Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ୟୁ-ଟ୍ୟୁବରେ ଯାଦୁ ଦେଖାଇବେ ଓଲିଉଡ କୁଇନ୍ ବର୍ଷା

ଓଲିଉଡ କୁଇନ୍ ତଥା ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରିଥାନ୍ତି । ସୁନ୍ଦରୀ ବର୍ଷା ଓଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିôବାବେଳେ ଏବେ ଅଭିନୟର ଯାଦୁ ଦେଖାଇବା ପାଇଁ ଏକ ନୂଆ ପ୍ଲାଟଫର୍ମକୁ ଆପଣେଇଛନ୍ତି । ନିଜ ଅଭିନୟ ଓ…

‘ହେଲୋ ହେଲୋ’ରେ ଜଲୱା ଦେଖାଇବେ ମଲାଇକା

ଅନେକ ବ୍ୟବଧାନ ପରେ ବଡ ପରଦାକୁ କମବ୍ୟାକ୍ କରୁଛନ୍ତି ମଲାଇକା । ‘ପଟାଖା’ ନାମକ ଫିଲ୍ମର ଏକ ଗୀତରେ ସେ ନିଜର ହଟ୍ ଲୁକରେ ନଜର ଆସିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ବିଶାଳ ଭରଦ୍ୱାଜ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବିଶାଳଙ୍କ ଏହି ଫିଲ୍ମରେ ଆଇଟମ ନମ୍ବର ରଖାଯାଇଛି । ‘ହେଲୋ…

ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

ସ୍ୱାଧିନତା ଦିବସ ଅବସରରେ ଏକାଠି ପରଦାକୁ ଆସିଥିଲା ବଲିଉଡର ଏହି ଦୁଇ ଫିଲ୍ମ । ଅକ୍ଷୟଙ୍କ ଅଭିନୀତ ‘ଗୋଲ୍ଡ’ ଓ ଜନ ଆବ୍ରାମଙ୍କ ‘ସତ୍ୟମେବ ଜୟତେ’ ଫିଲ୍ମ ରିଲିଜ ପରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି । କିନ୍ତୁ ଏବେ କଲେକ୍ସନ ମାମଲାରେ ‘ଗୋଲ୍ଡ’, ସତ୍ୟମେବ ଜୟତେକୁ ପଛରେ ପକାଇଦେଇଛି ।…

ବରୁଣ ଓ ଅନୁଷ୍କାଙ୍କ ‘ସୁଇଧାଗା’: ପ୍ରଥମଥର ପାଇଁ ଏକାଠି ଆସିବେ ନଜର

ବଲିଉଡରେ ପୁଣି ଏକ ଯୋଡିର କେମେଷ୍ଟ୍ରି ଦେଖିବାକୁ ମିଳିବ । ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମଥର ପାଇଁ ଏକାଠି ସ୍କ୍ରିନ ଶେୟାର କରୁଛନ୍ତି । ‘ସୁଇଧାଗା’ ମେଡ୍ ଇନ୍ ଇଣ୍ଡିଆ, ନାମକ ଫିଲ୍ମରେ ଏହି ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ଦେଖିବାକୁ ପାଇବେ । ଅନୁଷ୍କା…

କମବ୍ୟାକ୍ କରୁଛନ୍ତି କାଜୋଲ…

‘ହେଲିକପ୍ଟର ଇଲା’ ଫିଲ୍ମ ମାଧ୍ୟମରେ ପୁଣିଥରେ ବଲିଉଡକୁ କମବ୍ୟାକ୍ କରୁଛନ୍ତି ଫେମସ୍ ଅଭିନେତ୍ରୀ କାଜୋଲ । କାଜୋଲ ଶେଷଥର ପାଇଁ ୨୦୧୫ରେ ‘ଦିଲୱାଲେ’ ଫିଲ୍ମରେ ଦେଖିବାକୁ ମିଳିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ସେ ‘ହେଲିକପ୍ଟର ଇଲା’ରେ ଏକ ଭିନ୍ନ ଲୁକ୍ ରେ ନଜର ଆସିବାକୁ ଯାଉଛନ୍ତି ।…

ପରଦାକୁ ଫେରିଲେ ବର୍ଷା: ରିଲିଜ୍ ହେଲା ‘ନିମକି’ ଫିଲ୍ମର ଟ୍ରେଲର୍

ଭୁବନେଶ୍ୱର : ଏକ ଲମ୍ବା ବ୍ୟବଧାନ ପରେ ବଡ ପରଦାରେ ନଜର ଆସିବେ ଓଲିଉଡ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ । ସେ ଖୁବ ଶିଘ୍ର ଓଡିଆ ଫିଲ୍ମ ‘ନିମକି’ ରେ ନଜର ଆସୁଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ ଅବସରରେ ‘ନିମକି’ ର ଟ୍ରେଲର ରିଲିଜ୍ ହୋଇଛି । ଏକ ସାଧାରଣ ଝିଅର ଅସାଧାରଣ…

ବଲିଉଡରେ ଡେବ୍ୟୁ କରୁଛନ୍ତି ସଲମାନ ଖାନଙ୍କ ଭିଣୋଇ ଆୟୁଷ

ଭାଇଜାନ୍ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ପ୍ରଥମ ଥର ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆୟୁଷ ହେଉଛନ୍ତି ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ । ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଲଭରାତ୍ରୀ’ର ଟ୍ରେଲର୍ ନିକଟରେ ରିଲିଜ ହୋଇଛି । ସୋସିଆଲ୍ ମିଡିଆରେ…

‘ମିସ୍ ଦିଭା – ୨୦୧୮’ : କମାଲ୍ କଲେ ଓଲିଉଡ୍ ନାୟିକା ତମନ୍ନା

ଓଲିଉଡ ଇଣ୍ଡଷ୍ଟ୍ରିର ପପୁଲାର ଫିଲ୍ମ ‘ଚାଲ୍ କରିବା ଠିଆ ପାଲା’ର ଅଭିନେତ୍ରୀ ତମନ୍ନା ବ୍ୟାସ ଗୋଟିଏ ପରେ ଗୋଟେ ସଫଳତା ପାଇ ଚାଲିଛନ୍ତି । ଏଥିରେ ତାଙ୍କର ଅଭିନୟ ସାଙ୍ଗକୁ ଡ୍ୟାନ୍ସ ଯିଏ ଦେଖିଥିବ ସେ ପ୍ରଶଂସା ନ’କରି ରହିପାରିବନି । ଇଣ୍ଡଷ୍ଟ୍ରିର ଭେରୀ ବିଜି ଅଭିନେତ୍ରୀଙ୍କ ମଧ୍ୟରେ…