Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣାୱତ, ରିଲିଜ ହେଲା ଟିଜର୍

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ‘ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ ଝାନ୍ସି’ ର ଟ୍ରେଲର ରିଲିଜ ହୋଇଛି । ଏହି ବହୁ ପ୍ରତିକ୍ଷିତ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ…

ସିନେମାରେ ମହାତ୍ମା…

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

ଆସୁଛି ‘କଫି ୱିଥ୍ କରନ୍-୬’, ପ୍ରଥମ କଫି ପିଇବେ ଆଲିଆ ଓ ଦୀପିକା !

ମୁମ୍ବାଇ : ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ସାକ୍ଷାତକାରଧର୍ମୀ ଶୋ’ ‘କଫି ୱିଥ୍ କରନ୍-୬’ ଆଗକୁ ପୁଣି ଥରେ ଟେଲିଭିଜନରେ ଦେଖିବାକୁ ମିଳିବ । କରନ ଜୋହର ଏ ସମ୍ବନ୍ଧରେ ସୋସିଆଲ୍ ମିଡ଼ିଆରେ ଖବର ଦେଇଛନ୍ତି । ଆସନ୍ତା ସିଜନ୍-୬ର ପ୍ରଥମ ଶୋ’ରେ ପ୍ରଥମ କଫି କପ୍ ଭାବେ…

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ…

ରଣବୀରଙ୍କ ସହ କାମ କରିବାକୁ କରୀନାଙ୍କ ଖୁବ୍ ଇଚ୍ଛା !

ମୁମ୍ବାଇ:ଅଭିନେତ୍ରୀ କରୀନା କପୁର ଖାନ ‘ସଞ୍ଜୁ’ ଷ୍ଟାର୍ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ୩୮ ବର୍ଷୀୟା ଏହି ଅଭିନେତ୍ରୀ ଏକ ମିଡ଼ିଆ ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ, “ମୋତେ ରଣବୀର କପୁରଙ୍କ ସହ ଯେକୌଣସି ସିନେମାରେ କାମ କରିବାକୁ ବହୁତ ଭଲ ଲାଗିବ” ।…

‘ଶ୍ରୀମାନ୍ ସୁରଦାସ’ ରେ କମାଲ୍ କରୁଛନ୍ତି ବାବୁସାନ-ବୁଦ୍ଧାଦିତ୍ୟ ଯୋଡ଼ି

ଓଲିଉଡର ଜେଣ୍ଟଲମ୍ୟାନ୍ କମ୍ ହିରୋ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଦର୍ଶକ ପୂଜା ବଜାରରେ ନୂଆ ରୂପରେ ଦେଖିବାକୁ ପାଇବେ । କଥାଟି ହେଲା, ପୂଜା ବଜାରର ନୂଆ ସିନେମା ‘ଶ୍ରୀମାନ୍ ସୁରଦାସ’ରେ ବୁଦ୍ଧାଦିତ୍ୟ ଏକ ନୂଆ ଚରିତ୍ରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଏଥିରେ ସେ ଭୈରବ ଚରିତ୍ରରେ…

‘ଫିଲ୍ ମାଇଁ ଦିଲ୍’ରେ ଦୁଇଜଣ ନାୟିକା

‘ଫିଲ୍ ମାଇଁ ଦିଲ୍’ରେ ଦୁଇ ନାୟିକା ଓଲିଉଡର ଆଗଧାଡ଼ି ନାୟକଙ୍କ ତାଲିକାରେ ଏବେ ସମ୍ବିତ୍ ସାମିଲ୍ ହୋଇଛନ୍ତି । ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି ନାୟକଙ୍କ ହାତରେ ଏବେ ରହିଛି ବେଶ୍ କିଛି ସିନେମା । ‘ଫିଲ୍ ମାଇଁ ଦିଲ୍’ରେ ସେ ନଜର ଆସୁଛନ୍ତି । ‘ଫିଲ୍ ମାଇଁ…

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ମାତା କଳ୍ପନା ଲାଜମି

ମୁମ୍ବାଇ : ପ୍ରସିଦ୍ଧ ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଳ୍ପନାଙ୍କ ଭାଇ ଦେବ ଲାଜମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ କିଡନୀ ରୋଗରେ ପିଡିତ ଥିଲେ ଏବଂ ଆଜି ଭୋର…

ବାପା ହେଲେ ନୀଲ୍ ନିତିନ୍ ମୁକେଶ

ବି-ଟାଉନ୍ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କ ଘରକୁ ଏକ ବଡ଼ ଖୁସି ଖବର ଆସିଛି । କାହିଁକି ନା ନୀଲ୍ ଙ୍କ ପତ୍ନୀ ରୁକ୍ମିଣୀ ସହାୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ଖବର ପାଇ ପ୍ରଶଂସକ, ସେଲିବ୍ରିଟି ତଥା ବନ୍ଧୁବାନ୍ଧବଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।…