Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଠେକୁଆ ମାଂସ ପାଇଁ ସ୍ତ୍ରୀହନ୍ତା ସାଜିଲା ମାତାଲ ସ୍ୱାମୀ

ପାଟଣାଗଡ: ଛୋଟଛୋଟ କଥାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳିଝଗଡା ଲାଗିବା କିଛି ନୂଆ କଥା ନୁହେଁ । ହେଲେ ସେହି ସାମାନ୍ୟ ଝଗଡା ଯଦି ହତ୍ୟାକାଣ୍ଡର ରୂପ ନିଏ, ତେବେ କ’ଣ କରିବେ ଆପଣ ? ବଲାଙ୍ଗୀର ଜିଲ୍ଲାରେ ଠେକୁଆ ମାଂସ ଖାଇବାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନଥିଲା ।…

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼: ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରୁ। ସୂଚନା ଅନୁଯାୟୀ, ଟିଟିଲାଗଡ଼ ସିର ଭଟାପଡ଼ାର କେ.ଟ୍ୱିଙ୍କଲ ରାଓ ପ୍ରଥମ ଗର୍ଭ ଧରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ…

ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଟିଟିଲାଗଡ଼ ନାଗରିକ ମଞ୍ଚର ଅସନ୍ତୋଷ

ଟିଟିଲାଗଡ଼: ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ପାର୍କ ନିର୍ମାଣ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଟିଟିଲାଗଡ଼ ନାଗରିକ ମଞ୍ଚ। ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ୨ଏକର ୮୦ ଡିସିମଲ ସ୍ଥାନ କ୍ରୀଡ଼ାବିତଙ୍କୁ ଏକ ଖେଳକୁଦ କରିବାର ବାତାବରଣ ସହ ଫିଲ୍ଡ ଯୋଗାଇ ଦେବା ଏବଂ…

ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଟିଟିଲାଗଡ଼: ଅଶାନ୍ତ ହୋଇ ପଡିଛି ସଇଁତଲା । ଚାଲିଛି ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମାଆଙ୍କ ସଂଧ୍ୟା ଆଳତୀରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ…

ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲେ ବନ ବିଭାଗ କର୍ମଚାରୀ

କଣ୍ଟାବାଞ୍ଜି: ପୁଣି ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ…

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ହଷ୍ଟେଲ ରୁମ୍ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ…

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ…

ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି। ବଙ୍ଗେମୁଣ୍ଡାର ଗାୟତ୍ରୀ ମନ୍ଦିର…

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ…

ଗାଁରେ ମାତିଛି ହାତୀ, ଆତଙ୍କିତ ଲୋକେ

ବଲାଙ୍ଗୀର: ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ହାତୀ ପଶି ଘରଦ୍ୱାର ଭାଙ୍ଗୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ବଲାଙ୍ଗୀର ସାଲେଭଟା ନୁନିଅପାଲି ଗାଁରେ ହାତୀ  ଆତଙ୍କ । ଚାଷୀଙ୍କ କ୍ଷେତରେ ବୁଲୁଛନ୍ତି ଦନ୍ତା ହାତୀ । ମଙ୍ଗଳବାର ଭୋରରୁ ସ୍ଥାନୀୟ କିଛି…