Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ମଲଙ୍ଗ’ର ଟାଇଟଲ ଟ୍ରାକ୍ ରିଲିଜ: ଦେଖନ୍ତୁ, ଦିଶା-ଆଦିତ୍ୟଙ୍କ ଭରପୁର ରୋମାନ୍ସ

ମୁମ୍ବାଇ:ରିଲିଜ ହୋଇଛି ଫିଲ୍ମ ‘ମଲଙ୍ଗ’ର ଟାଇଟେଲ ଟ୍ରାକ୍ । ଗୀତରେ ବେଶ୍ ରୋମାଂଟିକ ଲୁକ୍‌ରେ ନଜର ଆସିଛନ୍ତି ଦିଶା ପଟାନୀ ଓ ଆଦିତ୍ୟ କପୁର । ଏହା ଏକ ସୁଫୀ ଗୀତ । ଏହାର ଲିରିକ୍ସ ବେଶ୍ ଜବରଦସ୍ତ ରହିଛି । ଯାହାକୁ ଫ୍ୟାନ୍‌ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତକୁ ବେଦ୍ ଶର୍ମା…

୧୦୦ କୋଟି ଛୁଇଁଲା ଅଜୟ ଦେବଗନଙ୍କ ତାନଜୀ

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ କାହାଣୀକୁ ପର‌୍ୟ୍ୟବେସିତ ଫିଲ୍ମ ତାନଜୀ: ଦି ଅନସଙ୍ଗ ୱାରିୟର ୧୦୦ କୋଟି କ୍ଲବରେ ପହଂଚିଛି । ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଶୁଭମୁକ୍ତିର ୬ଷ୍ଠ ଦିନରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରୋଜଗାର କରୁଛି ।…

ବଡ ପରଦାରେ ବର୍ଷାଙ୍କ କୁଇନ୍‌

କଟକ: ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ କୁଇନ୍ ବୁଧବାର ଦିନ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଫିଲ୍ମ ଦେଖିବା ଲାଗି ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ମଧ୍ୟ ଦେଖାଦେଇଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୁଲବୁଲି ବର୍ଷା ପ୍ରିୟଦର୍ଶିନୀ ରହିଥିବା ବେଳେ ତାଙ୍କ…

କମେଡି କିଙ୍ଗ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଭାଇରାଲ

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟୁଟ ଏଜେଂଲର ଫାଷ୍ଟ ଫଟୋ । କପିଲ ଓ ତାଙ୍କ ଝିଅର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ କପିଲ ନିଜ ଝିଅକୁ କୋଳେଇ ଧରିଥିବା ନଜର ଆସିଛନ୍ତି । ଫ୍ୟାନ୍‌ମାନଙ୍କୁ ଏବେ ବାପା-ଝିଅଙ୍କ ଏହି ଫଟୋ ବେଶ୍ ପସନ୍ଦ ଆସିଛି ।…

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ । ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ…

କମାଲ୍ କଲେ ସ୍ୱପ୍ନା; ହଜାରେ ଦିନରେ ହଜାରେ ଗୀତ ଗାଇ କଲେ ବିଶ୍ୱ ରେକର୍ଡ଼ !

ଦୁବାଇ: ହଜାରେ ଦିନରେ ହଜାରେ ଗୀତ ଗାଇ ନୂଆ କୀର୍ତ୍ତିମାନ କରିଛନ୍ତି ଭାରତୀୟ ମହିଳା ସ୍ୱପ୍ନା ଆବ୍ରାହାମ୍ । ସ୍ୱପ୍ନାଙ୍କ ଏହି ସଫଳତା ଲାଗି ତାଙ୍କୁ ‘ଗୋଲ୍ଡେନ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ’ ଚ୍ୟାରିଟୀ ସମ୍ମାନ ଲାଗି ମନୋନୀତ କରାଯାଇଛି । ଏହି ୪୮ ବର୍ଷୀୟା ଭାରତୀୟ ମହିଳା ଜଣକ ଗାଇଥିବା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀରେ ସମ୍ପନ୍ନ ହେବ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ୍ ଓଡିଆ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ଦେହାନ୍ତ ହୋଇଥିବା ବେଳେ ମଙ୍ଗଳବାର ଦିନ ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ସ୍ୱର୍ଗତଃ ମହାପାତ୍ରଙ୍କର ଅତୁଳନୀୟ ଅବଦାନକୁ ଦୃଷ୍ଟିରେ…

୮୫ ବର୍ଷର ବୃଦ୍ଧା ଭୂମିକାରେ ନଜର ଆସିବେ ସୁନ୍ଦରୀ କାଜଲ ଅଗ୍ରୱାଲ!

ମୁମ୍ବାଇ: କମଳା ହାସନଙ୍କ ବହୁ ଚର୍ଚ୍ଚିତ ଇଣ୍ଡିଆନ ଫିଲ୍ମର ସିକ୍ୱେଲର ଶୁଟିଂ ଆରମ୍ଭ ହୋଇଛି । ଇଣ୍ଡିଆନ-୨ ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରିପୋର୍ଟ ମୁତାବକ କାଜଲ…

ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ-ନିର୍ମାତା ମନମୋହନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଆ ସିିନେମା ଜଗତର ବିଶିଷ୍ଟ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ନିର୍ଦ୍ଦେଶନା ତଥା…

‘ଛପାକ’ ଫିଲ୍ମରେ ଓଡିଆ ଅଭିନେତାଙ୍କ କମାଲ

ଭୁବନେଶ୍ୱର: ବଲିଉଡ୍ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’ ନିକଟରେ ରିଲିଜ ହୋଇଯାଇଛି । ‘ଛପାକ୍’ ଚଳଚ୍ଚିତ୍ରଟି ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏଥିରେ ଏସିଡ୍ ପିଡିତା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା ।…