Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୋଷା କୁକୁରକୁ ବେଶ୍ ଭଲ ପାଆନ୍ତି ଚୁଲବୁଲି ନାୟିକା ଏଲିନା…

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ହେଲେ ଏଲିନା ସାମନ୍ତରାୟ । ଏଲିନା ତାଙ୍କ ଘରୋଇ ଜୀବନରେ କୁକୁରଙ୍କୁ ବେଶ୍ ଭଲ ପାଆନ୍ତି । ଖାଲି ଯେ, ଆଲସେସାନ କି ପାମେରିଆନ କି ଗ୍ରେ ହାଉଣ୍ଡ ନୁହେଁ ବରଂ ଏଲିନା କେବେ ଯଦି ରାସ୍ତାରେ ଦେଶୀ କୁକୁର ଛୁଆଟେ ଦେଖନ୍ତି ତେବେ ତାଙ୍କ ଗାଡ଼ି ଅଟକାଇ କୁକୁର…

ବିବାହ ବନ୍ଧନରେ ଛନ୍ଦି ହେଲେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ଓ ପାରୁପଲ୍ଲୀ କଶ୍ୟପ

ନୂଆଦିଲ୍ଲୀ : ବିବାହ ବଦ୍ଧନରେ ଆବଦ୍ଧ ହେଲେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ । ମୁମ୍ବାଇ ଠାରେ ଶୁକ୍ରବାର ଦିନ ବଡ ଧୂମଧାମର ସହ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅନେକ ଦିନର ପ୍ରତିକ୍ଷା ପରେ ଏହି ଦୁଇ ପ୍ରେମୀ ଡ଼ିସେମ୍ବର ୧୪ ତଥା ଆଜି…

୬୮ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ନିକଟରେ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ବିଗ୍ ବଜେଟ୍ ଫିଲ୍ମ ୨.୦ ବକ୍ସ ଅଫିସରେ ଧମାଲ କରୁବା ସହ ଭଲ ଆୟ ମଧ୍ୟ କରିପାରିଛି । ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ…

ଆଜି ରିଲିଜ୍ ହେଲା ସାରା ଓ ସୁଶାନ୍ତଙ୍କ ଅଭିନୀତ ‘କେଦାରନାଥ’

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଛି ସୁଶାନ୍ତ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ । ୨୦୧୩ ମସିହାରେ କେଦାରନାଥରେ ହୋଇଥିବା ପ୍ରାକୃତିକ ଦୁର୍ବିପାକର ଘଟଣାବଳୀକୁ ଆଧାର କରି ଏହି ଫିଲ୍ମଟି ଗଢି ଉଠିଛି । ଫିଲ୍ମଟି ନିର୍ମାଣାଧିନ ଅବସ୍ଥାରୁ ହିଁ…

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି । ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…

ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !

ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି…

ମନ ମୋହୁଛି ‘ପ୍ୟାର ଅଲଗା ପ୍ରକାର’

ଭୁବନେଶ୍ୱର : ସଦ୍ୟ ରିଲିଜ ହୋଇଥିବା ଝିଲିକ୍-ଜ୍ୟୋତି ଅଭିନୀତ ‘ପ୍ୟାର ଅଲଗା ପ୍ରକାର’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଝିଲିକ୍-ଜ୍ୟୋତି । ବଙ୍ଗୀୟ ଲଳନା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଜଗତରେ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କୁ ମତୁଆଲା…

‘ସାଥି ତୁ ଫେରିଆ’ରେ କମାଲ୍ କରୁଛନ୍ତି ଅନୁଭା-ଜ୍ୟୋତିଙ୍କ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ସୁନ୍ଦରୀ ନାୟିକା ଅନୁଭା ସୌର୍ଯ୍ୟାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଛି । ଅନୁଭାଙ୍କ ଫ୍ୟାନମାନେ ପ୍ରଥମଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରିଥିବାର ଦେଖିବାକୁ ପାଇଛନ୍ତି । କଥାହେଲା ସଦ୍ୟ ରିଲିଜ୍ ହୋଇଥିବା ଏହି ‘ସାଥି ତୁ ଫେରିଆ’…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି । ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା…

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ । ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ…