Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାଣନ୍ତୁ, ଗୋଟିଏ ଫିଲ୍ମ ପାଇଁ କେଉଁ ଷ୍ଟାର୍ ନେଲେ ୧୦୦ କୋଟି !

ମୁମ୍ବାଇ: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ! ବିଶ୍ୱାସ ନ ହେଲେ ବି ଏହା ସତ । ସନ ପିକ୍ଚର୍ସ ଆଗାମୀ ଫିଲ୍ମ ଥଲପଥୀ ୬୫ ପାଇଁ ତାମିଲ ସୁପରଷ୍ଟାର ବିଜୟଙ୍କୁ୧୦୦ କୋଟି ଟଙ୍କାରେ ସାଇନ କରିଛି । ଏଥିସହ ବିଜୟ ଭାରତରେ ଗୋଟିଏ ଫିଲ୍ମ ପାଇଁ ସର୍ବାଧିକ ଟଙ୍କା ନେବାର ଶ୍ରେୟ ଆପଣାଇଛନ୍ତି ।…

କେତେ ବଦଳି ଯାଇଛନ୍ତି ବଲିଉଡର ଏହି ଷ୍ଟାର୍ !

ଭୁବନେଶ୍ୱର: ସଫଳତା ଆପଣଙ୍କ ସହିତ ରହିଥିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ମଣିଷ ରୂପରେଖ ଓ ଚାଲିଚଳନରେ ଅନେକ ପରିବର୍ତନ ଘଟି ଯାଇଥାଏ । ଆସନ୍ତୁ ଜାଣିବା ବଲିଉଡର ଏହି ୫ ପୂର୍ବତନ ହିରୋ ଯାହାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି । ମୋହବତେଁ…

ଶ୍ରୀଜଗନ୍ନାଥଙ୍କୁ ନେଇ ‘ବିଗ୍ ବସ୍’ରେ ଚର୍ଚ୍ଚା; ସିଦ୍ଧାର୍ଥ କହିଲେ “ଛପନ ଭୋଗକୁ ମୁଁ ଭଲପାଏ”…

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ୍ ଖାନଙ୍କ ଅଭିନୀତ ତଥା ତଥା ବହୁଳ ପ୍ରସାରିତ ‘ବିଗ୍ ବସ୍ - ୧୩’ରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଚର୍ଚ୍ଚା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ୟୁଟ୍ୟୁବ୍ ରେ ପ୍ରସାରରିତ ହେଉଥିବା ଏକ ଭିଡ଼ିଓରେ…

୫୦୦୦କୋଟି ବ୍ୟବସାୟ ଲକ୍ଷ୍ୟରେ ବଲିଉଡ !

ମୁମ୍ବାଇ: ୨୦୨୦ରେ ଭାରତୀୟ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ (ବଲିଉଡ) ୫୦୦୦ରୁ ଊଦ୍ଧ୍ୱର୍ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟରେ ରହିଛି। ଚଳିତ ବର୍ଷ କମଲ ହାସନଙ୍କ ଇଣ୍ଡିଆନ-୨ ସର୍ବାଧିକ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ସମ୍ପୂର୍ଣ୍ଣ ବ୍ୟବସାୟିକ ଭିତିକ ଫିଲ୍ମ ମଧ୍ୟରେ…

ପୁଣି ଚର୍ଚ୍ଚାରେ ଜ୍ୱାଲା ଗୁଟ୍ଟାଙ୍କ ପ୍ରେମ କାହାଣୀ !

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜ୍ୱାଲା ଟ୍ୱିଟ୍ କରି କହିଛନ୍ତି । :)…

ଜାଣନ୍ତୁ, ଏବର୍ଷ ବିବାହ ବନ୍ଧନରେ ବାନ୍ଧିହେବେ କେଉଁ ସେଲିବ୍ରିଟି !

ଭୁବନେଶ୍ୱର: ୨୦୨୦ ଆରମ୍ଭରୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସର୍ବିୟା ଗର୍ଲଫ୍ରେଣ୍ଡ ନତାଶ ଷ୍ଟେନକୋଚିଚଙ୍କ ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ନିର୍ବନ୍ଧ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୋସିଆଲ ମିଡିଆରେ ହାର୍ଦ୍ଦିକ ପଟୋ ଶେୟାର କରିବା ସହ ଲେଖିଛନ୍ତି । “ମେ ତେରା, ତୁ…

ଚର୍ଚ୍ଚାରେ ଆଲିଆ-ରଣବୀରଙ୍କ ପ୍ରେମକାହାଣୀ; ଖୁବଶିଘ୍ର କରିବେ ବିବାହ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣବୀର କପୁର ଓ ବଲିଉଡ୍ ସୁନ୍ଦରୀ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଆଲୋଚନା ଚାଲିଥିଲା । ଋଷି କପୁର ଓ ନୀତୁ ସିଂହ ମଧ୍ୟ ଏଥିନେଇ ରାଜି ଥିବା ଜଣାପଡିଛି । ରଣବୀର-ଆଲିଆଙ୍କ ପାଇଁ ସେମାନେ…

ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ନୂଆବର୍ଷ ପାଳନ କରିବ ବ୍ରହ୍ମପୁର !

ବ୍ରହ୍ମପୁର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ସହ ଚଳିତ ଥର ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଓଡ଼ିଶାର ରେଶମୀ ସହର ବ୍ରହ୍ମପୁର। ଗଞ୍ଜାମର କଳାପରିଷଦ ପରିସରରେ ୨ ଦିନ ଧରି ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଚାଲିବ ବୋଲି ସୂଚନା ମିଳିଛି। 'ଲକ୍ଷ୍ୟ ଆଉଟଫିଟ' ଦ୍ୱାରା ଆୟୋଜିତ…

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନିତ ହୋଇଛନ୍ତି । #WATCH: Amitabh Bachchan says,"Jab iss puruskar ki ghoshna hui to mere mann mein ek sandeh utha. Ki…

ବିଦାୟ ୨୦୧୯: ଚର୍ଚ୍ଚିତ ଫିଲ୍ମ ଭାବେ ସମସ୍ତଙ୍କୁ ପଛରେ ପକାଇଲା ‘ୱାର୍’ ଓ ‘କବୀର ସିଂ’ !

ମୁମ୍ବାଇ: ୨୦୧୯ରେ ବଲିଉଡର କେତେକ ଫିଲ୍ମ ବେଶ୍ ଚର୍ଚ୍ଚିତ ରହିଥିଲା । ଏଥର ବିଭିନ୍ନ ଧରଣର ଫିଲ୍ମ ଦର୍ଶକମାନେ ଦେଖିବାକୁ ପାଇଲେ । ଚିରାଚରିତ ବ୍ୟବସାୟିକ ଫିଲ୍ମରୁ ଦର୍ଶକଙ୍କ ରୁଚି ବଦଳିବାରେ ଲାଗିଛି । ଯାହା କି ଏକ ଶୁଭ ସଙ୍କେତ । ଆସନ୍ତୁ ଏହି ଫିଲ୍ମଗୁଡିକ ବିଷୟରେ ଆଲୋଚନା କରିବା ।…