Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଭଦ୍ରକ ସନ୍ଥିଆ ଦୁର୍ଗାମଣ୍ଡପରେ ମାଆ ଦୁର୍ଗାଙ୍କ ଆଜି ମହାନବମୀ ପୂଜା

ଭଦ୍ରକ: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରରେ ଥିବା ଦୁର୍ଗାମଣ୍ଡପରେ ମହାନବମୀ ପୂଜା ପାଳିତ ହୋଇଯାଇଛି। ସକାଳ ୫ଟା ୪୦ରେ ସୂର୍ଯ୍ୟ ପୂଜା, ପରେ ମାଆଙ୍କ ପାଖରେ ଆରମ୍ଭ ହୋଇଥିଲା ମହାନବମୀ ପୂଜା। ସକାଳୁ ମା’ଙ୍କ ପାଖରେ ଚଣ୍ଡିପାଠ ଆରମ୍ଭ ହୋଇ ଦିନ…

ମହାଷ୍ଟମୀରେ ଭଦ୍ରକ ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ନିଆରା ପରମ୍ପରା

ଭଦ୍ରକ: ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମାଆଙ୍କ ପୂଜା ଚଳଚଞ୍ଚଳ ହୋଇପଡ଼ିଛି ସହର। ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। କରୋନା କଟକଣାକୁ ମାନି ମାଆ ଦୁର୍ଗାଙ୍କ ପୂଜା ଚାଲିଛି। ସକାଳୁ ବଙ୍ଗୀୟ…

ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଲମ୍ବିତ

ଭଦ୍ରକ: ଚାକିରି ହରାଇଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ। ସେ ଏକକାଳୀନ ଯୁକ୍ତ ୩ବିଜ୍ଞାନରେ ନାମ ଲେଖାଇବା ସହ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଥିଲେ। ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ପାଇଥିଲେ। ପରେ…

ଅଗ୍ନିକାଣ୍ଡରେ ଚାରି ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତର ପୁରିପଡ଼ା ଗ୍ରାମରେ ଅଘଟଣ। ଗ୍ରାମର କୈଳାସ ରାଉତଙ୍କ ବାସଗୃହ ସମେତ ଗୁହାଳଘରେ ଅଗ୍ନିକାଣ୍ଡ ଘଟି ଚାରିଗୋରୁ ଜୀବନ୍ତ ଦଗ୍ଧ। ପୁରିପଡ଼ା ଗ୍ରାମର କୈଳାସ ରାଉତ ରାତିରେ ଗୁହାଳ ଘରେ ମଶା ଧୁଆଁଦେଇଥିଲେ। ଖାଇସାରି ଶୋଇଥିବା ସମୟରେ…

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ…

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ…

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଖୋଳତାଡ ଜାରି

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଟାଉନ ଥାନା ଜଗନ୍ନାଥ ପୁର ଅଞ୍ଚଳରୁ ଏକ ଲେଜିଡ ମେସରୁ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇଛି ପୋଲିସ । ଛାତ୍ରୀ ଜଣକ ଗ୍ରାମାଞ୍ଚଳ ଥାନା ହରିପୁର ଅଞ୍ଚଳର…

ଲଗାଣ ବର୍ଷାରେ ଗେଙ୍ଗୁଟି ନଦୀରେ ୨୦୦ ଫୁଟର ଫାଟ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଆଣ୍ଠିଏ ପାଣି ଜମି ରହିଛି । କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ନଦୀ ପାଣି ଗାଁକୁ ମାଡି ଆସିଲାଣି । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀ ବନ୍ଧ…

ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ଗିରଫ

ଭଦ୍ରକ: ପ୍ରତିଦିନ ଭଦ୍ରକ ଜିଲ୍ଲାରେ ସାମ୍ନାକୁ ଆସୁଛି ବ୍ରାଉନ ସୁଗାର କାରବାର ଜନିତ ଖବର । ଗତକାଲି ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ଜାରି ରହିଛି ତଦନ୍ତ । ଗତକାଲି ଭଦ୍ରକ ଟାଉନ ଓ ଇଛାପୁର…