Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓସ୍କାର ରେସରୁ ବାଦ୍ ପଡିଲା ‘ଗଲୀବୟ’

ନୂଆଦିଲ୍ଲୀ: ରଣବୀର ସିଂ ଓ ଆଲିଆ ଭଟ୍ଟ ଅଭିନୀତ ବଲିଉଡ ଫିଲ୍ମ 'ଗଲୀବୟ' ଓସ୍କାର ଶର୍ଟ ଲିଷ୍ଟରୁ ବାଦ୍ ପଡିଛି । ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ପାଇଁ ବେଷ୍ଟ ଇଣ୍ଟର ନ୍ୟାଶନାଲ ଫିଚର ତାଲିକାରେ ସାମିଲ କରାଯାଇଥିଲା । ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ, କେସରୀ, ବଧାଇ ହୋ, ଆର୍ଟିକିଲ…

କ୍ୟାନସର୍ ପୀଡ଼ିତା ଏହି ଟେଲି ଅଭିନେତ୍ରୀଙ୍କ ମର୍ମସ୍ପର୍ଶୀ ଅକୁହା କଥା ଶୁଣନ୍ତୁ…

ଓଡିଆ ଟେଲି ଜଗତରେ ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିୟଲ୍ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ହସାଉଥିଲେ ତ ଆଉ କେତେବେଳେ କନ୍ଦାଉଥିଲେ ଏହି ଅଭିନେତ୍ରୀ ଜଣକ…

‘ହିରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳ ଭିଡ଼ିଓ ସୁଟିଂ’ ମୋ ଅଜାଣତରେ କରାଯାଇଥିଲା: ଏଲିନା ସାମନ୍ତରାୟ

ଭୁବନେଶ୍ୱର: ହିରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡ଼ିଓ ସୁଟିଂକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବଢିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଏବଂ ତାଙ୍କ ସହିତ ଥିବା ଓଲିଉଡ଼ ନାୟିକା ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓକୁ ନେଇ ସୋସିଆଲ୍…

ଏହି ବଲିଉଡ଼ ଅଭିନେତା-ଅଭିନେତ୍ରୀମାନେ ଇଂରାଜୀକୁ ଖୁବ୍ ଡରନ୍ତି !

ଭୁବନେଶ୍ୱର: ବର୍ତ୍ତମାନ ବଲିଉଡରେ ଅଭିନେତା, ଅଭିନେତ୍ରୀ ଇଂରାଜୀ କହିବାକୁ ପଛଘୁଂଚା ଦିଅନ୍ତି ନାହିଁ । ତେବେ ଏବେ ବି କେତେଜଣ ଅଭିନେତା ଅଛନ୍ତି ଇଂରାଜୀ କହିବା ନେଇ ଏତେଟା ସହଜ ହୁଅନ୍ତି ନାହିଁ । ସେମାନେ ନିଜ ଭାଷାରେ କଥା ହେବାକୁ ବିଶେଷ ପସନ୍ଦ କରନ୍ତି । ଏହି ତାଲିକାରେ ଆଗରେ ରହିଛନ୍ତି…

ଫସିଲେ ଓଲିଉଡ଼ର ଏହି ଦୁଇ ସୁନ୍ଦରୀ ନାୟିକା; ହୀରାକୁଦରେ କରୁଥିଲେ ଭିଡ଼ିଓ ସୁଟିଂ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡର ୨ ଜଣ ନାୟିକାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପ୍ରବେଶ କରିବା ସହ ଭିଡିଓ କରିବାନେଇ  ସମ୍ବଲପୁର ଏସପି କଅଁର ବିଶାଳ ସିଂହ ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ମାଗିଛନ୍ତି । ଏଥିସହିତ ସୋମବାର ସନ୍ଧ୍ୟା…

ବିଶ୍ୱ ସୁନ୍ଦରୀ ୨୦୧୯: ବିଜୟ ମୁକୁଟ ପିନ୍ଧିଲେ ଟୋନୀ-ଆନ୍, ୩ୟ ସ୍ଥାନରେ ଭାରତ ସୁନ୍ଦରୀ

ଲଣ୍ଡନ: ଲଣ୍ଡନରେ ଆୟୋଜିତ ବିଶ୍ୱ ସୁନ୍ଦରୀ ୨୦୧୯ ପ୍ରତିଯୋଗୀତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନୀ-ଆନ୍ ସିଂହ । ଏହି ପ୍ରତିଯୋଗୀତାର ୨ୟ ରନର-ଅପ୍ ଭାରତ ସୁନ୍ଦରୀ ସୁମନ ରାଓ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଫ୍ରାନ୍ସର ଓଫେଲି ମେଜିନୋ ।…

ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ । ଏହି ବାୟୋପିକ 'ଗୋ ଗୋଆ'ର ପ୍ରଯୋଜନାରେ ନିର୍ମାଣ ହେବ ବୋଲି ଜଣାପଡିଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି ।…

ତାମିଲ ସିନେମାରେ ଓଡ଼ିଆ ହିରୋ ସବ୍ୟସାଚୀ

ଭୁବନେଶ୍ୱର: ଓଡିଶା ସିନେ ଜଗତର ସୁପରଷ୍ଟାର ସବ୍ୟସାଚୀ ନିଜ ଫିଲ୍ମ କ୍ୟାରିଅରରେ ଆଉଗୋଟେ ପାଦ ଆଗକୁ ଯାଇଛନ୍ତି । ତାମିଲ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି ସବ୍ୟସାଚୀ । ତାମିଲ ସିନେମା 'ନାଦିର ଧିନା'ରେ ନଜର ଆସିବେ ସବ୍ୟ। 'ନାଦିର ଧିନା'ରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର…

ପ୍ରେମ ବିଗାଡୁଛି ଋଷଭ ପନ୍ଥଙ୍କ ପ୍ରଦର୍ଶନ !

ମୁମ୍ବାଇ: ଏବେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ଋଷଭ ପନ୍ଥ ସବୁଠାରେ ଚର୍ଚ୍ଚାର କାରଣ ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଦୃଷ୍ଟିକଟୁ ସାଜିଥିବା ପନ୍ଥ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସେତେଟା ସଫଳ ହୋଇ ନାହାନ୍ତି । ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରୁ…

ରିଲିଜ ହେଲା ‘ଛପାକ’ର ଟ୍ରେଲର; ୩ ଦିନରେ ଦେଖିଲେ ୩୦ କୋଟିରୁ ଉର୍ଦ୍ଧ୍ବ ଲୋକ

ମୁମ୍ବାଇ: ସତ୍ୟ ଘଟଣା ଉପରେ ଆଧାରିତ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ ମୁଭି ଛପାକ'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବାର ୩ଦିନ ମଧ୍ୟରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଲୋକ ଏହାକୁ ଦେଖି ସାରିଲେଣି । https://youtu.be/kXVf-KLyybk ଫିଲ୍ମରେ ଦମଦାର ଆକ୍ଟିଂ ସହ ପ୍ରମିସିଙ୍ଗ…