Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଜଧାନୀ ସିନେମା ପ୍ରେମୀ ଦେଖିପାରିବେ ବିଶ୍ୱସିନେମାର ବଛା ବଛା ଫିଲ୍ମ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସିନେମାପ୍ରେମୀଙ୍କ ଲାଗି ଖୁସିର ଖବର । ପ୍ରେକ୍ଷାଳୟରେ ବସି ତାଙ୍କ ମନପସନ୍ଦର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ବଡ଼ ପରଦାରେ ଉପଭୋଗ କରିପାରିବେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆସନ୍ତା ଜୁନ ୨୮ ତାରିଖରେ ସୂଚନାଭବନରେ ୨ଟି…

ସୋସିଆଲ୍ ମିଡ଼ିଆରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରି ୫ ଯୁବକ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ପୋଲିସ ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବା ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଆସାମୀ ଏପର୍ଯ୍ୟନ୍ତ ଫେରାର ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ…

ସଂଗ୍ରାମୀ ବାଜି ରାଉତଙ୍କୁ ନେଇ ସର୍ଟ ଫିଲ୍ମ: ‘ବାଜି ଦ ଇମୋର୍ଟାଲ ବୋଟ୍ ବୟ’

ଭୁବନେଶ୍ୱର : ମାତ୍ର ଏଗାର ବର୍ଷର ଛୋଟିଆ ବାଳକ ବାଜି ରାଉତଙ୍କ ଦେଶମାତୃକା ଲାଗି ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଜି ଯାଏଁ ପ୍ରେରଣା ଦେଇପାରୁଛି । ନିଷ୍ଠୁର ତଥା ଅତ୍ୟାଚାରୀ ଇଂରେଜ ଫୌଜର ଗୁଳି ଆଗରେ ନିଜ ଦେଶ ଲାଗି ନିର୍ଭୟରେ ଛାତି ଦେଖାଇଦେଇ ପ୍ରାଣବଳୀ ଦେଇଥିବା ବାଜି ରାଉତଙ୍କୁ ନେଇ…

ଓଡ଼ିଆ ରଜ ରିଲିଜ୍ : ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’

ଭୁବନେଶ୍ୱର : ରଜରେ ରିଲିଜ୍ ହେଉଛି ମ୍ୟୁଜିକାଲ୍ ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ରଜରେ ଓଲିଉଡ଼ ରିଲିଜକୁ ଅପେକ୍ଷା କରିଥାନ୍ତି ଓଡ଼ିଆ ସିନେମାପ୍ରେମୀ । ରଜ ବଜାରର ଏହି ଫିଲ୍ମଟିରେ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ନାୟିକା ଭୂମିକାରେ ଅବତୀର୍ଣ୍ଣା ହେଉଛନ୍ତି ନବାଗତା ଦିବ୍ୟା…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ…

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ…