Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭଦ୍ରକରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ବାହାରିଲେ ଶତାଧିକ ନାଗସାପ !

ଭଦ୍ରକ/ଧାମନଗର : ଶହେରୁ ଅଧିକ ନାଗସାପ ବାହାରିଲା ଜଣଙ୍କ ଘରୁ ! ପ୍ରଥମେ ଏହା କାନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଅଞ୍ଚଳରେ । ମିଳିଥିବା ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ନିକଟବର୍ତ୍ତୀ ଶ୍ୟାମପୁର ଗ୍ରାମର ପାଇକସାହି ବିଜୟ…

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି…

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ…

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’ : ସମଗ୍ର ବିଶ୍ୱ ଯୋଗମୟ

ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି…

ହାସ୍ୟାଭିନେତା ପପୁ ପମପମ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ଓଲିଉଡ଼ ଅଭିନେତା ତଥା ଓଡ଼ିଆ ହାସ୍ୟାଭିନେତା ତତ୍ଥ୍ ପ୍ରକାଶ ଶତପଥି ଯିଏକି ପପୁ ପମପମ୍ ଭାବରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ବେଶ୍ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସିତ ହେଉଥିବା ଏମ୍ସ୍ କର୍ତ୍ତୃପକ୍ଷ କହିଛନ୍ତି । ନୂଆଦିଲ୍ଲୀସ୍ଥିତ…

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି…

ଅନୁକୃତି ବାସ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ

ମୁମ୍ବାଇ: ଏଫବିବି ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ ହୋଇପାରିଛନ୍ତି ତାମିଲନାଡୁର ସୁନ୍ଦରୀ ଅନୁକୃତି ବାସ୍ । ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟର ଏହି ୫୫ ତମ ସଂସ୍କରଣ ମୁମ୍ବାଇର ଏନଏସସିଆଇ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ବିଜୟୀ ଘୋଷିତ ହେବାପରେ ୨୦୧୭ ମସିହାର ବିଜୟିନୀ ମାନୁଷୀ…

ଓଡ଼ିଆ ଝିଅ ଲାବଣ୍ୟଙ୍କ କମାଲ୍ : ‘ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ଇଣ୍ଟରନ୍ୟାସନାଲ ଫିନାଲେରେ ଭାରତକୁ କରିବେ ପ୍ରତିନିଧିତ୍ୱ

ଭୁବନେଶ୍ୱର : ଓଡ଼ିଆ ଝିଅ ଲାବଣ୍ୟ ଦାସ । କୁନି କୁନି ପାଦରେ ହାଇ ହିଲ୍ ପିନ୍ଧି ଫ୍ୟାସନ ଶୋ’ ହେଉ କି ଡ଼ିବେଟ୍ କମ୍ପିଟିସନ । ପାଠ, ନାଚ, ଗୀତ ଏପରିକି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ଏହି ଟ୍ୟାଲେଣ୍ଟେଡ଼ ଓଡ଼ିଆ କିଶୋରୀ ଲାବଣ୍ୟ । ତେବେ ଆସନ୍ତା ଜୁଲାଇ ମାସରେ…

ରାଜଧାନୀ ସିନେମା ପ୍ରେମୀ ଦେଖିପାରିବେ ବିଶ୍ୱସିନେମାର ବଛା ବଛା ଫିଲ୍ମ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସିନେମାପ୍ରେମୀଙ୍କ ଲାଗି ଖୁସିର ଖବର । ପ୍ରେକ୍ଷାଳୟରେ ବସି ତାଙ୍କ ମନପସନ୍ଦର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ବଡ଼ ପରଦାରେ ଉପଭୋଗ କରିପାରିବେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆସନ୍ତା ଜୁନ ୨୮ ତାରିଖରେ ସୂଚନାଭବନରେ ୨ଟି…

ସୋସିଆଲ୍ ମିଡ଼ିଆରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରି ୫ ଯୁବକ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ପୋଲିସ ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବା ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଆସାମୀ ଏପର୍ଯ୍ୟନ୍ତ ଫେରାର ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା…