Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ସାଧାରଣ ଜୀବନରେ ବ୍ୟସ୍ତତା ମଧ୍ୟରେ ରହୁଥିବା ଲୋକଙ୍କୁ ନିଜ ପାଇଁ ସମୟ ମିଳିଛି । ନିତିଦିନିଆଁ ଧାଁ ଦୌଡ ଭିତରୁ ବାହାରି ଆସି ସେମାନେ ଦୀର୍ଘଦିନରୁ ଅଟକି ରହିଥିବା ନିଜର…

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ । ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା…

ଘରେ ମାସ୍କ ତିଆରି କଲେ ଅଭିନେତ୍ରୀ ଅର୍ଚ୍ଚିତା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ଏବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ବଜାରରେ ମାସ୍କର ଅଭାବ ଦେଖାଦେଇଛି । ଏହାରି ଭିତରେ ମାସ୍କ ତିଆରି କରିବାକୁ ଆଗେଇ ଆସିଛନ୍ତି ଓଲିଉଡର ଚୁଲବୁଲି ନାୟିତା ଅର୍ଚ୍ଚିତା ସାହୁ। Commendable effort by…

ଚାହତ ଖାନ୍ନା-ମିକା ସିଂଙ୍କ କ୍ୱାରେଂଟାଇନ ଲଭ ଶୀର୍ଷକ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଚାହତ ଖାନ୍ନା ସର୍ବଦା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତିି । ଏବେ କରୋନା ଭାଇରସ ଲକଡାଉନ ସମୟରେ ସେ ମିକା ସିଂଙ୍କ ସହ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୱାରେଂଟାଇନ ଲଭ କ୍ୟାପଶନ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେମାନଙ୍କ ସହ କାମ…

ଜନି ଲିଭର ପ୍ରଶଂସକଙ୍କ ମନୋବଳ ବଢ଼ାଇଲେ, ଗାଇଲେ କରୋନା ଅବ ତେରା ରୋନା ସୁରୁ

ମୁମ୍ବାଇ: କରୋନାକୁ ହରାଇବା ପାଇଁ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ କରୋନା ରୋଗରେ ଆକ୍ରାନ୍ତ ମନୋବଳ ମଧ୍ୟ ବଢ଼ାଯାଉଛି । ହାସ୍ୟ ଅଭିନେତା ଜନି ଲିଭର ମଧ୍ୟ ଏହି ଦୌଡରେ ସାମିଲ ହୋଇଛନ୍ତି । ଲକଡାଉନରେ ଘରେ ସମୟ କାଟୁଥିବା ଏହି ଅଭିନେତା…

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ । Hello @MumbaiPolice ,will you please look into…

ଲକ୍‌ଡାଉନ୍ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ୱେବ୍‌ସିରିଜ୍ ‘ଆୟୁଷ୍ମାନ୍ ମସ୍ତରାମ୍‌’

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲକ୍ ଡାଉନ ଜାରି ହୋଇଛି । ସବୁ ସିନେମା ହଲ ବନ୍ଦ ରହିବା ସହିତ ସୁଟିଂ ବନ୍ଦ ଥିବାରୁ ଓଡିଆ ମନୋରଂଜନଧର୍ମୀ ଚ୍ୟାନେଲଗୁଡିକ ଧାରାବାହିକ ତଥା ରିୟଲିଟି ଶୋ’ ଗୁଡିକର ପୁରୁଣା ଏପିସୋଡ୍ ଗୁଡିକର ପୁନଃ ପ୍ରସାରଣ କରୁଛନ୍ତି । ଏଭଳି ସମୟରେ…

ପବ୍ଲିକ୍ ନୁହେଁ ବଲିଉଡରୁ ସମାଲୋଚନା ସାଉଣ୍ଟୁଛି ମସକଲି 2.0 !

ମୁମ୍ବାଇ: ମାତ୍ର ଦୁଇ ଦିନ ପୂର୍ବରୁ ରିଲିଜ ହୋଇଥିଲା ମସକଲି 2.0 । ଭିୟର୍ସିପ ୧୯ ମିଲିଅନ୍‌ରୁ ଅଧିକ ଥିଲେ ବି ବଲିଉଡରୁ ଏହି ଗୀତକୁ ମିଳିଛି ତୀବ୍ର ସମାଲୋଚନା । Enjoy the original #Masakali https://t.co/WSKkFZEMB4@RakeyshOmMehra @prasoonjoshi_ @_MohitChauhan…

କରୋନା ସହ ଲଢୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ପାଇଁ ଏହି ବଡ଼ ପଦକ୍ଷେପ ନେଲେ ଅଭିନେତା ସୋନୁ ସୁଦ୍

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହ ଦିନରାତି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ନିଜ ମୁମ୍ବାଇ ସ୍ଥିତ ହୋଟେଲ ପ୍ରଦାନ କରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସୋନୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରକୃତ ଜୀବନର…

ପରଲୋକରେ ରାମାୟଣର ସୁଗ୍ରୀବ ‘ଶ୍ୟାମସୁନ୍ଦର’

ଭୁବନେଶ୍ୱର : ଲକ୍ ଡାଉନ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣର ପ୍ରସାରଣ ବେଳେ ଏକ ଦୁଃଖଦ ଖବର ଆସିଛି । ରାମାୟଣରେ ସୁଗ୍ରୀବ ଓ ବାଲି ଉଭୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମସୁନ୍ଦର କରାରେଙ୍କର ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ହେଲା ସେ କ୍ୟାନସରରେ ପୀଡିତ ଥିଲେ । ହରିୟାଣାରେ…