Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲହୁଲୁହାଣ ଭାବେ ନଜର ଆସିଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଲହୁଲୁହାଣ ହୋଇଥିବା ଏକ ଫଟୋ ନଜରକୁ ଆସିଛି । ମୁଣ୍ଡରରୁ ରକ୍ତ ଦେହ ଖଣ୍ଡିଆ ଖାବରା, ଦେଖିଲେ ଦେହ ଶିତେଇ ଉଠୁଛି । ରିୟଲ ନୁହେଁ ରିଲ ପାଇଁ ପରିଣୀତିଙ୍କର ଏହି ଅବତାର । ପରିଣୀତିଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍‌ ଦ ଟ୍ରେନ୍‌’ର ପ୍ରଥମ…

ବଲିଉଡର ୧୦ଜଣ ଅଧିକ ଆୟ କରୁଥିବା ଅଭିନେତ୍ରୀ

ମୁମ୍ବାଇ: ହାଇ ବଜେଟରେ ନିର୍ମାଣ ହେଉଥିବା ବଲିଉଡ ମୁଭିରେ ହିରୋଙ୍କ ତୁଳନାରେ ହିରୋଇନ ପଛରେ ରହିଯାଇ ନାହାନ୍ତି । ସେମାନଙ୍କୁ ମଧ୍ୟ ମିଳୁଛି ମୋଟା ଅଙ୍କର ପାରିଶ୍ରମିକ । କିଛି ଚଳଚିତ୍ରରେ ତ ହିରୋଇନଙ୍କ ପାରିଶ୍ରମିକ ହିରୋଙ୍କ ଠାରୁ ଅଧିକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ…

ତ୍ୟାଗ ଓ ସମର୍ପଣର କାହାଣୀ ‘ବଳିଦାନ’

ଭୁବନେଶ୍ୱର: ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ତିକ୍ତତା । ଉଭୟ ଦେଶର ଏହି ତିକ୍ତତାରେ କେତେବେଳେ ସେନାର ପରାକ୍ରମରେ ଆତଙ୍କବାଦୀ ପ୍ରାଣ ହରାଉଥିବା ବେଳେ ଆଉ କେତେବେଳେ ଶହୀଦ ହେଉଛନ୍ତି ଯବାନ । ଏହି ଶହୀଦ ଯବାନଙ୍କ ତ୍ୟାଗ ଓ ସମର୍ପଣ…

ହାତକୁ ଦିହାତ ହେବେ ବରୁଣ ଧୱନ, ଜାଣନ୍ତୁ କେବେ

ମୁମ୍ବାଇ: ବଲିଉଡରେ ଚାଲିଛି ମ୍ୟାରେଜ ସିଜିନ। ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଜଣକ ପରେ ଜଣେ ନାମୀଦାମୀ କଳାକାର । ଅନୁଷ୍କା, ଦୀପିକା, ସୋନାମ, ପ୍ରିୟଙ୍କାଙ୍କ ପରେ ଏବେ ପାଳି ପଡିଛି ବରୁଣଙ୍କର । ହଟ ବରୁଣ ଧୱନଙ୍କ ତାଙ୍କ ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।…

ଟେଲି ଜଗତର ହିଟ୍ ଯୋଡି ୨୦୧୯ରେ କରିପାରନ୍ତି ବିବାହ

ମୁମ୍ବାଇ : ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟେଲିଭିଜନ ଜଗତର ଏହି ହିଟ୍ ଯୋଡ଼ି। ରିଲ୍ ଲାଇଫରୁ ଆରମ୍ଭ ହୋଇଥିବା ଏମାନଙ୍କ ପ୍ରେମ କାହାଣୀ ଏବେ ରିୟଲ ଲାଇଫରେ ସତ ହେବାକୁ ଯାଉଛି। ହର୍ସଦ୍ ଚୋପ୍ରା - ଜେନିଫର ଟେଲି ସିରିଏଲ 'ବେପନହା'ର ସୁଟିଂ ସେଟରୁ ଆରମ୍ଭ ହୋଇଥିଲା…

ବିବାଦରେ ‘ମିଷ୍ଟର କହ୍ନେୟା’ ପୋଷ୍ଟର, ପ୍ରଯୋଜକଙ୍କୁ ମହିଳା ଥାନା ପୋଲିସର ନୋଟିସ୍ ଜାରି

ଭୁବନେଶ୍ୱର: ମିଷ୍ଟର କହ୍ନେୟା ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ଲାଗି ରହିଥିବା ବିବାଦ ଯୋଗୁଁ ମଙ୍ଗଳବାର ଦିନ ମହିଳା ଥାନା ପୋଲିସ୍ ଫିଲ୍ମର ପ୍ରଯୋଜକଙ୍କୁ ଏନେଇ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଅପକମିଂ ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର…

ସାମ୍ନାକୁ ଆସିଲା ‘ଭୁଲ୍ ଭୁଲୈୟା-୨’ ରେ କାର୍ତ୍ତିକଙ୍କ ପ୍ରଥମ ଲୁକ୍

ମୁମ୍ବାଇ: କାର୍ତ୍ତିକ ଆରିୟନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା-୨’ର ପ୍ରଥମ ଲୁକ୍‍ ସାମ୍ନାକୁ ଆସିଛି । ଏହାର ପ୍ରଥମ ଭାଗ ‘ଭୁଲ-ଭୁଲୈୟା’ରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା । ଏହା ତାର ସିକ୍ୱେଲ । ଦୀର୍ଘଦିନ ଧରି ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା…

ଏହି ସବୁ ବଲିଉଡ୍ ତାରକାଙ୍କ ପାଖରେ ନାହିଁ ଭାରତୀୟ ନାଗରିକତ୍ଵ…

ମୁମ୍ବାଇ: ଜାଣନ୍ତୁ କିଛି ବଲିଉଡର ଆଗଧାଡ଼ିର କଳାକାରଙ୍କ ସମ୍ପର୍କରେ, ଯାହାଙ୍କ ପାଖରେ ନାହିଁ ଭାରତର ନାଗରିକତା... ୧. ଆଲିଆ ଭଟ୍ଟ- ସୁନ୍ଦରୀ ଆଲିଆ ଭଟ୍ଟ । ଯାହାଙ୍କ ସୁନ୍ଦରତାରେ ଫିଦା ଆଜିର ଯୁବ ପିଢି। ଅନେକ ଲୋକ ଭାବୁଥିବା ଆଲିଆ ଭଟ୍ଟ ଜଣେ ଇଣ୍ଡିଆନ। କିନ୍ତୁ ସେ ନୁହେଁ । ଆଲିଆଙ୍କ…

ଫିଲ୍ମ ପୋଷ୍ଟରକୁ ନେଇ ବିବାଦରେ ପପୁ ପମପମ୍, ଥାନାକୁ ଗଲା ମାମଲା

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ କାଷ୍ଟିଂ କାଉଚ୍ ବିବାଦରେ ଫସି ପୂର୍ବରୁ ଚର୍ଚ୍ଚାରେ ରହିଥିବା ସମୟରେ ଏବେ ପୁଣି ଏକ ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ଚର୍ଚ୍ଚାରେ । ମିଳିଥିବା ସୂଚନାନୁଯାୟୀ, ପପୁଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ…

ବଲିଉଡର ୬ଟି ଟପ୍ ଦେବରାଣୀ- ଜେଠାଣୀ ଯୋଡି

ମୁମ୍ବାଇ: ଖୋଜିବାକୁ ଗଲେ ଏମିତିତ ବଲିଉଡରେ ଆପଣଙ୍କୁ ସବୁ ସମ୍ପର୍କର ଯୋଡି ମିଳିଯିବ । ମା-ଝିଅ, ଭାଇ-ଭଉଣୀ, ଶାଶୁ- ବୋହୁ, ନଣନ୍ଦ-ଭାଉଜ, ଦେବରାଣୀ-ଜେଠାଣୀ ଭଳି ଅନେକ ରିୟଲ ଲାଇଫ ଯୋଡି ମିଳିଯିବ। ଆଜି ଜାଣନ୍ତୁ ବଲିଉଡର ଟପ ୬ ଟି ସୁନ୍ଦର ଦେବରାଣୀ-ଜେଠାଣି ଯୋଡି କିଏ... ୬.…