Latest Odisha News

BREAKING NEWS

Browsing Category

ବୌଦ୍ଧ

Boudh

ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେଶନକୁ ଆହୁରି ଜୋରଦାର କରିଛନ୍ତି । ପ୍ରାୟ ପ୍ରତ୍ୟକ ଦିନ କିଛି ନା କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳୁଛନ୍ତି । ଏହାରିଭିତରେ ଓଡିଶା ପୋଲିସକୁ…

ଭିଜିଲାନ୍ସ ଜାଲରେ ବିଇଓ ବରିଷ୍ଠ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ହରଭଙ୍ଗା ବିଇଓ ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ପାଢୀ । ଶିକ୍ଷକଙ୍କ ଉପରେ ଚାଲିଥିବା ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ଜଣେ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ରାଜ୍ୟରେ ନିର୍ବାଚନ…

ରାଲିରେ ଯିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ବୌଦ୍ଧ: ସହକାରୀ ଶିକ୍ଷୟତ୍ରୀଙ୍କୁ ଲାଗିଲା ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ…

RTO ବସନ୍ତ ମହାପାତ୍ର ଗିରଫ ଘଟଣା: ବାଜା ବଜାଇ ଖୁସିରେ ନାଚିଲେ ଡ୍ରାଇଭର

ବୌଦ୍ଧ: ଢୋଲ ବାଜୁଛି, ଗୀତ ବି ବାଜୁଛି । ଆଉ ସେହି ଗୀତର ତାଳେ ତାଳେ ନାଚ ବି ଚାଲିଛି । ଆପଣ ଭାବୁଛନ୍ତି କି ଏଠି କେଉଁ ବାହାଘର କି ଅନ୍ୟାନ୍ୟ କୌଣସି ସେଲିବ୍ରେଶନ ଚାଲିଛି ବୋଲି । ନାଇଁ ଆଜ୍ଞା ଏଠି କୌଣସି ବାହାଘର କି ଉତ୍ସବ ଚାଲିନି, ଏଠି RTO ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବାରୁ…

ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ । ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସ ଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବର ସ୍ଥିତ ଘରେ ଚାଲିଛି ଭିଜିଲାନ୍ସ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ…

ପୋଲିସ-ମାଓବାଦୀ ମୁହାଁମୁହିଁ : ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ,…

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ଗତ କିଛି ଦିନ…