Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରଦାକୁ ଫେରିଲେ ବର୍ଷା: ରିଲିଜ୍ ହେଲା ‘ନିମକି’ ଫିଲ୍ମର ଟ୍ରେଲର୍

ଭୁବନେଶ୍ୱର : ଏକ ଲମ୍ବା ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ । ସେ ଖୁବ ଶିଘ୍ର ଓଡିଆ ଫିଲ୍ମ ‘ନିମକି’ ରେ ନଜର ଆସୁଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଅବସରରେ ‘ନିମକି’ ର ଟ୍ରେଲର ରିଲିଜ୍ ହୋଇଛି । ଏକ ସାଧାରଣ ଝିଅର ଅସାଧାରଣ…

ବଲିଉଡରେ ଡେବ୍ୟୁ କରୁଛନ୍ତି ସଲମାନ ଖାନଙ୍କ ଭିଣୋଇ ଆୟୁଷ

ଭାଇଜାନ୍ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ପ୍ରଥମ ଥର ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆୟୁଷ ହେଉଛନ୍ତି ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଲଭରାତ୍ରୀ’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି । ସୋସିଆଲ୍ ମିଡିଆରେ…

‘ମିସ୍ ଦିଭା – ୨୦୧୮’ : କମାଲ୍ କଲେ ଓଲିଉଡ୍ ନାୟିକା ତମନ୍ନା

ଓଲିଉଡ ଇଣ୍ଡଷ୍ଟ୍ରିର ପପୁଲାର ଫିଲ୍ମ ‘ଚାଲ୍ କରିବା ଠିଆ ପାଲା’ର ଅଭିନେତ୍ରୀ ତମନ୍ନା ବ୍ୟାସ ଗୋଟିଏ ପରେ ଗୋଟେ ସଫଳତା ପାଇ ଚାଲିଛନ୍ତି । ଏଥିରେ ତାଙ୍କର ଅଭିନୟ ସାଙ୍ଗକୁ ଡ୍ୟାନ୍ସ ଯିଏ ଦେଖିଥିବ ସେ ପ୍ରଶଂସା ନ’କରି ରହିପାରିବନି । ଇଣ୍ଡଷ୍ଟ୍ରିର ଭେରୀ ବିଜି ଅଭିନେତ୍ରୀଙ୍କ ମଧ୍ୟରେ…

‘ସର୍ଫରୋସ୍’ ସିକ୍ୱେଲ୍ ରେ ନଜର ଆସିବେ ଜନ୍ ଆବ୍ରାହମ୍

ମୁମ୍ବାଇ : ଏବେ ବଲିଉଡରେ ବାୟୋପିକ୍ ଓ ସିକ୍ୱେଲ୍ ଫିଲ୍ମ ନିର୍ମାଣ ଏକପ୍ରକାର ଟ୍ରେଣ୍ଡ ପାଲଟି ଗଲାଣି । ୧୯୯୯ ମସିହାରେ ରିଲିଜ ହୋଇଥିବା ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲ୍ ନିର୍ମାଣ ହେବା ନେଇ କିଛି ଖବର ଶୁଣିବାକୁ ମିଳୁଛି । ଜନ୍ ମାଥ୍ୟୁ ମଥାନଙ୍କ ନିର୍ଦ୍ଦେଶିତ ‘ସର୍ଫୋରସ୍’ ଫିଲ୍ମର…

ରିଲିଜ୍ ହେଲା ‘ପଲଟନ୍’ର ଟ୍ରେଲର୍

ପ୍ରସିଦ୍ଧ ନିର୍ଦ୍ଦେଶକ ଜେପି ଦତ୍ତା ପୁଣିଥରେ ବଲିଉଡରେ ନିର୍ଦ୍ଦେଶକ ଭାବେ କମବ୍ୟାକ୍ କରୁଛନ୍ତି । ଆପଣ ଜାଣିଥିବେ ‘ବର୍ଡର’ ଓ ‘ଏଲ୍ଓସି କାରଗିଲ୍’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଜେପି । ଏହି ସୁପରହିଟ୍ ଫିଲ୍ମ ଗୁଡିକ ସେ ସମୟରେ ଚାରିଆଡେ ଚହଳ ସୃଷ୍ଟି କରିଥିଲା । ଦୀର୍ଘ…

ଚିକିତ୍ସାର ଫାଇନାଲ ଷ୍ଟେଜରେ ଇରଫାନ ଖାନ, କହିଲେ “ଲାଗୁଛି ଆଉ କିଛି ମାସ ଭିତରେ ମରିଯିବି”

ଆସନ୍ତା କାଲି ରିଲିଜ ହେବ ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ନୁଆ ସିନେମା ‘କାରୱାଁ’ । ଏହି ସିନେମା ରିଲିଜ ହେବାକୁ ନେଇ ଦର୍ଶକଙ୍କ ମନରେ ବେଶ ଆଗ୍ରହ ରହିଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଇରଫାନ ବର୍ତମାନ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କୁ ହୋଇଥିବା ରୋଗ…

ଆସୁଛି ଚର୍ଚ୍ଚିତ ସିନେମା ‘ପାଟଣାଗଡ଼’, ଫିଲ୍ମ ରିଲିଜ୍ ଆଗରୁ ଟିଜର୍ ସୋସିଆଲ୍ ମିଡ଼ିଆରେ ହିଟ୍ !

ଭୁବନେଶ୍ୱର : ସେଦିନ ଥିଲା ୨୩ ଫେବୃୟାରୀ ୨୦୧୮ ମସିହା । ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲା । ଏହି ପାର୍ସଲ ବୋମା ପ୍ରସଙ୍ଗ ହିଁ ୨ସପ୍ତାହ ଧରି ସେତେବେଳେ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ପାର୍ସଲ ବୋମା ବିସ୍ଫୋରଣ ପରି ସତ୍ୟ ଘଟଣାକୁ…

ବାବୁସାନଙ୍କୁ ସାଥ୍ ଦେଲେ ସୁନ୍ଦରୀ ସନମୀରା: ‘ଲୋକାଲ୍ ଟୋକା ଲଭ୍ ଚୋଖା’ ରେ ଜମିଲା ଦୁହିଁଙ୍କ ଯୋଡ଼ି

ଭୁବନେଶ୍ୱର : ସୁନ୍ଦରୀ ସନମୀରା ପୁଣି ଫେରିଛନ୍ତି ରୂପେଲୀ ପରଦାକୁ । ଏଥର କିନ୍ତୁ ଦର୍ଶକ ସାନ୍ ମାନେ ବାବୁସାନ୍ ଙ୍କ ସହିତ ସନମୀରାଙ୍କୁ ରୋମାଣ୍ଟିକ୍ ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଫିଲ୍ମରେ ଦେଖିବାକୁ ପାଇବେ । ଅଗଷ୍ଟ ୧୦ରେ ରିଲିଜ୍ ହେବାକୁ ଥିବା ଏହି ଓଡ଼ିଆ ସିନେମାଟି ଦର୍ଶକଙ୍କୁ ବେଶ୍ ଛୁଇଁ…

ରୂପେଲୀ ପରଦାକୁ ଫେରୁଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା !

ମୁମ୍ବାଇ : ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନେକ ଦିନ ବ୍ୟବଧାନ ପରେ ଫେରୁଛନ୍ତି ରୂପେଲୀ ପରଦାକୁ । ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ଫନି ଖାଁ’ ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି । ତେବେ ରିଲିଜ ହେବାକୁ ଥିବା ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏହି ସିନେମା ‘ଫନି ଖାଁ’କୁ ନେଇ…

ନୂଆ ଅନ୍ଦାଜରେ ଆସୁଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା !

ମୁମ୍ବାଇ : ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଏକ ନୂଆ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ମୁଦାସର ଅଜିଜ ନିର୍ଦ୍ଦେଶିତ ‘ହାପି ଫିର୍ ଭାଗ୍ ଜାୟେଗୀ’ ରେ ସୋନାକ୍ଷୀ ଲିଡ୍ ରୋଲରେ ନଜର୍ ଆସିବେ । ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାପରେ ସୋସିଆଲ ମିଡ଼ିଆରେ ଏକଦମ ଧମାକା କରିଛି ।…