Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଅରୁ ଝିଅ ପାଲଟିଥିବା ଏହିସବୁ କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ…

ମୁମ୍ବାଇ: ଜୀବନରେ ଅନେକ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ । ଏହା ମଧ୍ୟରୁ ଏପରି କିଛି ଘଟଣା ଅଛି ଯାହା ଆମ ମନକୁ ଦ୍ୱନ୍ଦ୍ୱରେ ପକାଏ ଯେ, ଏକା କ’ଣ ସତରେ ସମ୍ଭବ ? ତା’ ମଧ୍ୟରୁ ଯୁବକ ଯୁବତୀରେ ପରିଣତ ହେବା ଅନ୍ୟତମ । ଆସନ୍ତୁ ଜାଣିବା କିଛି ସେଲିବ୍ରେଟିଙ୍କ ସମ୍ପର୍କରେ ଯେଉଁମାନେ…

ସୁଟିଂ ସେଟରେ ଗୁରୁତର ଆହତ ହେଲେ ଅଭିନେତା ଶାହିଦ କପୁର..

ମୁମ୍ବାଇ:ସୁଟିଂ ସମୟରେ ଗୁରୁତରଭାବେ ଆହତ ହୋଇଛନ୍ତି ବଲିଉଡ ଅଭେନେତା ଶାହିଦ କପୁର । ମିଳିଥିବା ସୂଚନା ଅନୁସାରେ, ଚଣ୍ଡୀଗଡରେ ଜର୍ସି ଫିଲ୍ମ ସୁଟିଂ ସମୟରେ ଏକ ବଲ୍ ତାଙ୍କ ମୁହଁରେ ବାଜିଥିଲା । ଏଥିରେ ତାଙ୍କ ଓଠ ଫାଟିଯିବା ସହ ମୁହଁ ମଧ୍ୟ ଫୁଲି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ…

ଦିଶାଙ୍କ ସହ ‘କଭି ଇଦ୍ କହି ଦିୱାଲୀ’ରେ ଆସୁଛନ୍ତି ଭାଇଜାନ୍ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମର ନାମ ୧୦ ତାରିଖରେ ଘୋଷଣା କରିଛନ୍ତି । ଟୁଇଟରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାମ ରହିଛି କଭି ଇଦ୍ କଭି ଦିୱାଲୀ । ଫିଲ୍ମକୁ ଇଦ୍ ୨୦୨୧ରେ ରିଲିଜ କରାଯିବା ନେଇ ସମସ୍ତ ପ୍ରକାର ଯୋଜନା କରାଯାଇଛି ।…

‘ମୁଁ ପରଦେଶୀ ଚଢେଇ’ ସହ ‘କୁଇନ’ ଓ ‘ବାବୁ ଭାଇଜାନ’ଙ୍କ କଡା ଟକ୍କର୍ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ଶୁଭ ଖବର । ୨୦୨୦ ବର୍ଷ ଆରମ୍ଭରୁ ମାନେ ଜାନୁଆରୀ ମାସରୁ ତିନି ତିନି ଟି ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଚଳିତ ମାସରେ ପରଦାରେ ସିଧାସଳଖ ଲଢେ଼ଇ ହେବ କୁଇନ, ବାବୁ ଭାଇଜାନ ଏବଂ ମୁଁ ପରାଦେଶୀ ଚଢେଇ ସିନେମା ମଧ୍ୟରେ । ବଡ଼ ପରଦାରେ ଏହି…

ଆସନ୍ତାକାଲି ରିଲିଜ ନହୋଇପାରେ ଛପାକ !

ମୁମ୍ବାଇ: ପରଦାକୁ ଆସିବା ପୂର୍ବରୁ ବିବାଦ ଜାଲରେ ଛନ୍ଦି ହୋଇ ଯାଉଛି ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର ଛପାକ । ଏହି ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଥମିବାର ନା ନେଉ ନାହିଁ । ଆଉ ଏବେ ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଫିଲ୍ମ…

ସାମ୍ନାକୁ ଆସିଲା ‘ଅବତାର-୨’ ର ପ୍ରଥମ ଲୁକ..

ମୁମ୍ବାଇ: ୨୦୦୯ରେ ରିଲିଜ ହୋଇଥିବା ଜେମ୍ସ କାମରେନଙ୍କ ଅବତାର ଫିଲ୍ମ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା ବେଳେ ଅବତାର-୨ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏପରି କି ଏହା ୨୦୦୯ର ସର୍ବାଧିକ ଆୟ କରିବା ଫିଲ୍ମରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା । ନିକଟରେ ଅବଶ୍ୟ ଆଭେଞ୍ଜର୍ସ:ଦି ଏଣ୍ଡ…

‘ଜେଏନୟୁ’ ଆକ୍ରମଣ ଘଟଣା: ଭାଇରାଲ ହେଲା ଦୀପିକାଙ୍କ ବିକ୍ଷୋଭ ପ୍ରଦର୍ଶନର ଫଟୋ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ:ଜବାହରଲାଲ ନେହୁରୁ ୟୁନିଭରସିଟି (ଜେଏନୟୁ) ପରିସର ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରାଜରାସ୍ତାକୁ ଓଲ୍ହାଇଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜଣାଇ ଦୀପିକା ସେମାନଙ୍କ ସହ ଧାରଣାରେ ଛିଡା ହୋଇଥିବା ଫୋଟୋ ଏବେ ସୋସିଆଲ…

ବଲିଉଡ଼ରେ ପାଦ ଥାପିବେ ଇରଫାନ ପଠାନ୍ !

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ୍ ଇଣ୍ଡଆ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ କୋଚ, ଭାଷ୍ୟକାର ପାଇଁ ଚେଷ୍ଟା କରିବେ । ଏହା ବ୍ୟତୀତ ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତି ନେଇଛି । ଏପରି କି ସେ…

ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ୯୦ ଦଶକର ଏହି ହିଟ ଯୋଡ଼ି !

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତକୁ ପୁଣି ଫେରୁଛନ୍ତି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ।୯୦ ଦଶକର ହିଟ ଯୋଡି ସିଦ୍ଧାନ୍ତ ରଚନାଙ୍କୁ ପୁଣି ଥରେ ଦର୍ଶକ ପରଦାରେ ଦେଖିବା ନେଇ ଚର୍ଚ୍ଚା ହେଉଛି । ରଚନା ଓଲିଉଡକୁ ଫେରୁଥିବା ନେଇ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଥିବା ବେଳେ…

ଚୁଲବୁଲି ଆଥିୟାଙ୍କ ସହ ଡେଟ୍ କରୁଛନ୍ତି କ୍ରିକେଟର୍ ରାହୁଲ୍ !

ମୁମ୍ବାଇ: ଟିମ୍ ଇଣ୍ଡିଆର ଯୁବଷ୍ଟାର କେଏଲ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜୋର ଧରିଛି । ଭାରତୀୟ କ୍ରିକେଟର ଏହି ପ୍ରତିଭାବାନ ଖେଳାଳିଙ୍କ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅଙ୍କ ପାଖରେ ବୋଲ୍ଡ ହୋଇଯାଇଥିବା ଜଣାପଡିଛି । ପାଖାପାଖି ୨ ବର୍ଷ ହେବ ରାହୁଲ ତାଙ୍କ…