Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାଣନ୍ତୁ, ‘ଭାରତ’ ରିଲିଜିଂରେ କେଉଁ ରେକର୍ଡ଼ ଭାଙ୍ଗିଲେ ଭାଇଜାନ୍ !

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ମାନେ ସଲମାନ୍ ଖାନ ୫୩ ବର୍ଷ ବୟସରେ ମଧ୍ୟ ଏକ ବଲିଉଡ଼ ରେକର୍ଡ଼ ଭାଙ୍ଗିଛନ୍ତି । କାଟ୍ରିନା କୈଫ ଓ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ କେବଳ ଇଦ୍ ଦିନ ହିଁ ୪୨.୩୦ କୋଟି ବ୍ୟବସାୟ କରି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଇଦ୍ ବ୍ଲକବଷ୍ଟର୍ ଭାରତ ରିଲିଜରେ ସଲ୍ଲୁ ମିଆଁ…

ଇଦ୍ ଅବସରରେ ପରଦାକୁ ଆସିଲା ସଲମାନଙ୍କ ଅଭିନୀତ ‘ଭାରତ’

ନୂଆଦିଲ୍ଲୀ : ଦବଙ୍ଗ ଷ୍ଟାର୍ ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଇଦ ଅବସରରେ ରିଲିଜ ହୋଇଛି । ଅଲ୍ଲୀ ଆବାସ୍ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ଅଭିନେତା ସଲମାନଙ୍କ ସହ କ୍ୟାଟ୍ରିନା କେଫ୍,…

ସଲିଲ୍ ଦା’ ଜଣେ ଅଦ୍ୱିତୀୟ କଳାକାର ଥିଲେ: ପପୁ ପମମମ୍

ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି । “ସଲିଲ୍ ଦା…

ଭାଇରାଲ୍ ହେଲା ‘ଫନୀ’ ର‌୍ୟାପ୍ ସଙ୍ଗ୍ ‘ମୁଁ ଓଡ଼ିଶା’…

ମୁମ୍ବାଇ: ପୁଣି ଫେରିଲେ ର‌୍ୟାପର୍ ‘ବିଗ୍ ଡ଼ିଲ୍’ । ଏଥର ‘ବିଗ୍ ଡ଼ିଲ୍’ ଦ୍ୱାରା ପ୍ରସ୍ତୁତ ର‌୍ୟାପ୍ ସଙ୍ଗ୍ କେବଳ ଭାରତ ନୁହେଁ ସାରା ବିଶ୍ୱର ସୋସିଆଲ୍ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ୍ ହେବାରେ ଲାଗିଛି । ନିକଟରେ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା…

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ…

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି ।…

ବଲିଉଡ଼ ଫିଲ୍ମ ‘ମଲାଲ୍’ ଗୀତରେ ଓଡ଼ିଆ ଅଭିନେତ୍ରୀଙ୍କ କମାଲ୍…

ଭୁବନେଶ୍ୱର : ସଞ୍ଜୟ ଲୀଲା ଭସାଂଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ମାଲାଲ’ରେ ଓଡ଼ିଆ ଆକ୍ଟ୍ରେସଙ୍କ କମାଲ୍ ଦେଖିବାକୁ ମିଳିବ । https://twitter.com/ishika_events/status/1133615719571001346 ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏକ ସ୍ପେଶାଲ ହିଟ୍ ନଂ ‘ଆଇଲା ରେ’ ଜରିଆରେ ବଡ ପରଦାରେ…

ଆରପାରିରେ ଓଡ଼ିଆ ଟେଲି ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର : ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ହାସ୍ୟାଭିନେତା ସୁନିଲ ନାୟକଙ୍କ ବୁଧବାର ଦିନ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ସୁନିଲ ଗତକାଲି ଏକ କମେଡ଼ି ସିରିଏଲର ସୁଟିଂ କରୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ…

ଅଭିନେତ୍ରୀରୁ ରାଜନୀତି: ନୂଆ ସାଂସଦ ହେଲେ ବଙ୍ଗଳା ସୁନ୍ଦରୀ ମିମି ଚକ୍ରବର୍ତ୍ତୀ

କୋଲକତା : କଳାକାର ଜୀବନରୁ ରାଜନୈତିକ ମଇଦାନରେ ପାଦ ଥାପିଥିବା ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କ ସମ୍ପର୍କରେ ଅଳ୍ପବହୁତେ ସମସ୍ତଙ୍କୁ ଜଣାଥିବ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ । ନିକଟରେ ସମାପ୍ତ ହୋଇଥିବା ୨୦୧୯ ନିର୍ବାଚନ ମମତା…