Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଧରାପଡ଼ିଲା ବେଆଇନ କାରବାର, ମିଲରୁ ବାହାରୁଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ

ପାଟଣାଗଡ଼: ମିଲରୁ ଗଚ୍ଛିତ ହୋଇ ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଶ୍ୟାମଜି ରାଇସ ମିଲର ଧରାପଡ଼ିଲା ବେଆଇନ କାରବାର । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବେଆଇନ କାରବାର ସମ୍ପର୍କରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ୱିଣ୍ଟାଲ ଧାନ ଓ ୨ହଜାର କ୍ୱିଣ୍ଟାଲ…

ଆଇଆଇଟି ଇନ୍ଦୋରରେ ସ୍ୱର୍ଣ୍ଣ ପଦକ ହାସଲ କଲେ ବଲାଙ୍ଗୀରର ଆରତୀ ସାମଲ

ଟିଟିଲାଗଡ଼: ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ପଥରୁ ଓହରିଯାଇନାହାନ୍ତି । ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ହାସଲ କରିପାରିଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ…

ପୁରୀ-ଅଜମେର ଟ୍ରେନରେ ହଠାତ୍ ଲାଗିଲା ନିଆଁ

ଟିଟିଲାଗଡ଼ : ପୁରୀ ଅଜମେର ଟ୍ରେନରେ ଆଜି ସକାଳୁ ହଠାତ୍ ନିଆଁ ବାହାରିଥିଲା। ଫଳରେ ଟ୍ରେନଟି ଘଣ୍ଟାଏ କାଳ ଟିଟିଲାଗଡ଼ ଜଙ୍କସନରେ ଅଟକି ରହିଥିଲା। ବଗି ନମ୍ବର ଏସ୍ ୭ରେ ବ୍ରେକ ଜୋରରେରେ ଘସି ହେବା ଯୋଗୁଁ ଏହି ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ସିଏନଡବ୍ଲୁ ବିଭାଗ ପହଁଞ୍ଚି…

ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ

ବଲାଙ୍ଗିର: ଭିଜିଲାନ୍ସା ଜାଲରେ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ । ତାଙକ୍ ସରକାରୀ ବାସଭବନରୁ ନଗଦ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ ହୋଇଛି । ଏଯାଏ ତାଙ୍କ ପାଖରୁ ମୋଟ୍ ୫ ଲକ୍ଷ ୮୬ହଜାର ୨୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।…

ଅଭବାନୀୟ ଘଟଣା, ଚାଷୀଙ୍କୁ ଦଳି ମାରିଦେଲା ହାତୀ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଙ୍ଗାର ଭାଲୁପାଲି ଗାଁରେ ଅଭାବନୀୟ ଘଟଣା । ଜଣେ ଚାଷୀଙ୍କୁ ଏକ ହାତୀ ଦଳି ମାରିଦେଇଥିବା ସୂଚନା ମିଳିଛି । ମୃତ ଚାଷୀଜଣକ ଭାଲୁପାଲି ଗାଁର ଗୋପାଳ ପୋଢ଼ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଲୋଇସିଙ୍ଗା ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ…

ବଲାଙ୍ଗିରରେ ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଗଡ଼ିଲା ନକ୍ସଲ ମୁଣ୍ଡ । ବଲାଙ୍ଗିର ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗତକାଲି ରାତିରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲା । ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀ ଗୁଳିରେ ଜଣେ…

ତାରାଚାନ୍ ରଣା ପଢ଼ିବେ ଇଞ୍ଜିନିୟରିଂ, ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସହଯୋଗ । ଅର୍ଥ ଅଭାବରୁ ତାଙ୍କର ଆଡ଼ମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣିଥିଲେ ମୁଖ୍ୟମନ୍ତ୍ରୀ । ଇଞ୍ଜିନିୟରିଂ ପଢ଼ିବା ପ୍ରତି ତାଙ୍କର ଆଗ୍ରହ ଥିବା…

ବଲାଙ୍ଗୀରରେ ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

ବଲାଙ୍ଗୀର : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ବଲାଙ୍ଗୀର ଜିଲ୍ଲାରେ ରାସ୍ତା କଡର ଅଳିଆ ଗଦାରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ରାତି ୧୨ ଟା ପାଖାପାଖି ସମୟ ହେବ କେହି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସୁଦପଡା ଫାଟକ ଓଭରବ୍ରିଜ…

ପିକନିକ ସାରି ଫେରିବା ରାସ୍ତାରେ ଦୁର୍ଘଟଣା: ୩ ସାଙ୍ଗ ମୃତ, ୫ ଗୁରୁତର

ବଲାଙ୍ଗିର: ପିକନିକ୍ ସାରି ଫେରବା ବେଳେ ରାସ୍ତାରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ୫ ଜଣ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକଠାରେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ର ଖଣ୍ଡାଧାରରେ ପିକନିକ୍ ସାରି…

ବାହାର ରାଜ୍ୟକୁ ଚାଲାଣ ବେଳେ ୧୭ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବାହାର ରାଜ୍ୟକୁ ଚାଲାଣ ବେଳେ ୧୭ ଶ୍ରମିକ ଉଦ୍ଧାର  । କାମ ବଦଳରେ ଅଧିକ ଟଙ୍କାର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ ବେଳେ ଧରିଲା ପୋଲିସ । ନୂଆପଡ଼ି ଜିଲ୍ଲାର ସିନାପାଲ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଉଦ୍ଧାର କରିଛି ।…