Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…

ଦିଲ୍ଲୀରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲାବଣ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଲାବଣ୍ୟା ଦାସ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି । ରବିବାର ସନ୍ଧ୍ୟାରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଥିବା 'ମିସ ଟିନ୍ ଦିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ୨୦୧୯' ପ୍ରତିଯୋଗିତାକୁ ଲାବଣ୍ୟା ଜିତି…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ଏହି ବଲିଉଡ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ୱିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସମୀରା ୨୦୧୫ ମସିହାରେ ପ୍ରଥମେ ସେ ଏକ ଶିଶୁ ପୁତ୍ରର ଜନନୀ ହୋଇଥିବା ବେଳେ ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମୀରାଙ୍କ ଶିଶୁ କନ୍ୟାର…

ହ୍ରିତିକଙ୍କ ‘ସୁପର ୩୦’: ପ୍ରଥମ ଦିନର ଆୟ ୧୧କୋଟି

ମୁମ୍ବାଇ: ଜୁଲାଇ ୧୨ ଶୁକ୍ରବାର ଦିନ ରିଲିଜ ହୋଇଛି ହ୍ରିତ୍ୱିକ୍ ରୋଶନଙ୍କ ଫିଲ୍ମ ‘ସୁପର ୩୦’ । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଖୁବ୍ ଭଲ ରେସପନ୍ସ ମିଳିଛି । ମିଳିଥିବା ସୂଚନା ଅନୁସାରେ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୧୧କୋଟି ଟଙ୍କାର ବ୍ୟବସାୟ କରିଛି…

ସୋନାକ୍ଷୀଙ୍କ ଘରେ ପୋଲିସ, ଜାଣନ୍ତୁ କାହିଁକି !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ତଦନ୍ତ ଲାଗି ଉତ୍ତରପ୍ରଦେଶ ପୋଲିସ ଗୁରୁବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା । ସୋନାକ୍ଷୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏହି ମାମଲା ଫେବୃଆରୀ ମାସରେ ରୁଜୁ ହୋଇଥିବା ଜଣାପଡିଛି ।…

ଏକାଠି ହେବେ ହ୍ରିତିକ ଓ ଦୀପିକା !

ମୁମ୍ବାଇ: ଶୀର୍ଷକ ଶୁଣି ଚମକିଲେ କି? ନା ନା, ରିଅଲ ଲାଇଫରେ ନୁହେଁ, ରିଲ ଲାଇଫରେ ଏକାଠି ହେବାକୁ ଯାଉଛନ୍ତି ହ୍ରିତିକ ଓ ଦୀପିକା । ପ୍ରଥମ ଥର ପାଇଁ ଉଭୟେ ଗୋଟିଏ ଫିଲ୍ମରେ କାମ କରିବେ ! ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଏହି ଯୋଡି ନଜର ଆସିବା…

‘ଛବିରାଣୀ ହତ୍ୟାକାଣ୍ଡ’କୁ ନେଇ ଓଡ଼ିଆ ସିନେମା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର । ଯାହାର ନାମ ରଖାଯାଇଛି ‘ଛବିରାଣୀ’ । ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି । ଏହାର…

ଏମିତି କେଉଁ ଗୀତ ଗାଇ ପୁଣି ଫସିଲେ ହନି ସିିଂହ, ଜାଣନ୍ତୁ

ମୁମ୍ବାଇ: ପପ୍ ସିଙ୍ଗର ହନି ସିଂ ପୁଣି ବିବାଦରେ । ୨୦୧୮ରେ ରିଲିଜ ହୋଇଥିବା ହନି ସିଂଙ୍କ ‘ମଖଣା’ ଗୀତ ତାଙ୍କୁ ପୁଣିଥରେ ଟାଣି ଆଣିଛି ବିବଦ ଘେରକୁ । ହନି ସିଂ ଏବଂ ଏହି ଗୀତର ମ୍ୟୁଜିକ ଡିରେକ୍ଟର ଭୂଷଣ କୁମାରଙ୍କୁ ପଞ୍ଜାବ ପୋଲିସ ଅଟକ ରଖି ଜେରା କରିଛି । ଏହି ଗୀତରେ ଅଶାଳୀନ ଲିରିକ୍ସ…