Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଭଦ୍ରକ କଳାହାଣ୍ଡିଆରୁ ଧରାପଡିଲା ରେଳବାଇ କେବୁଲ୍ ଚୋର

ଭଦ୍ରକ: ରେଳବାଇ କ୍ୱାଡ୍ ‘୪’ ଟେଲିକମ୍ କେବୁଲ ଚୋରି ମାମଲା ରେଳବାଇ ପୋଲିସକୁ (RPF) ଚିନ୍ତାରେ ପକାଇଥିଲା । ବାରମ୍ବାର କେବୁଲ ଚୋରି ହେବା ଘଟଣାକୁ ନେଇ ବେଶ କିଛିଦିନ ଧରି ଜାରି ରହିଥିଲା ତନାଘନା । ଶେଷରେ ଆରପିଏଫ୍ ଓ ଗ୍ରାମାଂଚଳ ପୋଲିସ ହାତରେ ଧରାପଡିଛି କେବୁଲ ଚୋର । ନିକଟରେ କପାଳି…

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ…

ବାହାବେଦୀରେ ହୋମ ନିଆଁ ଜଳିବା ଆଗରୁ ଉଠିଲା କୋକେଇ: ବାହାଘର ୪ଦିନ ପୂର୍ବରୁ କରୋନା ନେଲା ବର ଜୀବନ

ଭଦ୍ରକ: ବାହା ଲଗ୍ନ ଧାର୍ଯ୍ୟ ହୋଇଥିଲା । ବିବାହ ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ବି ଦିଆ ସରିଥିଲା । ଘର କାନ୍ଥରେ ବର-କନିଆ ନାଁ ବି ଲେଖା ସରିଥିଲା । ଚନ୍ଦ୍ରମଣି ସହିତ ଶୁଭସ୍ମିତା । କିନ୍ତୁ ଚନ୍ଦ୍ରମଣିଙ୍କ ଭାଗ୍ୟରେ ସେ ସୁଖ ନଥିଲା । ବାହାଘରକୁ ନେଇ…

କରୋନା ସାଜିଲା କାଳ, ଆପଣାର ହେଲେ ପର

ଭଦ୍ରକ: କରୋନା ମହମାରୀ କେବଳ ମୃତ୍ୟୁର ନୂତନ ସଂଜ୍ଞା ଦେଇନାହିଁ । ଆପଣାର ହୋଇଛନ୍ତି ପର, ପର ସାଜିଛନ୍ତି ସତେ ଅବା ଦେବଦୂତ । ଏପରି ଅନେକ ଉଦାହରଣ ନଜରକୁ ଆସିଛି । ଏହି ଧାରାରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଧାମନଗର ବ୍ଲକ ଅନ୍ତର୍ଗତ ବଡତରଣି ଗାଁ । ଏହି ଗାଁରେ ଜଣେ ବର୍ଷିୟାନ୍ କଳାକାର…

କିନ୍ନରଙ୍କୁ ସହାୟତାର ହାତ ବଢାଇଲେ ମୀରା ପରିଡା

ଭଦ୍ରକ: କରୋନା ମହାମାରୀ ଭଳି ସ୍ଥିତିରେ କିନ୍ନରଙ୍କ ସୁଃଖଦୁଃଖ ବୁଝିବାକୁ ଭଦ୍ରକରେ ପହଂଚିଥିଲେ ଓଡିଶା କିନ୍ନର ସଂଘର ସଭାପତି ମୀରା ପରିଡା । ରେଳବାଇ ମେଡିକାଲରେ ପହଂଚିବା ପରେ ମୀରାଙ୍କୁ ଫୁଲତୋଡା ଦେଇ କିନ୍ନରମାନେ ସ୍ୱାଗତ କରିଥିଲେ । ଭଦ୍ରକରେ ଥିବା ସମୟରେ ମୀରା ନିଜ ସଙ୍ଗଠନର…

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି…

କରୋନା ଚଡକରେ ଫିକା ପଡିଲା ରଜ…

ଭଦ୍ରକ: ଓଡିଆ ଘରେ ସବୁଠୁ ବଡ ପର୍ବ ରଜ । ହେଲେ ପର୍ବପର୍ବାଣୀରେ ସତେ ଯେମିତି ପୂର୍ଣ୍ଣଛେଦ ପକାଇଛି କରୋନା ମହାମାରୀ । ସହର କଥା ଛାଡନ୍ତୁ ଗାଁ ଗହଳିରେ ବି ସରକାରୀ କଟକଣା ଓ କରୋନା ମହାମାରୀ ପାଇଁ ସମସ୍ତେ ରଜ ମଉଜକୁ ଆଡେଇ ଚାହିଁଥିଲେ । ଫିକା ପଡିଛି ରଜ ମଉଜ । ଫାଙ୍କା ପଡିଛି ଗାଁ…

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ଗଣଧାରଣା

ଭଦ୍ରକ: କରୋନା କାଳରେ ଖାଉଟିଙ୍କ ମହଙ୍ଗା ମାଡ଼ । ତୈଳଦର ହୁ ହୁ ହୋଇ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବି ବଢୁଛି । ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଗଣଧାରଣ ଦିଆଯାଉଛି । କେନ୍ଦ୍ର ସରକାରଙ୍କ…

ଲକ୍‌ଡାଉନ୍‌ରେ ଦୁଇଟି ଘରେ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ: ଲକ୍‌ଡାଉନ୍‌ରେ ସାରା ରାଜ୍ୟ ଏକ ପ୍ରକାର ନିଷ୍କ୍ରିୟ । ହେଲେ ସକ୍ରିୟ ହୋଇଉଠିଛନ୍ତି ଲୁଟେରା । କଟକ ପରେପରେ ଏବେ ଭଦ୍ରକରୁ ଆସିଛି ଲୁଟ୍ ଖବର । ବିଳମ୍ବିତ ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା ଦଳ । ଗୋଟିଏ ରାତିରେ ଦୁଇଟି ଘରୁ ଚୋରି ହୋଇଥିବା ସୂଚନା ରହିଛି । ଭଦ୍ରକ…

ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ

ବାସୁଦେବପୁର : ବାସୁଦେବପୁର ବ୍ରଜାନନ୍ଦପୁର ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଘର ନିକଟରେ ଥିବା ଏକ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳିକା ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇ ଯାଇଥିଲେ ହେଲେ…