Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାଣନ୍ତୁ ବଲିଉଡର ସମଲିଙ୍ଗୀ ସେଲିବ୍ରେଟିଙ୍କ ସମ୍ପର୍କରେ

ମୁମ୍ବାଇ: ସମ୍ବିଧାନରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ମିଳିବା ପରେ ଗେ’, ଲେସ୍‌ବିୟାନ ଭଳି ଶବ୍ଦ ଏବେ ସାଧାରାଣ ହୋଇଗଲାଣି । ଏହି ସମ୍ପର୍କକୁ ଆଉ କେହି ଛୋଟ ନଜରରେ ଦେଖୁ ନାହାନ୍ତି । ଜଣେ ପୁରୁଷ ଆଉ ଜଣେ ପୁରୁଷ ସହ ସମ୍ବନ୍ଧ ରଖିବା ବା ଜଣେ ନାରୀ ଆଉ ଜଣେ ନାରୀ ସହ ସମ୍ବନ୍ଧ ରଖିବା…

ପ୍ରାକ୍ଟିସ ଛାଡି ଅନୁଷ୍କାଙ୍କ ସହ ନୌକାରେ ବୁଲିଲେ କୋହଲି, ତାପରେ ଜାଣନ୍ତୁ କଣ ହେଲା

କାନପୁର: ଓ୍ବେଷ୍ଟଇଣ୍ଡିଜରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ଭଲ ରହିଛି । ଆଗାମୀ ଟେଷ୍ଟ ମ୍ୟାଚ  ଅଗଷ୍ଟ ୩୦ରେ ହେବାକୁ ଥିବାବେଳେ ଅଭ୍ୟାସ ଛାଡି ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି । ଭାରତୀୟ ଟିମର ଅନ୍ୟ କେତେଜଣ ଖେଳାଳିଙ୍କ…

ପୁଣି ଅର୍ଚ୍ଚିତାଙ୍କ କମାଲ : ଜାତୀୟ ସ୍ତରର ଆଉ ଏକ ପୁରସ୍କାର କଲେ ହାସଲ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପୁଣିଥରେ ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି! ପ୍ରଥମ ଓଡ଼ିଆ ଭାବେ ଅର୍ଚ୍ଚିତା 'ଅମରେଶ ପୁରୀ ଆୱାର୍ଡ ଅଫ ଏକ୍ସିଲେନ୍ସି-୨୦୧୯' ଭଳି ମର୍ଯ୍ୟାଦାଜନକ ପୁରସ୍କାରର ଅଧିକାରିଣୀ ହୋଇପାରିଛନ୍ତି । କଳା ଓ…

କ୍ଷମା ମାଗିଲେ ପପୁ ପମପମ୍

ଭୁବନେଶ୍ୱର: ବହୁ ବିବାଦର ମଞ୍ଜ ପାଲଟିଛନ୍ତି ଓଲିଉଡ୍ କମେଡ଼ି କିଙ୍ଗ୍ ପପୁ ପମପମ୍ । କିଛିଦିନ ପୂର୍ବରୁ ରେଲୱେ ଷ୍ଟେସନରେ ଏକ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ବେସାହାରା ରାନୁ ମଣ୍ଡଳ ଇଣ୍ଟରନେଟରେ ଚର୍ଚ୍ଚିତ ହୋଇ ପଡ଼ିଥିଲେ । ମାତ୍ର ପପୁ ତାଙ୍କୁ ବି ଛାଡ଼ି ନଥିଲେ । ପପୁ ଦେହରେ ଶାଢୀ ପିନ୍ଧି…

ଜାଣନ୍ତି କି କିଏ ପ୍ରସ୍ତୁତ କରନ୍ତି ‘କେବିସି’ରେ ପଚରା ଯାଉଥିବା ପ୍ରଶ୍ନ

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଶୋ ‘କୌନ ବନେଗା କୋରଡ଼ପତି’ (କେବିସି)ର ୧୧ତମ ସିଜିନ ଆରମ୍ଭ ହୋଇ ସାରିଛି । ମଜାଦାର ପ୍ରଶ୍ନ ସାଙ୍ଗକୁ ପୁରସ୍କାର ରାଶି ଏହି ଶୋ'ର ଟିଆରପିକୁ ସର୍ବଦା ଶୀର୍ଷରେ ରଖିଛି । ଦର୍ଶକେ ମଧ୍ୟ ଏହାକୁ ଖୁବ ପସନ୍ଦ କରନ୍ତି । ବିଗ୍ ବି…

ପୁଣି ବିବାଦ ଘେରରେ ପପୁ ପମପମ୍ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ । ବିବାଦ ଯେପରି ତାଙ୍କ ପିଛା ଛାଡୁନି । ପୂର୍ବରୁ ନିଜର ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଯେଉଁ ବିବାଦ ଉଠିଥିଲା, ସେଥିରୁ ପପୁ ମୁକୁଳିନଥିବା ବେଳେ ରାତାରାତି ସୋସିଆଲ…

ରାଜନୀତିକୁ ପୁଣି ଫେରିବେ ‘ମୁନ୍ନା ଭାଇ’

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିକୁ କମବ୍ୟାକ୍ କରିପାରନ୍ତି । ଦଳ ସଂସ୍ଥାପକ ଓ କ୍ୟାବିନେଟ୍ ମନ୍ତ୍ରୀ ମହାଦେବ ଜାନକରଙ୍କ ଅନୁସାରେ ସଞ୍ଜୟ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଦଳ ରାଷ୍ଟ୍ରୀୟ ସମାଜ ପାର୍ଟି (ଆରଏସପି)ରେ ସାମିଲ ହେବେ ।…

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ତିଆରି ହେବ ବଲିଉଡ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଚର୍ଚ୍ଚିତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି ବିବେକ ଓବରୟଙ୍କୁ । ୨୦୨୦ରୁ ସିନେମାର ଶୁଟିଂ ଆରମ୍ଭ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି…

ପରଦାକୁ ଆସୁଛି ଓଡ଼ିଆ ପୁଅ ସହିଦ ରଘୁ ପଟ୍ଟନାୟକଙ୍କ ଉପରେ ନିର୍ମିତ ବାୟୋପିକ

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀ ମାନେ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ପାଇବେ ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ ପଟ୍ଟନାୟକଙ୍କ କାହାଣୀ । ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି । କଟକ ଜିଲ୍ଲା ବୟାଳିସ ମୌଜାର ବରାଳ…

ବଲିଉଡରେ ଏଣ୍ଟ୍ରି କଲେ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡର ଷ୍ଟୁଡିଓ । କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଳ ଏବେ ସଙ୍ଗୀତ ଦୁନିଆର ସେନସେସନ ପାଲଟି ଯାଇଛନ୍ତି । ରେଲୱେ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳ ଆଜି ବଲିଉଡରେ ପାଦ ଦେଇଛନ୍ତି । କିଛିଦିନ ତଳେ ଭିକ୍ଷାବୃତ୍ତି କରୁଥିବା…