Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଧାରା ୩୭୦ ଉଚ୍ଛେଦକୁ ନେଇ କ’ଣ କହିଲେ ଏହି ବଲିଉଡ୍ ସେଲିବ୍ରିଟି !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଏହାକୁ ସମର୍ଥନ ଜଣାଇ ମୁହଁ ଖୋଲିଛନ୍ତି ଅନେକ ନେତା, ଅଭିନେତା ତଥା ଅଭିନେତ୍ରୀ । ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ଭାବାବେଗକୁ ପ୍ରକାଶ…

ବିବାହ କରିବେ ବାହୁବଳୀ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବାଇ : ଖୁବ୍‍ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ବାହୁବଳୀ ପ୍ରଭାସ। ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ‘ସାହୋ’ର ମୁକ୍ତିଲାଭ ପରେ ଆମେରିକାର ଜଣେ ପ୍ରତିଷ୍ଠିତ…

ହ୍ରିତିକ-ଦୀପିକା ଯୋଡ଼ି, ବଲିଉଡ଼ର ରାମ-ସୀତା !

ମୁମ୍ବାଇ: ହିନ୍ଦୁ ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର। ଯେଉଁଥିରେ ରାମ ସାଜିବେ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ, ସେହିପରି ଦୀପିକା ପାଦୁକୋନ ମାତା ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ…

ଖୁବ ଶୀଘ୍ର ବିବାହ କରିବେ ସୁସ୍ମିତା ସେନ, ଜାଣି ରଖନ୍ତୁ ତାରିଖ

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଜୀବନ ନବାକୁ ଯାଉଛି ଏକ ନୂଆ ମୋଡ଼ । ଖୁବ ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ସୁସ୍ମିତା । ସେ ନିଜଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନକୁ ବିବାହ କରିବେ । ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର…

ଫିଲ୍ମ ‘ଜଜ୍‌ ମେଣ୍ଟାଲ ହେ କ୍ୟା’: ପ୍ରଥମ ସପ୍ତାହରେ ଆୟ କଲା ୩୧ କୋଟି

ମୁମ୍ବାଇ: ବକ୍ସ ଅଫିସରେ ଛାଇଯାଇଛନ୍ତି ବଲିଉଡର କୁଇନ ବୋଲାଉଥିବା କଙ୍ଗନା । ରାଜକୁମାର ଓ କଙ୍ଗନାଙ୍କ ଯୋଡିର ଜଲଓ୍ଵା ଏବେ ବଡ଼ ପରଦାରେ ଧୁମ ମଚେଇ ଦେଇଛି । ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ 'ଜଜ୍‌ ମେଣ୍ଟାଲ ହେ କ୍ୟା' । ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେସମୀକ୍ଷକ…

ସ୍ୱାମୀଙ୍କ ଠାରୁ ଅଲଗା ହେବା ନେଇ ସୋସିଆଲ୍ ମିଡ଼ିଆରେ ଘୋଷଣା କଲେ ଦିଆ ମିର୍ଜା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ନିଜ ସ୍ୱାମୀ ପ୍ରଯୋଜକ ସାହିଲ ସଂଘାଙ୍କ ଠାରୁ ଅଲଗା ହେଉଥିବା ନେଇ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି । ଦିଆ ଓ ସାହିଲ ୨୦୧୪ ମସିହାରେ ଦିଲ୍ଲୀଠାରେ ଆର୍ଯ୍ୟ ସମାଜ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରସ୍ପରଠାରୁ ଅଲଗା…

ବଲିଉଡରେ ପୁଣି ଜଣେ ଓଡ଼ିଆଙ୍କ କମାଲ

ଭୁବନେଶ୍ୱର: ବଲିଉଡରେ କମାଲ ଦେଖାଇଛନ୍ତି ପୁଣି ଜଣେ ଓଡ଼ିଆ । ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ନଜର ଆସିଛନ୍ତି ଓଡ଼ିଆ ପୁଅ ଦେବଦୋଶ ଦର୍ଜୀ। ବଲାଙ୍ଗୀର ଜିଲ୍ଲାର ଦେବଦୋଶ ଏହି ମୁଭିରେ ଚମତ୍କାର ଅଭିନୟ କରି ଚମକେଇ ଦେଇଛନ୍ତି । ଦେବଦୋଶ ଏହି ସିନେମାରେ…

ହଲିଉଡ୍‌ ଫିଲ୍ମରେ କପିଲଙ୍କ ଭଏସ

ମୁମ୍ୱାଇ: ନିର୍ମାଣ ଅପେକ୍ଷାରର ଅଛି ହଲିଉଡ଼ର ଆନିମେଶନ୍ ଫିଲ୍ମ ଆଙ୍ଗ୍ରି ବାର୍ଡ୍‌-୨’। ତିନି ବର୍ଷ ପୂର୍ବରୁ ଏହାର ପ୍ରଥମ ଭାଗ ଆଙ୍ଗ୍ରି ବାର୍ଡ୍‌ ତିଆରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ‘ଆଙ୍ଗ୍ରି ବାର୍ଡ୍‌-୨’ର ହିନ୍ଦୀ ଭର୍ସନର ମୁଖ୍ୟ ଚରିତ୍ରରେ ଥିବା ରେଡ୍‌ ପାଇଁ ଭଏସ…

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି। "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…