Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଓଡିଆ ଫିଲ୍ମ ‘ନିମକି’ର ପ୍ରିମିୟରରେ ଯୋଗଦେବେ ଜୟା ବଚ୍ଚନ

ଭୁବନେଶ୍ୱର : ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଆଗାମୀ ସିନେମା ‘ନିମକି-ନିମପୁରରୁ ନବୀନ ନିବାସ’ର ପ୍ରିମିୟର ଶୋରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ।…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଫେରାର ଶାଶୂ-ଶ୍ୱଶୁରଙ୍କ ଘରେ ପୋଲିସ ଲଗାଇଲେ ‘ଲଟକା’

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଏବେ ମଧ୍ୟ ଶାଶୂ-ଶ୍ୱଶୁର ଫେରାର ରହିଛନ୍ତି । ନିକିତାଙ୍କ ମୃତ୍ୟୁ ଘଟଣା ପରେ ଶାଶୂ-ଶ୍ୱଶୁର ଫେରାର ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି । ତେବେ ଶନିବାର…

ନିକିତା ମୃତ୍ୟୁ ଘଟଣା: ଜାମିନ ଲାଗି ଶାଶୂ-ଶ୍ୱଶୁରଙ୍କ କୋର୍ଟରେ ଆବେଦନ

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା ପୁଣି ଏକ ରୋଚକ ମୋଡ ନେଇଛି । ନିକିତାଙ୍କ ଫେରାର ଶାଶୂ-ଶ୍ୱଶୁରଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ଝାନଭିନ୍ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଧରିପାରିନାହିଁ । ମିଳିଥିବା ସୂଚନାନୁଯାୟୀ ନିକିତାଙ୍କ ଏହି…

ରିଲିଜ ହେଲା ‘ନିମକି’ର ଟ୍ରେଲର, ନୂଆ ଅନ୍ଦାଜରେ ନଜର ଆସିବେ ଚୁଲବୁଲି ବର୍ଷା

ଭୁବନେଶ୍ୱର : ଦର୍ଶକଙ୍କ ମନ ଜିଣିବା ପାଇଁ ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ପରଦାକୁ ଓହ୍ଲାଇଛନ୍ତି । ନିକଟରେ ତାଙ୍କର ଅପକମିଂ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ସିନେମାର ଟ୍ରେଲର ରିଲିଜ ହୋଇଛି । ନାରୀ କୈନ୍ଦ୍ରିକ ଏହି ସିନେମାରେ ଲିଡ୍ ରୋଲରେ ନଜର…

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜେଲ ଗଲେ ସ୍ୱାମୀ ଲିପନ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଏସଡିଜେଏମ କୋର୍ଟ ଗିରଫ ସ୍ୱାମୀ ଲିପନଙ୍କ ଜାମିନ୍ ନାମଞ୍ଜୁର କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଜେରା…

‘ସ୍ୱାମୀଙ୍କ ସହ ଧସ୍ତାଧସ୍ତି ହୋଇ ଛାତରୁ ଖସି ପଡିଥିଲେ ନିକିତା’

କଟକ : ଓଡିଆ ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଜେରା ପରେ ସେ ହିଁ ନିକିତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଗିରଫ ହେଲେ ସ୍ୱାମୀ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (ନିକିତା)ଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି । ନିକିତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନାରେ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ…

ରହସ୍ୟ ଘେରରେ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା !

କଟକ : ଓଡିଆ ସିନେମା ତଥା ଧାରାବାହିକ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ (ନିକିତା) ମୃତ୍ୟୁ ଘଟଣାରେ ସୋମବାର ଦିନ ସାଇଣ୍ଟିଫିକ୍ ଟିମ୍ ତାଙ୍କର ମହାନଦୀ ବିହାର ସ୍ଥିତ ପୈତୃକ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ରାତିରେ କୌଣସି କାରଣବଶତଃ ସେ ଛାତରୁ ତଳକୁ ଖସି ପଡିଥିଲେ…

ଆସୁଛି ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’, ମୋଦୀଙ୍କ ଭୁମିକାରେ ବିବେକ ଓବରୟ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ ଫିଲ୍ମ ଚଳିତ ଜାନୁଆରୀ ମାସରେ ଖୁବ୍ ଶିଘ୍ର ନିର୍ମିତ ହେବାକୁ ଯାଉଛି । ମୋଦୀଙ୍କ ଭୁମିକାରେ ବଲିଉଡ଼ ଆକ୍ଟର୍ ବିବେକ ଓବରୟ ଅଭିନୟ କରିବେ ବୋଲି ମଧ୍ୟ ରାଜି ହୋଇଛନ୍ତି । ଦେଶରେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିବା ସହିତ…

ଆରପାରିରେ ଭେଟେରାନ୍ ଅଭିନେତା କାଦର ଖାନ୍

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ତଥା କମେଡି କିଙ୍ଗ କାଦର ଖାନଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । କାନାଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ଆଜି ସେ ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଅନ୍ତିମ ସମୟରେ ତାଙ୍କ…