Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ଧୋନୀ କିପରି ପାଳିଲେ ଜନ୍ମଦିନ, ଜାଣନ୍ତୁ

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ କପ୍ତାନ ଧୂରୀଣ ଧୁରନ୍ଧର୍ ମହେନ୍ଦ୍ର ସିଂହ ଧୋନୀ ଆଜି ପାଳିଛନ୍ତି ତାଙ୍କର ୩୮ତମ ଜନ୍ମଦିବସ । ଏବେ ଧୋନୀ ବିଶ୍ୱକପ ଖେଳୁଥିବା ବେଳେ ପତ୍ନୀ ସାକ୍ଷୀ ଓ ସାଥି ଖେଳାଳୀଙ୍କ ସହିତ ମିଶି ତାଙ୍କର ବାର୍ଥଡ଼େ ପାଳିଥିବା ସୂଚନା ମିଳିଛି । #TeamIndia's players…

ରିଲିଜ ହେଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’

ମୁମ୍ବାଇ : ଜୁଲାଇ ୫ (ଶୁକ୍ରବାର) ପରଦାକୁ ଆସିଛି ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’ । ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୁଇ ନବାଗତ କଳାକାର । ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା ଜାବେଦ ଜାଫରୀଙ୍କ ପୁଅ…

‘ଅଭିମାନ’ରେ ଅର୍ଚ୍ଚିତା-ସବ୍ୟସାଚୀ: ତିନିବର୍ଷ ପରେ ପୁଣି ଫେରିଲେ ହିଟ୍ ଯୋଡ଼ି

ଭୁବନେଶ୍ୱର : ବ୍ୟାକ୍ ଟୁ ବ୍ୟାକ୍ ୨୫ଟି ହିଟ୍ ମୁଭି ଦେଇଥିବା ସିଦ୍ଧାର୍ଥ ମ୍ୟୁଜିକ ଦର୍ଶକଙ୍କୁ ଭେଟି ଦେଇଛି ଏହାର୨୬ତମ ଚଳଚ୍ଚିତ୍ର ‘ଅଭିମାନ’ । ଭରପୁର ରୋମାନ୍ସ, କମେଡି ଓ ଆକ୍ସନ ସହ ରଥଯାତ୍ରା ଅବସରରେ ରିଲିଜ ହୋଇଛି ଚଳଚ୍ଚିତ୍ର ‘ଅଭିମାନ’ । ଦୀର୍ଘ ୩ବର୍ଷର ଲମ୍ବା ବିରତି ପରେ ଓଲିଉଡର…

କଲିକତା ଇସ୍କନ ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ନୁରସତ ଜାହାନ

କଲିକତା: ଜଣାଶୁଣା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ନବନିର୍ବାଚିତା ସାଂସଦ ନୁରସତ ଜାହାନ କଲିକତା ଇସ୍କନ ପକ୍ଷରୁ ଆୟୋଜିତ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି । ନିମନ୍ତ୍ରଣ ରକ୍ଷାକରି ଆସିଥବାରୁ ଈସ୍କନର ମୁଖପାତ୍ର ଶ୍ରୀ…

ବଲିଉଡ୍‌କୁ ବାଏ ବାଏ କଲେ ଜାୟରା ୱସିମ

ମୁମ୍ବାଇ: ବଲିଉଡ୍‌କୁ ଅଲବିଦା କହିଛନ୍ତି ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟରେ ସମସ୍ତଙ୍କ ମନ କିଣିଥିବା ଜାୟରା ୱସିମ । ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ । ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବକୁ ଥିବା ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ…

ଦୀର୍ଘ ୩ବର୍ଷ ପରେ ପରଦାକୁ ଫେରିବେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଦୀର୍ଘ ୩ବର୍ଷର ଲମ୍ବା ବିରତି ପରେ ପୁଣିଥରେ ପରଦାରେ ନଜର ଆସିବେ ଓଲିଉଡର ହିଟ୍ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତା । ସିଦ୍ଧାର୍ଥ ମ୍ୟୁଜିକର ୨୬ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏହି ଯୋଡି ଓଲିଉଡକୁ ଫେରୁଛି । ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି…

ରିଲିଜ ହେଲା ଆୟୁଷ୍ମାନ ଖୁରାନାଙ୍କ ‘ଆର୍ଟିକିଲ ୧୫’

ମୁମ୍ବାଇ: ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଆର୍ଟିକିଲ ୧୫' । ରିଲିଜ ହେବା ମାତ୍ରେ ଏହାକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଛି । ଅନୁଭବ ସିହ୍ନା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମଟି ଆୟୁଷ୍ମାନଙ୍କ କ୍ୟାରିୟରର ଆଉ ଏକ ହିଟ ଫିଲ୍ମ ହେବ ବୋଲି…

ସାରା ଓ କାର୍ତ୍ତିକଙ୍କ ଲୁଚାଛପା ପ୍ରେମ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ଛୋଟେ ନବାବଙ୍କ ଅଲିଅଳି କନ୍ୟା ସାରା ଏବେ କାଶ୍ମୀରର ସବୁଜିମା ଘେରା ପାହାଡ ପର୍ବତରେ ବୁଲୁଥିବା ଦେଖିବାକୁ ମିଳିଛି । ସାରା ଏକା ନାହାନ୍ତି, ସାଙ୍ଗରେ ଅଛନ୍ତି ନାୟକ କାର୍ତ୍ତିକ ଆର‌୍ୟନ । ସୂଚନା ମୁତାବକ ଏମାନେ ଅପକମିଂ ଫିଲ୍ମ ‘ଲଭ ଆଜକଲ୨’ର ସୁଟିଂ ପାଇଁ ଏଠାକୁ ଆସିଛନ୍ତି ।…

ମିସେସ୍ କୁଇନ୍ ଟାଇଟଲ ହାତେଇଲେ ଓଡିଆ ବୋହୁ

ଭୁବନେଶ୍ୱର: ଦିଲ୍ଲୀରେ ଓଡିଆ ବୋହୁଙ୍କ ସଫଳତା । ଦିଲ୍ଲୀର ଗୁରୁଗ୍ରାମ ଠାରେ ଆୟୋଜିତ ମିସ୍ ଇଣ୍ଡିଆ ହୋମ ମେକର (ଏମ.ଆଇ.ଏଚ.ଏମ) ପ୍ରତିଯୋଗିତାରେ ମିସେସ୍ କୁଇନ ୟୁନିର୍ଭସର ଟାଇଟେଲ ଜିତିଛନ୍ତି ଭୁବନେଶ୍ୱରର ପ୍ରତିମା ପଣ୍ଡା । ଭାରତର ବିଭିନ୍ନ ରାଜ୍ୟର ୪୬ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ…