Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ରିଲିଜ ହେଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’, ଏକାଠି ନଜର ଆସୁଛନ୍ତି ଅମିର-ଅମିତାଭ ଯୋଡି

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଅମିତାଭ ବଚ୍ଚନ ଓ ଅମିର ଖାନଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମ ବଡ ପରଦାରେ ଦୀପାବଳିର ଗୋଟେ ଦିନ ପରେ ଅର୍ଥାତ୍ ନଭେମ୍ବର ୮ରେ ରିଲିଜ ହୋଇଯାଇଛି । ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକମାନେ ବଲିଉଡର…

ରିଲିଜ ହେଲା ୨.୦ର ଟ୍ରେଲର, ନୂଆ ଲୁକରେ ଖିଲାଡି କୁମାର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇଛି । ରିଲିଜର କିଛି ଘଣ୍ଟା ଭିତରେ ଫିଲ୍ମଟି ସୋସିଆଲ ମିଡିଆରେ ଧମାଲ କରୁଛି । ୨.୦ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁବ୍ ସସପେନ୍ସ ଭରି ରହିଥିଲା ।…

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ…

ଜାଣନ୍ତୁ, ପ୍ରେମ୍ ଆନନ୍ଦ କାହିଁକି ଗାଆନ୍ତିନି ଗୀତ !

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ପ୍ରେମ୍ ଆନନ୍ଦ ଉଭୟ ଗୀତ ଓ ମାର୍ଜିତ ବ୍ୟବହାରକୁ ନେଇ ଘରେ ଘରେ ଲୋକପ୍ରିୟ । କେବେ ରୋମାଣ୍ଟିକ୍ ଗୀତ ତ କେବେ ସୁପରହିଟ୍ ଆଇଟମ୍ ନମ୍ବର ନିର୍ଦ୍ଦେଶନା ଦେଇ ଓଡ଼ିଆ ଶ୍ରୋତାଙ୍କ ମନରେ ଘର କରିନେଇଛନ୍ତି ସେ । ତାଙ୍କୁ ‘ଓଲିଉଡରେ ମ୍ୟୁଜିକାଲ୍…

ସୁଟିଂ ସେଟରେ ଏଲିନାଙ୍କ ସୁରକ୍ଷା କବଚ…

ଭୁବନେଶ୍ୱର: ଏଲିନା ସାମନ୍ତରାୟ ଓଲିଉଡ ସିନେମାରେ ଏବେ ଜଣେ ଆଗଧାଡ଼ିର ନାୟିକା । ୨୦୧୪ରେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ମାଧ୍ୟମରେ ଏଲିନା ପ୍ରଥମେ ଅଭିନୟ ଜଗତରେ ପାଦ ଥାପିଥିଲେ । ତାଙ୍କ ଦ୍ୱାରା ଅଭିନିତ ପ୍ରଥମ ସିନେମା ହେଉଛି ‘ଇସ୍କ ତୁ ହି ତୁ’ ଏବଂ ଏଥିରେ ସୁପରଷ୍ଟାର୍…

ଓଡ଼ିଆ ସିନେମା ‘ହାଲୋ ଆର୍ସି’ ୨୨ତମ ‘ଟାଲିନ ବ୍ଳକ ନାଇଟ’ ପିଲ୍ମ ଫେଷ୍ଟିଭାଲ ଲାଗି ମନୋନୀତ

ଭୁବନେଶ୍ୱର: ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ ମର୍ଯ୍ୟାଦା ସମ୍ପନ୍ନ ୨୨ତମ ‘ଟାଲିନ ବ୍ଲକ ନାଇଟ ଫିଲ୍ମ ଫେଷ୍ଟିଭାଲ’ ଇସ୍ତୋନିଆ, ୟୁରୋପ ପାଇଁ ପ୍ରଥମ ପୂର୍ଣ୍ଣାଙ୍ଗ ଫିଲ୍ମ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି । ଟାଲିନଠାରେ ନଭେମ୍ବର ୧୬ ତାରିଖଠାରୁ ୨…

ସଲମାନ୍ ଖାନଙ୍କ ଘରେ ବାଜିବ ସାହାନାଇ !

ମୁମ୍ବାଇ: ବଲିଉଡ଼ରେ ଏଯାଏଁ କୁଆଁରା ରହିଥିବା ସଲମାନ୍ ଖାନଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ଜାରି ରହିଥାଏ । ମାତ୍ର ଶୁଣିବାକୁ ମିଳୁଛି ସଲ୍ଲୁଭାଇଙ୍କ ବାହାଘର କଥା ନଉଠିଥିଲେ ବି ତାଙ୍କ ଘରେ କିନ୍ତୁ ବାହାଘର ହେବ, ସାହାନାଇ ବାଜିବ ।  ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିବାର…

ସୁଟିଂ ଚାଲିଛି ଏବର୍ଷର ସବୁଠୁ ବଡ଼ ଆକ୍ସନ ମୁଭି ‘ତାନାଜୀ’…

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ତାନାଜୀ- ଦ ଅନସଙ୍ଗ୍ ୱାରିୟର’ର ସୁଟିଂ ଆରମ୍ଭ କରିଦେଇଥିବା ଖବର ମିଳିଛି । ଏକଥା ନିଜେ ଅଜୟ ଟ୍ୱିଟ୍ଟରରେ ଏକ ଫଟୋ ସହ ସେୟାର୍ କରିଛନ୍ତି । ଏହି ଫଟୋରେ ଅଜୟଙ୍କ ବ୍ୟତୀତ ନିର୍ଦ୍ଦେଶକ ଓମ୍ ରାୱତ୍ ‘ତାନାଜୀ’…

ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ । ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା…