Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା

ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ…

ଭିଜିଲାନ୍ସ ଜାଲରେ ଅମିନ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲର ଅମିନ । ଜମି ଡିମାର୍କେସନ ପାଇଁ ଜଣଙ୍କଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଅମିନ ନୀର୍ମଳେନ୍ଦୁ କବିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରି ତଦନ୍ତ କରୁଛି ଭିଜିଲାନ୍ସ । ସୂଚନା…

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ଶହ ଶହ ପଶୁପକ୍ଷୀ ବଳି

ବଲାଙ୍ଗୀର: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳିତାପଡା ପଞ୍ଚାୟତର ପାଳିତ ହେଉଛି ଶୁଲିଆ ମହୋତ୍ସବ । ପଶୁପକ୍ଷୀଙ୍କ ବଳିରେ ରକ୍ତାକ୍ତ ହେବ ଗାଁ ରାସ୍ତା । ଏଥିପାଇଁ ଖଇରଗୁରା ଗାଁର ବଡ଼ଖଳା ଓ କୁମୁରିଆ ଗାଁର…

ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ: ଲୋକାର୍ପିତ ହେଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବା ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି…

ତୀବ୍ର ହେଉଛି ଭୀମଭୋଇ ହାଉସ୍ ସର୍ଜନ ଛାତ୍ରଙ୍କ ଆନ୍ଦୋଳନ: ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ପ୍ରତିବାଦ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିବା ଘଟଣା I ତୀବ୍ର ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ରଙ୍କ ଆନ୍ଦୋଳନ । ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। …

ଫସଲହାନୀରୁ ଚାଷୀ ଆତ୍ମହତ୍ୟା !

ବଲାଙ୍ଗୀର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା  । ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଟିଟଲାଗଡ ବିନକେଲ ଗାଁର ଚମରୁ ବାଗ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଈ ମେଡିକାଲରେ ଭର୍ତ୍ତି…

ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ, ବଲାଙ୍ଗିରରୁ ମିଳିଲା କେବଳ ୧୭୦କୋଟି

ବଲାଙ୍ଗୀର: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଆଜି ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି ବଢିବାରେ ଲାଗିଛି ।…

ଚାଲିଛି ରେଡ୍, ଥକିଗଲାଣି ମେସିନ, ପୁଣି ମିଳିଲା ୨୦ ପେଟି ଟଙ୍କା

ବଲାଙ୍ଗିର: ଚତୁର୍ଥ ଦିନରେ ଚାଲିଛି ଆୟକର ବିଭାଗର ରେଡ୍ । ଏତେ ପରିମାଣର ଟଙ୍କା ଗଣି ଗଣି ଥକିଗଲାଣି ମେସିନ । ଏହାରି ଭିତରେ ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରୁ ପୁଣି ମିଳିଛି ୨୦ ପେଟି ଟଙ୍କା । ଜବତ ଟଙ୍କା ସ୍ଥାନୀୟ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଗଣତି ପାଇଁ ନିଆଯାଇଛି । ବ୍ୟାଗ ଓ…

ଗୋଟିଏ ଦିନରେ ୩ ସହର ବନ୍ଦ: ଜାଣନ୍ତୁ କଣ ରହିଛି ଦାବି

ଟିଟଲାଗଡ : ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟଲାଗଡ ସହର ବନ୍ଦ ପାଳନ । ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ପ୍ରଭାବରେ ସ୍କୁଲ , କଲେଜ ବନ୍ଦ ରହିଛି  । ଏବଂ  ଯାନବାହନ ଚଳାଚଳ…

ବଲାଙ୍ଗୀରରେ ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର ହୋଇଛନ୍ତି । ଗୁରୁତର ଜଙ୍ଗଲ ବିଭାଗ…