Latest Odisha News
Browsing Category

ବୌଦ୍ଧ

Boudh

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

୪୦ ଡିଗ୍ରୀ ପାର କଲା ଦୁଇଟି ଜିଲ୍ଲା

ଭୁବନେଶ୍ୱର: ସାରା ରାଜ୍ୟରେ ଖରା ତା’ ସାଙ୍ଗକୁ ଅସହ୍ୟ ତାତି ବଢିବାରେ ଲାଗିଛି । ଆଜି ରାଜ୍ୟର ୨ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲ୍ଲା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାରେ…

ନିର୍ବାଚନୀ ପରବର୍ତ୍ତୀ ହିଂସା: ୧୦ ରାଉଣ୍ଡ ଫୁଟିଲା ଗୁଳି ! ୬ ଆହତ

ବୌଦ୍ଧ: ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ! ଉଭୟ ପକ୍ଷରୁ ୬ ଗରୁତର । ଫଳାଫଳ ପ୍ରକାଶ ପାଇବା ପରେ ବୌଦ୍ଧ ଜିଳ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉଭୟ ଗରୁତରଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସୂଚନା ଅନୁସାରେ, ମନମୁଣ୍ଡା-ବୌଦ୍ଧ ରାସ୍ତାର ଦହ୍ୟା…

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟ ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଚଉରିଆ ପଦର ଗାଁର ଶ୍ୟାମ ସୁନ୍ଦର ସାହୁ । ସୂଚନା ଅନୁସାରେ, ଦୁଇଜଣ ବାଇକରେ ନିଜ ଗାଁରୁ ବାହାରି ବାସୁଦେବପାଲି…

ଖଜୁରୀ ଗଛ: ଅନ୍ୟ ରାଜ୍ୟରେ ଗୁଡ଼, ଆମ ରାଜ୍ୟରେ ଝାଡୁ ଓ ତାଡ଼ି

ଭୁବନେଶ୍ୱର: ସାଧାରଣତଃ ଆମ ରାଜ୍ୟରେ ଏକ ଲୋକ କଥା ଅଛି ‘ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଏହାର ଆକ୍ଷରିକ ଅର୍ଥ ହେଉଛି ‘ଯାହାର ସମସ୍ତ ଗୁଣ ଦୋଷଯୁକ୍ତ, ତା’ର କେଉଁ ଗୋଟିଏ ଗୁଣକୁ ଆମେ ତର୍ଜମା କରିବା’ । କିନ୍ତୁ ପ୍ରକୃତରେ ଖଜୁରୀ ଗଛର ଅନେକ ଭଲ ଗୁଣ ଅଛି । ଖଜୁରୀ ଗଛ…

ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ୱାଇଁଙ୍କୁ ପିଟିପିଟି ହତ୍ୟା । କାକା ଶ୍ୱଶୁର ଓ ୨ ଶାଳକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ।  ବୌଦ୍ଧ ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ତାଙ୍କର କାକା ଶ୍ୱଶୁର ଓ ୨ ଶାଳକ…

ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ

ବୌଦ୍ଧ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବେପାରୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ତରୁଘାଟ ଅଞ୍ଚଳର ସଚିତନ୍ ନାଏକ। ବୌଦ୍ଧ କନ୍ଧମାଳ ସୀମାନ୍ତରେ ବାଘଛାଲ ବିକ୍ରି ପାଇଁ ଡିଲ…

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ ।…

ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଉଭୟପକ୍ଷ ମୁହାଁମୁହିଁ ହୋଇଛନ୍ତି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି ବିନିମୟ ଚାଲିଛି । ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଥିବା ନେଇ ଆଇଜି (ଅପରେସନ୍‌) ଅମିତାଭ…