Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜନ୍ମଦିନରେ ରିଲିଜ ହେଲା ଅଜୟଙ୍କ ‘ଦେ ଦେ ପ୍ୟାର ଦେ’ ଟ୍ରେଲର

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି ତାଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର। https://youtu.be/EJUD2PptXrk ଏହି ଫିଲ୍ମରେ ଅନେକ ଦିନ ପରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ ସ୍କ୍ରିନ ଶେୟାର କରିଛନ୍ତି ।…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୩ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୩ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୩ ନେତାଙ୍କ ମଧ୍ୟରେ ରହିଛନ୍ତି ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨ ଜଣ ଏବଂ ଜଣେ କଟକ ଜିଲ୍ଲା…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…

ବଲିଉଡ଼ରେ ଇତିହାସ ରଚିଲା ଅକ୍ଷୟ କୁମାରଙ୍କ ‘କେଶରୀ’…

ମୁମ୍ବାଇ : ଖିଲାଡି କୁମାର ଅକ୍ଷୟଙ୍କ ଅଭିନୀତ ‘କେଶରୀ’ ବକ୍ସ ଅଫିସରେ ଧମାଲ ମଚାଇବା ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଚଳିତ ବର୍ଷର ସିନେମା ଗୁଡିକ ମଧ୍ୟରେ ଏହି ଫିଲ୍ମ ମାତ୍ର ୭ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିପାରିଛି । ଐତିହାସିକ ଫିଲ୍ମ ‘କେଶରୀ’ ମାର୍ଚ୍ଚ ୨୧…

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଓଡ଼ିଆ ସିନେମା ‘ଖୁସି’ର ଟ୍ରେଲର୍

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଆଗାମୀ ଫିଲ୍ମ ‘ଖୁସି-ଇଟ୍ସ ନଟ୍ ଏ ଫେରୀ ଟେଲ୍’ ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି । ସିନେମାର ଟ୍ରେଲରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଥିବା ବେଳେ ଖୁବଶୀଘ୍ର ଏହା ବଡ ପରଦାରେ ରିଲିଜ ହେବାକୁ ଯାଉଛି ।…

ରିଲିଜ୍ ହେଲା ‘ଦ ତାସକେଣ୍ଟ୍ ଫାଇଲ୍ସ’ ଟ୍ରେଲର୍, ଏବେବି ରହସ୍ୟ ଘେରରେ ଶାସ୍ତ୍ରୀଙ୍କ ମୃତ୍ୟୁ…

ମୁମ୍ବାଇ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । https://youtu.be/OgWylHdfIdo ତାସକେଣ୍ଟ ଫାଇଲ ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଲାଲ ବାହାଦୁର…

ଏସିଡ୍ ପିଡିତାଙ୍କ ଲୁକରେ ନଜର ଆସିଲେ ଦିପିକା

ମୁମ୍ବାଇ : ବଲିଉଡ୍ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋନ୍ ନିଜର ଅପକମିଂ ଫିଲ୍ମ ‘ଛପାକ୍’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି । ଏଥିରେ ଦିପିକାଙ୍କ ଲୁକକୁ ଦେଖିଲେ ଯେକେହିବି ହଠାତ୍ ଚିହ୍ନିପାରିବେ ନାହିଁ । ‘ଛପାକ୍’ ଚଳଚ୍ଚିତ୍ରଟି ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ…

ମୋଦିଙ୍କ ବାୟୋପିକରେ ନିଜ ନାଆଁ ଦେଖି ଚକିତ ହେଲେ ଜାଭେଦ ଅଖତାର୍

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ସିନେମା ‘ପିଏମ୍ ନରେନ୍ଦ୍ର ମୋଦୀ’ର ଟ୍ରେଲର ରିଲିଜ୍ ହେବାପରେ ତାକୁ ନେଇ ବିବାଦ ଦେଖାଦେଇଛି। ଏହି ସିନେମା ଟ୍ରେଲର କ୍ରେଡିଟିରେ ଗୀତିକାର ତାଲିକାରେ ଗୀତିକାର ଜାଭେଦ୍ ଅଖତର୍ ନିଜ ନାଆଁ ଦେଖି ଚକିତ ହୋଇପଡିଛନ୍ତି ।…

ରିଲିଜ୍ ହେଲା ସ୍ୱଚ୍ଛତାକୁ ନେଇ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’

ମୁମ୍ବାଇ: ବଲିଉଡ଼ରେ କିଛିଦିନ ହେଲା ସ୍ୱଚ୍ଛତାକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇସାରିଛି । ଏହି ଫିଲ୍ମଗୁଡ଼ିକ ମଧ୍ୟ ଆଶାତୀତ ଭାବେ ଜନାଦୃତ ହୋଇପାରିଛି । କେତେକ ଫିଲ୍ମ ପ୍ରଯୋଜକ ବଡ଼ ବଜେଟର ଫିଲ୍ମ ଅପେକ୍ଷା ସୁସ୍ଥତା ଓ ସ୍ୱଚ୍ଛତାକୁ ନେଇ ଅଭିନବ ଢଙ୍ଗରେ ଫିଲ୍ମ ନିର୍ମାଣ କରିବା ପରେ ଏହା…

ପର୍ଣ୍ଣଷ୍ଟାର ଭୂମିକାରେ ନଜର ଆସିବେ ‘ବାହୁବଳୀ’ର ଏହି ଅଭିନେତ୍ରୀ

ମୁମ୍ବାଇ : ସାଉଥ୍ ଚଳଚ୍ଚିତ୍ର ଜଗତର ସବୁଠୁ ହାଇବଜେଟ୍ ଫିଲ୍ମ ବୋଲାଉଥିବା ‘ବାହୁବଳୀ’ ପିଲ୍ମର ଶିବଗାମୀ ଦେବୀ ଓରଫ୍ ରାମ୍ୟା କୃଷ୍ଣନ୍ ତାଙ୍କ ଆଗାମୀ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । https://youtu.be/3-Xq_Zz3nPA ଅଭିନେତ୍ରୀ ରାମ୍ୟା କୃଷ୍ଣନ୍ ନିଜର ଆଗାମୀ ଫିଲ୍ମ…