Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ସୈତାନ୍ ସ୍ୱାମୀ: ସ୍ତ୍ରୀ ବେକକୁ ବିୁଦ୍ୟତ ତାରରେ ଗୁଡ଼ାଇ ହତ୍ୟା

ବଲାଙ୍ଗିର: ପାରିବାରିକ କହଳ ନେଲା ଉଗ୍ର ରୂପ । ସ୍ୱାମୀ ସାଜିଲା ସୈତାନ୍ । ସାତ ଜନ୍ମର ସାଥିକୁ ତଣ୍ଟି ଚିପି ହତ୍ୟା କଲା । ବିଦ୍ୟୁତ ତାରରେ ବେକକୁ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।…

ବଲାଙ୍ଗୀର ଉପକଣ୍ଠରେ ସଡକ ଦୁର୍ଘଟଣା, ୩ ଗୁରୁତର

ବଲାଙ୍ଗୀର: ଦୁଇଟି କାର ମୁହାଁମୁହିଁ ହେବା ଫଳରେ ୩ ଗୁରୁତର । ଆଜି ସକାଳେ ସିନଖମନଠାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତୀବ୍ର ଧକ୍କାରେ ଦୁଇଟି କାର ଚୁରମାର ହୋଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟଲାଗଡରୁ ଆସୁଥିବା ଏକ କାର ସହ…

ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ୯୩ ବର୍ଷୀୟ ବୃଦ୍ଧଙ୍କ ବର୍ଥ ଡେ ସେଲିବ୍ରେସନ୍

ବଲାଙ୍ଗିର: କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ପାଳିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ବଲାଙ୍ଗିର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରୁ ଏମିତି ଚିତ୍ର ସାମନାକୁ ଆସିଛି । ଜଣେ ୯୩ ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧଙ୍କର ଜନ୍ମଦିନ ପାଳନ କରିଛନ୍ତି ଡାକ୍ତର । ଏଥିପାଇଁ ତାଙ୍କ ବେଡ୍ ପାଖରେ ସ୍ୱତନ୍ତ୍ର…

ଯବାନଙ୍କୁ ଶେଷ ସଲାମ

ସଇଁତଳା :ଯବାନଙ୍କୁ ଶେଷ ସଲାମ । କାନ୍ଦୁଛି ଗାଁ , ଯବାନଙ୍କୁ ହରାଇ ଝୁରୁଛି ଭିଟାମାଟି । ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବା ପରେ ତାଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଶେଷରେ ଗାଁ ମାଟିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ଯବାନଙ୍କ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଯବାନ ଥବୀର ।…

ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର : ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ । ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସପିଟାଲରେ ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଏହାର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର…

ଓଡ଼ିଆ ଡାକ୍ତରଙ୍କ ମାଟି ପାଇଁ ମମତା

ବଲାଙ୍ଗିର : ଦୂରରେ ଥାଇ ବି ଭୁଲି ନାହାନ୍ତି ନିଜ ଭିଟାମାଟି ମୋହ । ଜନ୍ମିତ ମାଟି ମାଆକୁ ପାସୋରି ନାହାନ୍ତି ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ। କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜନ। ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ…

କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର

ବଲାଙ୍ଗୀର: କୋଭିଡ଼ ଯୋଦ୍ଧାଙ୍କୁ ଗାର୍ଡ଼ ଅଫ ଅନର । ଜୀବନ ଯୁଦ୍ଧରେ ହାରିଗଲେ ବଲାଙ୍ଗୀର ଏଚଆରପିସି ଡିଏସପି ଶେଷ ଦେବ ବରିହା । କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ…

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ…

ଆତଙ୍କ ଖେଳାଇଲେ ଲୁଟେରା, ଗୋଟିଏ ରାତିରେ ଏକାଧିକ ଲୁଟ୍

ବଲାଙ୍ଗୀର: ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ ସ୍ଥିତି । ଏହି ମଉକାରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା ଦଳ । ବଲାଙ୍ଗୀର ଜିଲ୍ଲାରେ ଏକ ନିର୍ଦ୍ଧିଷ୍ଟ ଗାଁରେ ଗୋଟିଏ ରାତିରେ ତିନିତିନୋଟି ଲୁଟ୍ ମାମଲା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଦେଇଛି । ପୁଇଁନ୍ତଳା ଥାନା ଅଧିନରେ ଥିବା…

ସ୍ତ୍ରୀର ମୃତଦେହ ଧରି ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗିର: ସ୍ତ୍ରୀର ମୃତଦେହକୁ ଧରି ଆମ୍ବୁଲାନ୍ସରେ ଫେରିବା ବାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ୱୁଲାନ୍ସ । ଏଥିରେ ସ୍ତ୍ରୀର ମୃତଦେହ ଧରି ଗାଁକୁ ଫେରୁଥିବା ସ୍ୱାମୀର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି…