Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରହସ୍ୟମୟ ରାବଣ, ଏବେବି ଗୁମ୍ଫାରେ ରହିଛି ରାବଣର ମୃତ ଶରୀର !

ଭୁବନେଶ୍ୱର: ପବିତ୍ର ରାମାୟଣ ଗ୍ରନ୍ଥ ହେଉଛି ହିନ୍ଦୁ ଧର୍ମର ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ…

ଦିପିକା-ରଣବୀର ଯୋଡ଼ିଙ୍କ ବିବାହ ତାରିଖ ଘୋଷଣା !

ନୂଆଦିଲ୍ଲୀ: ସବୁ ଆଲୋଚନାକୁ ପଛରେ ପକାଇ ଶେଷରେ ବଲିଉଡ଼ର ଚର୍ଚ୍ଚିତ ପ୍ରେମୀ ଯୋଡ଼ି ଦିପିକା ପାଦୁକୋନ ଓ ରଣବୀର ସିଂହ ସେମାନଙ୍କର ବାହାଘର ତାରିଖ ଘୋଷଣା କରିଛନ୍ତି । ଏହି ବହୁଚର୍ଚ୍ଚିତ ବଲିଉଡ଼ ପ୍ରେମୀଙ୍କ ବିବାହ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।…

ଆରପାରିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକ ଅମୀୟ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ଆଜି ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ଆଜି ସକାଳ ପାଖାପାଖି ୮ଟା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ଓଲିଉଡରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ…

ପରଦାକୁ ଆସିଲା ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’

ଭୁବନେଶ୍ୱର : ପରଦାରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ‘ଶ୍ରୀମାନ ସୁରଦାସ’ ଓ ‘ପ୍ରେମ କୁମାର’ । ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଦୁଇଟି ଆଜି ରିଲିଜ ହୋଇଥିବା ବଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଢେର ଉତ୍ସାହ ଦେଖାଦେଇଛି । ‘ଶ୍ରୀମାନ ସୁରଦାସ’ ରେ…

‘କୌନ ବନେଗା କରୋଡ଼ପତି’ରେ ମୁଖ୍ୟମନ୍ତ୍ରୀ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ରେ ଅମିତାଭଙ୍କୁ ସାମ୍ନା କରିଛନ୍ତି । ଓଡ଼ିଶା ସରକାର ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରୁଛନ୍ତି ହକି ବିଶ୍ୱକପ । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ହକି ବିଶ୍ୱକପର…

ଜନ୍ମଦିନରେ ଖୁବ ମନେ ପଡ଼ନ୍ତି, ଚିର ସବୁଜ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଦିନ । ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି । …

ଯୌନ ଶୋଷଣର ଶୀକାର ହୋଇଥିବା କଥା କହିଲେ ସୋନା ମହାପାତ୍ର, ମିଠୁର କାଠଗଡ଼ାରେ ଅନୁ ମଲ୍ଲିକ ଓ କୈଳାଶ ଖେର୍ !

ଭୁବନେଶ୍ୱର: ଓଡ଼ିଆ ବଲିଉଡ୍ ଗାୟିକା ସୋନା ମହାପାତ୍ର ମିଠୁ ଅଭିଯାନରେ ଯୌନ ଶୋଷଣର ଶୀକାର ହୋଇଥିବାର ଅଭିଯୋଗ ଆଣିଛନ୍ତି । କୈଳାଶ ଖେର ଓ ଅନୁ ମଲ୍ଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗାୟିକା ସୋନା । ଗାୟିକା ସୋନା ମହାପାତ୍ର ବଲିଉଡ଼ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ…

‘ହାପି ବାର୍ଥ ଡ଼େ’ ଅମିତାଭ, ରିଲିଜ୍ ହେଲା ‘ସଇ ରା’ ଟିଜର୍

ନୂଆଦିଲ୍ଲୀ : ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୬ ତମ ଜନ୍ମଦିନ ପାଳନ କରିଛନ୍ତି । ବିଗ ବିଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ…

ବଡ଼ ପରଦାରେ କମାଲ୍ କରୁଛି ‘ସୁଇ-ଧାଗା’

କିଛିଦିନର ଅବ୍ୟାହତି ପରେ ସିନେମା ହଲକୁ ମେଡ୍ ଇନ୍ ଇଣ୍ଡିଆର ଯାଦୁ ଚାଲିଆସିଛି । ଏକଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗିପାରେ, କାରଣ ସିନେମା ହଲ୍ରେ ‘ସୁଇ-ଧାଗା’ ରିଲିଜ୍ ହୋଇଛି । ଏହି କାହାଣୀଟି ଛୋଟ ପରିବାରରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ କାହାଣୀ ଅଟେ । ନିଜ ଚାକିରିକୁ ନେଇ…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…