Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ…

କଟକ: ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କର ରବିବାର ରାତି ୯ଟା ୧୫ ମିନିଟ ସମୟରେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ, ସ୍ୱର୍ଗତଃ ରଥ ଦୀର୍ଘଦିନ ଧରି…

ମୋଦିଙ୍କ ବାୟୋପିକ୍‍ ପୋଷ୍ଟରରେ ଜାଭେଦ୍‍ ଅଖତର୍‍ଙ୍କ ନାଁକୁ ନେଇ ବିବାଦ

ମୁମ୍ବାଇ: ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଜୀବନୀ-ଚଳଚ୍ଚିତ୍ର ‘ପିଏମ୍‍ ନରେନ୍ଦ୍ର ମୋଦି’ର ରିଲିଜ୍‍ ତାରିଖକୁ ନେଇ ଅନିଶ୍ଚତତା ଲାଗିରହିଥିବାବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ପରେ ବିବାଦ ସୃଷ୍ଟିହେବାରେ ଲାଗିଛି । ଆଗକୁ ନିର୍ବାଚନ ଥିବାବେଳେ ଏହାର…

ଆଜି, ଏପ୍ରିଲ୍‍ ୫ରେ ରହସ୍ୟମୟ ଭାବେ ଛାତରୁ ଖସିପଡ଼ିଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଛବିଶ ବର୍ଷ ତଳେ ଆଜି ତାରିଖରେ ଅର୍ଥାତ୍‍ ୫ ଏପ୍ରିଲ୍‍ ୧୯୯୩ରେ ନିଜ ମୁମ୍ବାଇସ୍ଥିତ ଚାରିମହଲା ଘରର ବାଲକୋନିରୁ ଖସିପଡ଼ି ପ୍ରାଣ ହରାଇଥିଲେ ସେ ସମୟର ସବୁଠାରୁ ଚର୍ଚ୍ଚିତା ଓ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀ । ନିଜର ଅନୁପମ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦକ୍ଷତା…

‘ପାପା କେହେତେ ହେଁ’ ଫିଲ୍ମ ଅଭିନେତ୍ରୀ ମୟୁରୀ କଙ୍ଗୋ ହେଲେ ଗୁଗୁଲ ଇଣ୍ଡିଆ ଇଣ୍ଡଷ୍ଟ୍ରି ହେଡ୍

ମୁମ୍ବାଇ : ୧୯୯୫ରେ ‘ନସିମ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମୟୁରୀ କଙ୍ଗୋ ଗୁଗୁଲ ଇଣ୍ଡିଆର ଏଜେନ୍ସି ବିଜନେସ୍ ଇଣ୍ଡଷ୍ଟ୍ରିର ହେଡ୍ ଭାବେ ନିଯୁକ୍ତ ହୋଇଛନ୍ତି । ପରେ ପରେ ସେ ‘ପାପା କେହେତେ ହେଁ’ ଓ ବେତାବୀ ଭଳି ଚଳଚ୍ଚିତ୍ରରେ ମଧ୍ୟ ନିଜର ଅଭିନୟ ଯାଦୁ…

ଲଣ୍ଡନରେ ଶାହରୁଖ୍‍ ଖାନ୍‍ଙ୍କୁ ମିଳିଲା ଡକ୍ଟରେଟ୍‍

ଲଣ୍ଡନ୍‍: କିଂଗ୍‍ ଖାନ୍‍ ଶାହରୁଖ୍‍ଙ୍କ ପ୍ରଶଂସକମାନଂକ ଲାଗି ଖୁସି ଖବର । 'ମାନବ ସୌହାର୍ଦ୍ୟ' ବିଷୟ ଉପରେ ଗବେଷଣା କରି ସେ ଲଂଡନ୍‍ସ୍ଥିତ ୟୁନିଭର୍ସିଟି ଅଫ୍‍ ଲ'ରୁ ହାସଲ କରିଛନ୍ତି ଡକ୍ଟରେଟ୍‍ ଡିଗ୍ରୀ । ଜଣେ ଭାରତୀୟ ଭାବେ ବିଦେଶୀ ମାଟିରେ ଏହି ଉପାଧି ଲାଭ କରି ସେ ଭାରତୀୟମାନଙ୍କୁ…

କଳଙ୍କ ଟ୍ରେଲର ରିଲିଜ ପରେ ଏମିତି କହିଲେ ଆଲିଆ

ଭୁବନେଶ୍ୱର : ବଲିଉଡ ଅଭିନେତା ବରୁଣ ଧାବନ ଏବଂ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ କଳଙ୍କର ଟ୍ରେଲର ସୋସିଆଲ ମିଡିଆରେ ରିଲିଜ ହୋଇଛି । https://youtu.be/p4Z_ueeT_XQ ଏନେଇ ଆଲିଆ ଟ୍ୱିଟ୍ କରିଛନ୍ତି ।…

ଜନ୍ମଦିନରେ ରିଲିଜ ହେଲା ଅଜୟଙ୍କ ‘ଦେ ଦେ ପ୍ୟାର ଦେ’ ଟ୍ରେଲର

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି ତାଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର। https://youtu.be/EJUD2PptXrk ଏହି ଫିଲ୍ମରେ ଅନେକ ଦିନ ପରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ ସ୍କ୍ରିନ ଶେୟାର କରିଛନ୍ତି ।…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୩ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୩ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୩ ନେତାଙ୍କ ମଧ୍ୟରେ ରହିଛନ୍ତି ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨ ଜଣ ଏବଂ ଜଣେ କଟକ ଜିଲ୍ଲା…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…

ବଲିଉଡ଼ରେ ଇତିହାସ ରଚିଲା ଅକ୍ଷୟ କୁମାରଙ୍କ ‘କେଶରୀ’…

ମୁମ୍ବାଇ : ଖିଲାଡି କୁମାର ଅକ୍ଷୟଙ୍କ ଅଭିନୀତ ‘କେଶରୀ’ ବକ୍ସ ଅଫିସରେ ଧମାଲ ମଚାଇବା ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଚଳିତ ବର୍ଷର ସିନେମା ଗୁଡିକ ମଧ୍ୟରେ ଏହି ଫିଲ୍ମ ମାତ୍ର ୭ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିପାରିଛି । ଐତିହାସିକ ଫିଲ୍ମ ‘କେଶରୀ’ ମାର୍ଚ୍ଚ ୨୧…