତି । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୫୦୦୦ ଟଙ୍କା ମିଳିଥିଲା । ୧୯୮୩ରେ ଲୈଲା ମଜନୁ ନାମକ ଫିଲ୍ମରେ ସେ ମଜନୁର ଭୂମିକାରେ ଅଭିନୟ କରିଥିଲେ । ସେ ସୋସିଆଲ ସାଇଟରେ ଫଟୋ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ନସିରୁଦ୍ଧିନ ଶାହା? ଜାଣନ୍ତୁ କ’ଣ କହିଲେ ସେ…  

ମୁମ୍ବାଇ: ବଲିଉଡ ଗତ ୨ ଦିନରେ ଦୁଇଟି ଦିଗଜ୍ଜ କଳାକାରଙ୍କୁ ହରାଇଛି । ସିନେ ଜଗତର ଦୁଇ ଶ୍ରେଷ୍ଠ ଅଭିନେତା - ଇରଫାନ୍ ଖାନ୍ ଏବଂ ରିଷି କପୁରଙ୍କୁ ହରାଇଛି ବଲିଉଡ । ଯାହା ଇଣ୍ଡଷ୍ଟ୍ରି ଏବଂ ସିନେମା ପ୍ରେମୀମାନଙ୍କୁ ଏକ ବଡ଼ ଧକ୍କା । ତେବେ ଏହି ଦୁଃଖ ମଧ୍ୟରେ ଆଉ ଏକ ଖବର ଗୁରୁବାର ସନ୍ଧ୍ୟାରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ମୃତ୍ୟୁ ପୂର୍ବରୁ ଋଷି କପୁରଙ୍କ ଶେଷ ଭିଡିଓ, କେତେ ସତ ?

ଭୁବନେଶ୍ୱର: ଆଉ ନାହାଁନ୍ତି ବଲିଉଡର ବବି । ସିନେ ଜଗତରେ ଏକ ଅପୂରଣୀୟ ସ୍ଥାନ ଛାଡି ଋଷି କପୁର ଏବେ ସ୍ୱର୍ଗବାସୀ । ତେବେ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ଋଷିଙ୍କ ସହ ଜଣେ ଯୁବକଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସତ କି ମିଛ ଜାଣିବା ବଦଳରେ ଲୋକେ ଏହି ଭିଡିଓଟିକୁ ବହୁଳ ମାତ୍ରାରେ…

ବାପାଙ୍କୁ ଦେଖି ପାରିଲେନି ରିଦ୍ଧିମା, ଭିଡ଼ିଓ କଲରେ ଋଷିଙ୍କ ଶେଷକୃତ୍ୟ ଦେଖାଇଲେ ଆଲିଆ

ମୁମ୍ବାଇ : ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଦର୍ଶନ କରିପାରିଲେନି ତାଙ୍କର ଏକମାତ୍ର ଝିଅ ରିଦ୍ଧିମା କପୁର ସାହାନି । ଋଷିଙ୍କ ଶେଷକୃତ୍ୟକୁ ଭିଡ଼ିଓ କଲ ଦ୍ୱାରା ରିଦ୍ଧିମାଙ୍କୁ ଦେଖାଇଛନ୍ତି ତାଙ୍କ ଭାଇ ରଣବୀର କପୂରଙ୍କ ବାନ୍ଧବୀ ଆଲିଆ ଭଟ୍ଟ । ଅପରାହ୍ନରେ ଋଷିଙ୍କ ଶେଷକୃତ୍ୟ…

ରିଷି କାପୁରଙ୍କ ସମ୍ପର୍କରେ ୧୦ ରୋଚକ ତଥ୍ୟ

ମୁମ୍ବାଇ: ଲଭରବୟ ରିଷି କାପୁର ପ୍ରଶଂସକଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ଋଷି ସର୍ବଦା ସିଧାସଳଖ କଥା କହିବାକୁ ଭଲ ପାଆନ୍ତି । ଆସନ୍ତୁ ଜାଣିବା ଋଷୀଙ୍କ ଜୀବନର ୧୦ ତଥ୍ୟ ଯାହା ଆମକୁ ନିଶ୍ଚିତ ଭାବେ ତାଙ୍କ ଚରିତ୍ରକୁ ଠିକ୍ ଭାବେ ବୁଝାଇପାରିବ । ୧.ପାଟିରୁ ଦୁର୍ଗନ୍ଧ ବାହାରୁଛି ବୋଲି…

ସାମ୍ନାକୁ ଆସିଲା ରିଷି କପୁରଙ୍କ ଶେଷ ଭିଡିଓ ବାର୍ତ୍ତା

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କ ଲାଷ୍ଟ ଭିଡିଓ ବାର୍ତ୍ତା । ଏହି ଭିଡିଓରେ ରିଷି କପୁର ହସ୍ପିଟାଲର ଏକ ବେଡ୍‌ରେ ଶୋଇଛନ୍ତି । ଏବଂ ତାଙ୍କ ପାଖରେ ଜଣେ ଯୁବକ ଠିଆ ହୋଇଛନ୍ତି । ସେ ତାଙ୍କ ଫିଲ୍ମ ‘ଦିୱାନା’ର ଏକ ଗୀତ ଗାଉଥିବା ଦେଖିବାକୁ ମିଳିଛି । ଏହି…

ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ରିଷି କପୁର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେବଲିଉଡର ବର୍ଷିଆନ୍ ଅଭିନେତା ରିଷି କପୁରଙ୍କୁ। ମୁମ୍ବାଇ ସ୍ଥିତ ଚନ୍ଦନୱାଡି ଶ୍ମଶାନରେ ଦିଆଯାଇଛି ତାଙ୍କୁ ଅନ୍ତିମ ବିଦାୟ । ସପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ରିଷିଙ୍କ ଅନ୍ତିମ ସଂସ୍କାର । ଏହି ଅନ୍ତିମ ସଂସ୍କାରରେ କରିନା…

ରିଷି କପୁରଙ୍କୁ ମନେ ପକାଇଲେ ଲତା ମଙ୍ଗେସକର, ସେୟାର କଲେ ଫଟୋ

ମୁମ୍ବାଇ: ସୁରସମ୍ରାଜ୍ଞୀ ତଥା ମହାନ ଗାୟିକା ଲତା ମଙ୍ଗେସକର ରିଷି କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କୁ ମନେ ପକାଇ ସେ ରିଷିଙ୍କ ଏକ ପିଲା ଦିନର ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଲତା ମଙ୍ଗେସକର ଦୁଇଟି ଟ୍ୱିଟ୍ କରିଛନ୍ତି । ପ୍ରଥମ ଟ୍ୱିଟ୍‌ରେ ସେ…

ବାପାଙ୍କ ଶେଷ ଦର୍ଶନ ଲାଗି ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରଖ୍ୟାତ ବଲିଉଡ ଅଭିନେତା ଋଷି କପୁରଙ୍କର ଗୁରୁବାର ଦିନ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଦେହାନ୍ତ ହୋଇଛି। କ୍ୟାନ୍ସରରେ ପୀଡିତ ଥିବା ଋଷିଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଯାଇଥିବା ବେଳେ ଲକଡାଉନ ଯୋଗୁଁ ବାପାଙ୍କୁ ହସ୍ପିଟାଲରେ ଦେଖିବାକୁ ଆସିପାରିନାହାନ୍ତି ତାଙ୍କ…